ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୪ , ୨୦୨୧)

ଅନଲାଇନ କାରବାରରୁ ହେଉଥିବା ଠକେଇ ପାଇଁ ସଚେତନତା ସୃଷ୍ଟି କରିବାକୁ ଭୁବନେଶ୍ୱର ପିଏମଜି ରାସ୍ତା ପାର୍ଶ୍ଵ ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରକାର   ଆରଟିଇ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୨, ୨୦୨୧)

ଭୁବନେଶ୍ୱର ର ମାଷ୍ଟରକ୍ୟାଣ୍ଟିଂନ ଛକରେ ପବନ ଚକିରି ରେ ଧୂଳି ଉଡୁଛି   ବରମୁଣ୍ଡା ଵଉଷ୍ଟାଣ୍ଡ ପରିସରରେ ଥିବା ଦୋକାନ କୁ ବିଡିଏ ପକ୍ଷରୁ ଉଛେଦ କରାଯାଉଛି ଭୁବନେଶ୍ୱରର ଏକ ଦୋକାନରେ ଜଣେ ବ୍ୟବସାୟୀ ପିଆଜକୁ ଓଜନ କରୁଛନ୍ତି କୋଭିଡ-୧୯...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୧, ୨୦୨୧)

କଟକ ସିଡିଏ ର ନେତାଜୀ ସେତୁରେ ବାଲୁକା କଳାକାର ସିଦ୍ଧାର୍ଥ ବେହେରାଙ୍କ ବାଲୁକା କଳା ଅଭିନେତ୍ରୀ ଅର୍ଚିତା ସାହୁ ଅନ୍ୟ ଅତିଥିମାନଙ୍କ ସହିତ ଭୁବନେଶ୍ୱରର ସାମନ୍ତରାୟ ପୁର, ଡିଅନ୍ ଅଟୋମୋବାଇଲରେ ଟାଟା ସଫାରିର ନୂଆ ମଡେଲ୍ କାର ଉନ୍ମୋଚନ କରୁଛନ୍ତି

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୦, ୨୦୨୧)

ମେଘୁଆ ସକାଳରେ କଟକ ଯୋବ୍ରା ଆନିକଟ କଟକ ବାରବାଟୀ ଷ୍ଟାଡିଅମରେ ୨୨ତମ ରାଜ୍ୟ ଆର୍ଚେରୀ ଚାମ୍ପିଅନସିପ ଅନୁଷ୍ଠିତ କଟକ ଯୋବ୍ରା ତଳଦଣ୍ଡା କେନାଲ ବନ୍ଧରେ ଚାଲିଛି ନିର୍ମାଣ କାର୍ଯ୍ୟ

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୯, ୨୦୨୧)

ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁମାନେ ମାଘ ସପ୍ତମୀ ଉପଲକ୍ଷେ ଖଣ୍ଡଗିରି ମେଳାରେ ଯୋଗଦେବା ପାଇଁ ପହଞ୍ଚିଛନ୍ତି   କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ ରେଭେନ୍‌ସା ଦ୍ୱିତୀୟ କ୍ୟାମ୍ପସରେ ପଶିଥିବା ହାତୀ   କଟକ ସିଡ଼ିଏ ସେକ୍ଟର ୧୩ରେ ନିର୍ମାଣଧୀନ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୮ , ୨୦୨୧)

ନେତାଜୀ ବସ୍ ଟର୍ମିନାଲକୁ ଯିବା ପାଇଁ କଟକସ୍ଥିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ଲାଇବ୍ରେରୀକୁ ଭାଙ୍ଗି ଦିଆ ଯାଉଥିବାର ଦୃଶ୍ୟ   ଜଣେ ବ୍ୟକ୍ତି ମୁଣ୍ଡରେ ଧାନ ନଡ଼ା ଧରି ସାଇକେଲ୍ ରେ ପେଡାଲ୍ ମାରି ଫେରୁଛନ୍ତି ଅଭାବୀ ବ୍ୟକ୍ତିଙ୍କ ପାଇଁ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୭, ୨୦୨୧)

କଟକରେ ଜାତୀୟ ସଡକ ସୁରକ୍ଷା ମାସ ଅବସରରେ କଲେଜ ଛାତ୍ରୀଛାତ୍ରଙ୍କ ସଚେତନତା କାର୍ଯ୍ୟକ୍ରମ କଟକ ଯୋବ୍ରାପାର୍କରେ ଥିବା ସେବତୀ ଫୁଲ ଉପରେ ମହୁମାଛି   ନେତାଜୀ ବସ ଟର୍ମିନାଲ ପାଇଁ କଟକ ଖାନନଗରସ୍ଥିତ ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାରକୁ ଭଙ୍ଗା...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୬, ୨୦୨୧)

ଭୁବନେଶ୍ୱରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କ ୮୨ତମ ଜନ୍ମଦିନ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତ କାର୍ଯ୍ୟକ୍ରମ ସଡକ ସୁରକ୍ଷା ମାସ ଅବସରରେ କଟକ ଦରଘା ବଜାର ଥାନା ତରଫରୁ ସଚେତନତା କାର୍ଯ୍ୟକ୍ରମ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୫ , ୨୦୨୧)

ବରମୁଣ୍ଡା  ଖଣ୍ଡଗିରି  ଉଦୟଗିରି ର ବନ୍ଦ ସମୟର ଦୃଶ୍ୟ ଗୌରୀଶଙ୍କର  ପାର୍କ  ନିକଟରେ  ବିକ୍ରୟ  ପାଇଁ  ରଖାଯାଇଥିବା  ସରସ୍ବତୀ  ପ୍ରତିମା  ଚୌଧୁରୀ ବଜ଼ାର ଓ ଗୌରୀଶଙ୍କର ପାର୍କ  ମୁଖ୍ୟରାସ୍ତା  ବନ୍ଦ ସମୟର ଦୃଶ୍ୟ ମଧୁପାଟଣା  ଛକ  ଜାତୀୟ  ରାଜପଥ ବନ୍ଦ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୪ , ୨୦୨୧)

ଭୁବନେଶ୍ୱରରେ ଭାଲେଣ୍ଟାଇନ୍ସ ଡେ ଅବସରରେ ଏସପ୍ଲାନେଡ୍ ମଲ୍ ଠାରେ ଆୟୋଜିତ ହୋଇଥିବା ଇଭେଣ୍ଟ କେ୯ ରେ ଜଣେ ମହିଳା ତାଙ୍କ ପୋଷା କୁକୁର ସହ ଫୋଟୋ ଉଠାଉଛନ୍ତି ରାସାୟନିକ ମୁକ୍ତ ଚାଷ ଉପରେ ସଚେତନତା ସୃଷ୍ଟି କରିବାକୁ ରବିବାର ଦିନ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୩, ୨୦୨୧)

କଟକ ବାଦାମବାଡ଼ି ବସ୍‍ ଷ୍ଟାଣ୍ଡ ପରିସରରେ ଉଚ୍ଛେଦ  ବିନା ହେଲମେଟ୍‌ରେ ଭୁବନେଶ୍ୱର ରାସ୍ତାରେ ମୋଟର ସାଇକେଲ ନେଇଯାଉଛନ୍ତି ବ୍ୟକ୍ତି   ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ୭ମ ଇଣ୍ଟରନାଶନାଲ ରେଡ଼ିଓ ଫେୟାର  

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri