ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩, ୨୦୨୨)

ଭୁବନେଶ୍ୱରରେ ଲଗାଣ ବର୍ଷା

 

ସିଆରପିଏଫ ଯବାନଙ୍କ ଦ୍ୱାରା ତ୍ରିରଙ୍ଗା ସହ ବାଇକ ରାଲି

 

  ସ୍ୱାଧୀନତା ଦିବସ ସମାରୋହ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ପରେଡ ଅଭ୍ୟାସ

 

ଭୁବନେଶ୍ୱର ସହୀଦ ନଗର ଦୁର୍ଗା ପୂଜା ସମିତି ଓ ରୋଟାରି କ୍ଳବ ପକ୍ଷରୁ ରୁପାଲି ଛକରୁ ବାଣୀବିହାର ଅଭିମୁଖେ ବାହାରିଥିବା ତ୍ରିରଙ୍ଗା ଯାତ୍ରା

 

ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ନୃତ୍ୟକଳା ଡାନ୍ସ ଆକାଡେମୀ ପକ୍ଷରୁ ନୃତ୍ୟ ପରିବେଷଣ

 

ଓଡିଶା ଉଚ୍ଚ ନ୍ୟାୟାଳୟର କନ୍ଫରେନ୍ସ ହଲରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲୀଧର ନୂତନ ବିଚାରପତି ଭାବେ ନିଯୁକ୍ତ ଗୌରୀ ଶଙ୍କର ଶତପଥୀ ଏବଂ ଚିତ୍ତ ରଞ୍ଜନ ଦାଶଙ୍କୁ ଶପଥ ପାଠ କରାଉଛନ୍ତି

 

କଟକ ସ୍ଥିତ ସିଏମସି କଲ୍ୟାଣ ମଣ୍ଡପରେ ମିଶନ ଶକ୍ତି ଗ୍ରୁପ ଦ୍ୱାରା ପ୍ରସ୍ତୁତ ଜାତୁୟ ପତାକା ବିତରଣ ଉତ୍ସବରେ ଯୋଗଦେଇଥିବା ଅତିଥି ମାନେ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩୧, ୨୦୨୦)

ମା ଖୁଦୁରୁକୁଣୀ ଓଷା ସମାପ୍ତ ହେବା ପରେ ବାଳିକା ମାନେ ମା ଙ୍କୁ କଟକ ର ଡ଼ିଅର ପାର୍କ ପାଖରେ ଥିବା ମହାନଦୀରେ ବିସର୍ଜନ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୩, ୨୦୨୧)

ଲଗାତାର ବର୍ଷା ଫଳରେ କଟକ ସ୍ଥିତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି ଏକ ଗଛର ଭଙ୍ଗା ଶାଖା ଭୁବନେଶ୍ୱରର ଏଜି ସ୍କୋୟାର...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୮ , ୨୦୨୧)

ଭୁବନେଶ୍ୱର ଏସବିଆଇ ମେନବ୍ରାଞ୍ଚରୁ କରୋନା ପଜିଟିଭ ଅଧିକ ସଂଖ୍ୟାରେ ବାହାରିବାରୁ ବିଏମସି ପକ୍ଷରୁ ୯୬ ଘଣ୍ଟା ପାଇଁ ବ୍ୟାଙ୍କ ବନ୍ଦ କରାଯାଇଛି କଟକ ବଡ ମେଡିକାଲ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୦, ୨୦୨୧)

ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ‘କଳିଙ୍ଗ ରେଳ ଐତିହ୍ୟ ସଂଗ୍ରହାଳୟ’ ଉଦଘାଟିତ     କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ୨୭ତମ ଓଡିଶା...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୬ , ୨୦୨୦)

ଭୁବନେଶ୍ୱର ସତ୍ୟବିହାର ରାସ୍ତାରେ ଜମିରହିଛି ବର୍ଷାଜଳ ପୁରୁଣା ଭୁବନେଶ୍ୱରରେ ଥିବା ବୈତାଳ ମନ୍ଦିର ବର୍ଷାଜଳ ଘେରରେ   କଟକ ବୋଷ ଗ୍ରାଉଣ୍ଡ ରାସ୍ତା ପାର୍ଶ୍ଵରେ ଗ୍ରାହକ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୫, ୨୦୨୦)

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଭୁବନେଶ୍ୱରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଏକ ମିନିଟ  ନୀରବ ପ୍ରାର୍ଥନା କରାଯାଉଛି କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୬, ୨୦୨୧)

ରାଜ୍ୟରେ କରୋନା ହୁହୁ ହୋଇ ବଢିଚାଲିଛି ହେଲେ ବାପୁଜିନଗର ପାଣିଟାଙ୍କି ରୋଡରେ ଲୋକଙ୍କ ପ୍ରବଳ ଗହଳି   ପରିବା ବିକ୍ରେତା ମାନେ ଭୁବନେଶ୍ୱରର ୟୁନିଟ ୧...

Advertisement
Archives

Model This Week