ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ମେ ୧୮, ୨୦୨୨)

ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ ଅଗ୍ନିଶମ ବିଭାଗ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟରେ ଅଗ୍ନି ନିରାପତ୍ତା ମକଡ୍ରିଲ   କଟକ ଜ଼ିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ପରିଷଦ ବୈଠକ

ଓଡ଼ିଶା: ଆଜିର ଫଟୋ (ମେ ୧୭, ୨୦୨୨)

ରାଜଧାନୀରେ ପ୍ରବଳ ଖରା: ଭୁବନେଶ୍ୱର ଭିଏସଏସ ନଗର ରାସ୍ତାରେ ଶୋଷ ମେଣ୍ଟାଇବାକୁ ଜଣେ ବ୍ୟକ୍ତି ଟ୍ୟାପରୁ ପାଣି ପିଉଛନ୍ତି   ଭୁବନେଶ୍ୱର ଲୋକସେବା ଭବନରେ ନବନିଯୁକ୍ତ ଅଧ୍ୟାପକଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ମୁଖ୍ୟମନ୍ତ୍ରୀ   କଟକ ଶହୀଦ ଭବନରେ ପୋଲିସ ଏବଂ ଟ୍ରାନ୍ସପୋର୍ଟ…

ଓଡ଼ିଶା: ଆଜିର ଫଟୋ (ମେ ୧୬, ୨୦୨୨)

କଟକ ଜୋବ୍ରା ଅଞ୍ଚଳରେ ଜଣେ ବିକ୍ରେତା ଲିଚୁକୋଳି ଉପରେ ପାଣି ଛିଞ୍ଚୁଛନ୍ତି କଟକସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିରରେ ଅନୁଷ୍ଠିତ ସ୍ୱତନ୍ତ୍ର ପୂଜା ବୁଦ୍ଧ ଜୟନ୍ତୀ ଅବସରରେ ଭୁବନେଶ୍ୱରର ଏକ ବୁଦ୍ଧ ମନ୍ଦିରରେ ମାଟି ଦୀପ ଜାଳୁଛନ୍ତି ଶ୍ରଦ୍ଧାଳୁ

ଓଡ଼ିଶା: ଆଜିର ଫଟୋ (ମେ ୧୫, ୨୦୨୨)

ପ୍ରବଳ ଗରମ ମଧ୍ୟରେ ଭୁବନେଶ୍ୱରର ବରମୁଣ୍ଡା ଠାରେ ଏକ ପୋଖରୀରେ ବତକ ମାନେ ବୁଲୁଛନ୍ତି ପକ୍ଷୀମାନେ ଭୁବନେଶ୍ୱରର ଓୟୁଏଟି ଫାର୍ମରେ ଖାଦ୍ୟ ଖୋଜୁଛନ୍ତି କଟକ ସ୍ଥିତ କାଜୀ ବଜାର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଯୋଗ ଚାମ୍ପିଅନସିପ୍ ପ୍ରତିଯୋଗିତା ଅଗ୍ନିଶମ ବିଭାଗର…

ଓଡ଼ିଶା: ଆଜିର ଫଟୋ (ମେ ୧୪, ୨୦୨୨)

ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ନାଟକ ‘ଭଗବାନ ଜଗନ୍ନାଥ କଥା’ ପରିବେଷଣ   ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ ଉଦଘାଟନୀ ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ଖଦି ବୋର୍ଡ…

ଓଡ଼ିଶା: ଆଜିର ଫଟୋ (ମେ ୧୩, ୨୦୨୨)

ଭୁବନେଶ୍ୱର ବରମୁଣ୍ଡା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ପିଲାଙ୍କ ଜଳକ୍ରୀଡା   ପ୍ରବଳ ଖରା: ଦୁଇ ଯୁବତୀ ଛତା ଧରି ରାସ୍ତାରେ ଯାଉଛନ୍ତି   ଭୁବନେଶ୍ୱର ଓୟୁଏଟି ଫାର୍ମରେ ହଳ କରୁଛି ଟ୍ରାକ୍ଟର

ଓଡ଼ିଶା: ଆଜିର ଫଟୋ (ମେ ୧୨, ୨୦୨୨)

କଟକ ଜୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ସମ୍ମୁଖ ମହାନଦୀ ଜଳରେ ଫୁଟିଛି ପଦ୍ମ ଫୁଲ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ରାସ୍ତା ସମ୍ପ୍ରସାରଣ ପାଇଁ ଫାର୍ମାସି କଲେଜ ଲେଡିଜ୍ ହଷ୍ଟେଲକୁ ଭଙ୍ଗାଯାଉଛି

ଓଡ଼ିଶା: ଆଜିର ଫଟୋ (ମେ ୧୧, ୨୦୨୨)

କଟକ ନରାଜ ଆନିକଟରେ ଜାଲ ପକାଇ ମାଛ ଧରା ଚାଲିଛି   ଭୁବନେଶ୍ୱର ସିଏସଆର-ଆଇଏମଏମଟି ପରିସରରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ଉପଲକ୍ଷେ ଆୟୋଜିତ ବିଜ୍ଞାନ ମେଳା ଭୁବନେଶ୍ୱରରେ ଆୟୋଜିତ ମାଇନିଂରେ ନୂତନ ଯନ୍ତ୍ରପାତି ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର ସମ୍ପର୍କିତ କର୍ମଶାଳା

ଓଡ଼ିଶା: ଆଜିର ଫଟୋ (ମେ ୧୦, ୨୦୨୨)

ଭୁବନେଶ୍ୱରରେ ସମ୍ଭାବ୍ୟ ବାତ୍ୟା ଯୋଗୁ ସୃଷ୍ଟ ଲଘୁଚାପଜନିତ ବର୍ଷା   ବିଶ୍ୱ ଲୁପସ୍‌ ଦିବସ ପାଳନ ଅବସରରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଅଭିମୁଖେ ସଚେତନତା ପରିକ୍ରମା   ଭୁବନେଶ୍ୱର ସହୀଦ ନଗରରେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସେନସରି ପାର୍କ…

ଓଡ଼ିଶା: ଆଜିର ଫଟୋ (ମେ ୯, ୨୦୨୨)

କଟକ ଯୋବ୍ରା ଆନିକଟ ମହାନଦୀ ନିକଟରେ ସୁଦୃଶ୍ୟ ବାଦଲ ରାଜଧାନୀ ଆକାଶରେ ଘନ ମେଘ ଦେଖାଯିବା ପରେ ସୋମବାର ଅପରାହ୍ନରେ ହଠାତ୍ ବର୍ଷା ଯୋଗୁ ଲୋକେ ବର୍ଷାରେ ଭିଜି ଭିଜି ଯାଉଛନ୍ତି ଖରାରୁ ତ୍ରାହି ପାଇଁ: ଭୁବନେଶ୍ୱର ରାଜମହଲରେ କଲେଜ ଛାତ୍ରୀମାନେ…

ଓଡ଼ିଶା: ଆଜିର ଫଟୋ (ମେ ୮, ୨୦୨୨)

ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳାରେ ପ୍ରବଳ ଭିଡ ଶତାବ୍ଦୀ ଭବନ ରେ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଅଭିପ୍ସା ର ରୌପ୍ୟ ଜୟନ୍ତୀ ପାଳନ ଅବସର ରେ ଶିଶୁ କଳାକାର ଙ୍କ ଦ୍ୱାରା ପରିବେଷିତ ଓଡିଶୀ ନୃତ୍ୟ…

ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୨)

ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡିଶା ଫାୟାର ଆଣ୍ଡ ଡିଜାଷ୍ଟର ଆକାଡ଼େମୀ ପରିଦର୍ଶନ   ଭୁବନେଶ୍ୱର ମେ ଫେୟାର ହୋଟେଲରେ ଅବିନାଶ ଖେମକାଙ୍କ ପୁସ୍ତକ ‘ଦ ମ୍ୟାଜିକ ଅଫ ମଙ୍ଗଳାଯୋଡ଼ି’ ପୁସ୍ତକ ଉନ୍ମୋଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?