ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୨ )

ଭୁବନେଶ୍ୱର ନନ୍ଦନକାନନରେ ଥିବା ଏକ ପୋଖରୀରୁ ରଙ୍ଗୀନ ବଗମାନେ ଖାଦ୍ୟ ଖୋଜୁଛନ୍ତି

 

ଭୁବନେଶ୍ୱର ଝାରପଡା ଅଞ୍ଚଳରେ ହେଲମେଟ୍ ଯାଞ୍ଚ ଚାଲିଛି

 

ଭୁବନେଶ୍ୱର ରାଜୀବଭବନରେ ଓଡିଶାର ବନ୍ୟା ପରିସ୍ଥିତି ସମ୍ପର୍କରେ ଏସଆରସି ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଉଛନ୍ତି

 

ଭୁବନେଶ୍ୱର ୟୁନିଟ୍-୯ରେ ମା ଭଗବତୀ ବସ୍ତି ଗୋପାଳ ସଂଗଠନ ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ

 

କଟକ ଶୈଳବାଳା ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟରେ ଯୁକ୍ତ-୨ ଆଡମିଶନ୍ ଚାଲିଛି

 

କଟକ ଗଙ୍ଗା ମନ୍ଦିର ପୂଜା କମିଟି ପକ୍ଷ୍ୟରୁ କାଠଯୋଡ଼ି ନଦୀ ତଟରେ ଅନୁଷ୍ଠିତ ମାଟି ଉଠା ଅନୁକୂଳ ପୂଜାର୍ଚ୍ଚନା

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୯ ସେପ୍ଟେମ୍ବର, ୨୦୨୬)

କଟକ ରାଣୀହାଟ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଗଢ଼ୁଥିବା ଶିଳ୍ପୀ     କଟକ ଅନ୍ନପୂର୍ଣ୍ଣା ଥିଏଟରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଓଡ଼ିଶା: ଆଜିର ଫଟୋ ( ୩୦ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶ୍ରୀଜଗନ୍ନାଥାୟନ କାର୍ଯ୍ୟକ୍ରମରେ ତରଙ୍ଗ ଥିଏଟରର ‘ହେ ଆଦିକନ୍ଦ’ ନାଟକ ପରିବେଷଣ       ଭୁବନେଶ୍ୱର ଲୋୟର ପିଏମଜି ସମ୍ମୁଖରେ ନିଖିଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?