ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୮, ୨୦୨୨)

ରେଡକ୍ରସର ସଦସ୍ୟମାନେ ଓଡିଶାରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ପ୍ୟାକ୍ କରୁଛନ୍ତି

 

ପବିତ୍ର ଜନ୍ମାଷ୍ଟମୀ ଅବସରରେ କଟକ ର ତୁଳସିପୁର ଅଞ୍ଚଳର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରାଧାକୃଷ୍ଣ ବେଶ ପ୍ରତିଯୋଗିତା ରେ ଭାଗ ନେଇଥିବା ପିଲାମାନେ

 

ଜନମାଷ୍ଟମୀରେ କଟକସ୍ଥିତ ଚୌଧରୀ ବଜାର ଗୋପାଳ ଜୀଉ ମନ୍ଦିରରେ ଭକ୍ତମାନେ ଭିଡ଼ ଜମାଇଛନ୍ତି

 

 ଭୁବନେଶ୍ୱରର ଇସ୍କନ ମନ୍ଦିରରେ ଶ୍ରଦ୍ଧାଳୁ ମାନେ ଜନମାଷ୍ଟମୀ ପାଳନ କରୁଛନ୍ତି

ୟୁନିଟ୩ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ଜନ୍ମାଷ୍ଟମୀ ଅବସରରେ କୁନି କୁନି ଶିଶୁ ମାନେ କୃଷ୍ଣ ରାଧା ବେଶ ହୋଇ ବସିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୧୫ ଏପ୍ରିଲ, ୨୦୨୪)

ସୋମବାର ଭୁବନେଶ୍ୱରରେ ୪୧ .୮ ଡ଼ିଗ୍ରୀ ତାପମାତ୍ରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ (୧୪ ଏପ୍ରିଲ, ୨୦୨୪)

ପବିତ୍ର ପଣାସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ରାଜଧାନୀ ଭୁବନେଶ୍ୱର ରାମ ମନ୍ଦିରେ ଭକ୍ତଙ୍କ ଭିଡ ରସୁଲଗଡ ମା ମଙ୍ଗଳା ମନ୍ଦିରରେ ଝାମୁଯାତ୍ରାରେ ଭକ୍ତମାନେ ନିଆଁରେ ଚାଲୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ୧୩ ଏପ୍ରିଲ, ୨୦୨୪ )

ବିଧାନସଭା ସମୁଖରେ ଭୁବନେଶ୍ୱରର ୭୬ତମ ପ୍ରତିଷ୍ଠା ଦିବସ ପାଳନ     ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆଗରେ ସୁରକ୍ଷା କର୍ମୀ ଏବଂ ସଫାଇ କର୍ମଚାରୀମାନଙ୍କ ବିକ୍ଷୋଭ...

ଓଡ଼ିଶା: ଆଜିର ଫଟୋ (୧ ୨ ଏପ୍ରିଲ, ୨୦୨୪)

୭୬ତମ ଭୁବନେଶ୍ୱର ପ୍ରତିଷ୍ଟା ଦିବସରେ ଭୁବନେଶ୍ଵରର କିଛି ଅଞ୍ଚଳର ଦୃଶ୍ୟ

ଓଡ଼ିଶା: ଆଜିର ଫଟୋ ( ୧୦ ଏପ୍ରିଲ, ୨୦୨୪ )

ଭୁବନେଶ୍ୱରର ବିଜେବି କଲେଜରେ ଟ୍ରକରୁ ଇଭିଏମ୍ ଅନଲୋଡ୍ ହେଉଛି     କଟକ ଦରଘା ବଜାର ସ୍ଥିତ କଦମ-ଏ-ରସୁଲ ପବିତ୍ର ଇଦ୍ ପର୍ବ ପାଳନ ଉପଲକ୍ଷେ...

ଓଡ଼ିଶା: ଆଜିର ଫଟୋ (୯ ଏପ୍ରିଲ, ୨୦୨୪)

ହିନ୍ଦୁ ନବ ବର୍ଷ ମହୋତ୍ସବ ପାଳନ ଅବସରରେ କଟକ ପୀଠାପୁରସ୍ଥିତ ମଦନ ମୋହନ ମନ୍ଦିର ପ୍ରାଙ୍ଗଣରୁ ବାହାରିଥିବା ବିଶାଳ ଶୋଭାଯାତ୍ରା     ମା କଟକ...

ଓଡ଼ିଶା: ଆଜିର ଫଟୋ (୮ ଏପ୍ରିଲ, ୨୦୨୪)

ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ‘ହାପି ମୋମେଣ୍ଟସ ଇଣ୍ଡିଆ’ ପକ୍ଷରୁ ଆୟୋଜିତ ଉତ୍କଳ ରତ୍ନ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ପରିବେଷିତ   ସ୍ୱଭାବ କବି...

ଓଡ଼ିଶା: ଆଜିର ଫଟୋ (୭ ଏପ୍ରିଲ, ୨୦୨୪)

କଟକ ଚାନ୍ଦିନୀଚୌକ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି     ଭୁବନେଶ୍ୱର ଓର୍ଲଡ ଟାଉନରେ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ନିର୍ମାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri