ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୧)

ମକର ସଙ୍କରାନ୍ତି ଉପଲକ୍ଷେ କଟକସ୍ଥିତ ଖାନନଗର ଅଞ୍ଚଳରେ ଏକ କୋଠା ଉପରେ ଯୁବକମାନେ ଗୁଡ଼ି ଉଡାଉଛନ୍ତି କଟକସ୍ଥିତ କାଠଯୋଡ଼ି ନଦୀ ନିକଟରେ ରେଳ ଟ୍ରାକ ନିକଟରେ ପିଲା ମାନେ ଗୁଡ଼ି ଉଡାଉଛନ୍ତି ଭୁବନେଶ୍ୱରର ୟୁନିଟ୍- ୬ ଵୃଦ୍ଧାଶ୍ରମ ଅଞ୍ଚଳରେ ଲୋକମାନେ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୩, ୨୦୨୧)

ପୋଙ୍ଗଲ ପର୍ବ ଅବସରରେ ପୂଜାର୍ଚ୍ଚନା କରୁଛନ୍ତି କଟକ ଦୀୱାନ ବଜାର ତେଲୁଗୁ ସାହିର ତେଲୁଗୁ ସମ୍ପ୍ରଦାୟ ଲୋକମାନେ ଘନ କୁହୁଡିରେ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ ପରିସରରେ ଶୋଭା ପାଉଛି ଜାତୀୟ ପତାକା ଷ୍ଟେଟ୍‍ ଭ୍ୟାକ୍ସିନ୍‍ ଷ୍ଟୋର୍‌ରୁ କୋଭିଡ୍‍ ଟିକା ବିଭିନ୍ନ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୨, ୨୦୨୧ )

କରୋନା ଟିକା ଭୁବନେଶ୍ୱର ବିମାନ ବନ୍ଦରରୁ କଡା ସୁରକ୍ଷା ମଧ୍ୟରେ ନିଆଯାଉଛି କରୋନା ଟିକା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡିଶା ରାଜ୍ୟ ଔଷଧ ନିଗମରେ ରଖାଯାଉଛି କଟକ ସିଟି ହସ୍ପିଟାଲରେ କରୋନା ଟିକା ପହଞ୍ଚିଛି  

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୧, ୨୦୨୧ )

କରୋନାଭାଇରସ୍ ମହାମାରୀ ହେତୁ ପ୍ରାୟ ନଅ ମାସର ବ୍ୟବଧାନ ପରେ ଛାତ୍ର ଛାତ୍ରୀ ମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ୍ଲାସ୍ କରି ଫେରୁଛନ୍ତି କୋଭିଡ କାରଣରୁ ଅନେକ ମାସ ବନ୍ଦ ହେବା ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷର ଛାତ୍ରୀ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୧୦, ୨୦୨୧ )

ଆଗକୁ ମକର ସଂକ୍ରାନ୍ତି କଟକର ନୟାସଡ଼କ ଅଞ୍ଚଳରେ ଗୁଡ଼ି ବିକ୍ରି ହେଉଛି ଆସନ୍ତା ଜାନୁଆରୀ ୧୪ ରେ ମୁକ୍ତେଶ୍ଵର ମହୋତ୍ସବ ପାଇଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱରର ଓର୍ଲଡ ଟାଉନର ଗୁଆଝର ପୋଖରୀ ରେ ହଂସ ମାନେ ଖେଳୁଛନ୍ତି ରାଜଧାନୀର ପିଏମଜି...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୯, ୨୦୨୧ )

କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପ୍ରାଚୀର ରଙ୍ଗତୂଳୀରେ ଚିତ୍ରିତ କରୁଛନ୍ତି ଶିଳ୍ପୀ କଟକ ଗୌରୀଶଙ୍କର ପାର୍କ ରାସ୍ତାରେ କୃତ୍ରିମ ଫୁଲ ସଜେଇ ରଖିଛନ୍ତି ବ୍ୟବସାୟୀ କଟକରେ ନଟେଇଗୁଡିକୁ ନେଇ ଟ୍ରଲିରେ ଯାଉଛନ୍ତି ଚାଳକ କଟନଫ୍ୟାବ୍‍-୨୦୨୦: ଭୁବନେଶ୍ୱର ପ୍ରଦର୍ଶନୀ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୮, ୨୦୨୧ )

୯ ମାସ ପରେ ବିଦ୍ୟାଳୟ ଖୋଲିବା ପରେ ଛାତ୍ରୀମାନେ ଭୁବନେଶ୍ୱରର ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ କରୁଛନ୍ତି   ଭୁବନେଶ୍ୱରରେ ସିନେମା ହଲ ଖୋଲିବା ପରେ ଦର୍ଶକମାନେ ସିନେମା ଦେଖିବାକୁ ଯାଉଛନ୍ତି   କୋଭିଡ୧୯ ହେତୁ ବନ୍ଦ ଥିବା ରାଜଧାନୀ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୭, ୨୦୨୧ )

ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲିବା ପରେ ଭକ୍ତମାନେ କଟକ ସ୍ଥିତ ମା କଟକଚଣ୍ଡୀ ଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି କଟକସ୍ଥିତ ଚାନ୍ଦିନୀଚୋୖକ ଅଞ୍ଚଳରେ ଶ୍ରୀ ଜଗନ୍ନାଥ ମନ୍ଦିର ଜଣେ ମହିଳା ଭୁବନେଶ୍ୱରର ରାମ ମନ୍ଦିର ରାସ୍ତା ନିକଟରେ ତାଙ୍କ ଦୃଷ୍ଟିହୀନ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୬, ୨୦୨୧ )

ସର୍ବସାଧାରଣଙ୍କ ପାଇଁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଖୋଲାଯିବା ପରେ ଭକ୍ତମାନେ ଦର୍ଶନ କରିବାକୁ ଯାଉଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ଚାଲିଛି ବିଶୋଧନ କାର୍ଯ୍ୟ ଭୁବନେଶ୍ୱର ରସୁଲଗଡ ଛକରେ ବେଲୁନ ବିକୁଛନ୍ତି ପିଲାମାନେ

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୪, ୨୦୨୧ )

ସିଆରପି ରେ ଆଦିବାସୀ କଳା ଏବଂ ହସ୍ତଶିଳ୍ପ ସଂଗ୍ରହାଳୟର ଲୋକମାନେ ବୁଲି ଦେଖୁ ଥିବାର ଦୃଶ୍ୟ | କଟକର ନରାଜ ନିକଟସ୍ଥ ମହାନଦୀରେ ବହୁ ସଂଖ୍ୟାରେ ବତକ ମାନେ ପାଣିରେ ଖେଳୁଛନ୍ତି | ପିପିଲି ବାଇପାସ୍ ରାସ୍ତା ନିକଟରେ ମେସିନ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri