ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୫, ୨୦୨୨)

ଭୁବନେଶ୍ୱର ବିଜେଇଏମ ସ୍କୁଲରେ ୭୬ତମ ସ୍ୱାଧୀନତାଦିବସ ପାଳନ

 

ଭୁବନେଶ୍ୱର ଜନପଥରେ ଅରୁନ୍ଧତୀ ଜୁଏଲର୍ସର ନୂଆ ଜୀଵାହ କଲେକ୍ସନ

 

ଭୁବନେଶ୍ୱର ବିଜେଡି ପାର୍ଟୀ ଅଫିସରେ ୭୬ତମ ସ୍ୱାଧୀନତାଦିବସ ପାଳନ

 

ଭୁବନେଶ୍ୱର ୟୁନିଟ୍ -୩ ପ୍ରଦର୍ଶନୀ ପଡିଆରେ ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ

 

ସ୍ୱାଧୀନତା ଦିବସରେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ପଦ୍ମଶ୍ରୀ ମହିଳାମାନେ ବେଲୁନ୍ ଉଡାଉଛନ୍ତି

ଭୁବନେଶ୍ୱର ରମାଦେବୀ ବିଶ୍ୱବିଦ୍ୟାଳୟରେ ୭୬ତମ ସ୍ୱାଧୀନତାଦିବସ ପାଳନ

 

ଭୁବନେଶ୍ୱର ବାଣୀବିହାରରେ ୭୬ତମ ସ୍ୱାଧୀନତାଦିବସ ପାଳନ ଅବସରରେ ତ୍ରିରଙ୍ଗା ଯାତ୍ରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?