ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୦)

ଶ୍ରୀମନ୍ଦିର ରେ ହେବାକୁ ଥିବା ନାଗାର୍ଜୁନ ଭେଷ ର ଅନୁକୂଳ ହେଉଛି ଭୁବନେଶ୍ୱର ରସୁଲଗଡ ଠାରେ ମା ଦୁର୍ଗାଙ୍କର ଦଶମୀ ପୂଜା ରସୁଲଗଡ ଗୋପିନାଥଦେବ ପୂଜା କମିଟି ର କ୍ଷେତ୍ରୀୟମାନେ ସାଜପୂଜାରେ ଖଣ୍ଡାଧରି ଶୋଭାଯାତ୍ରା ରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୦)

ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାନବମୀ ପୂଜା   ମା’ ଗଡଚଣ୍ଡୀଙ୍କ ମହିଷାମର୍ଦିନୀ ବେଶ   ମା’ ଝାଞ୍ଜିରୀମଙ୍ଗଳାଙ୍କ ମହିଷାମର୍ଦିନୀ ବେଶ   କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାନବମୀ ପୂଜା

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ ବସିଛନ୍ତି ବଗ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ମହାସପ୍ତମୀ ପୂଜା   ମା’ ଗଡଚଣ୍ଡୀଙ୍କ ମହାସରସ୍ଵତୀ ବେଶ   ମା’ ଝାଞ୍ଜିରୀମଙ୍ଗଳାଙ୍କ ମହାକାଳୀ ବେଶ   ମା’ କଟକଚଣ୍ଡୀଙ୍କ ମହାକାଳୀ ବେଶ   ମହାଅଷ୍ଟମୀ ପୂଜା ଥିବାରୁ ଝାଞ୍ଜିରୀମଙ୍ଗଳାଙ୍କ ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୨, ୨୦୨୦)

ଜଣେ ବିକ୍ରେତା ତାଙ୍କ ଦୋକାନରେ ଲେମ୍ବୁ ସଜାଡୁଛନ୍ତି ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ରେ ସପ୍ତମୀ ପୂଜା କଟକସ୍ଥିତ କାଠଗଡ଼ା ସାହି ମଣ୍ଡପ ରେ ଦେବୀ ଦୁର୍ଗାଙ୍କ ପ୍ରତିମାକୁ ରଙ୍ଗ ଦିଆଯାଉଛି କଟକର ଖାନନଗର ପୂଜା ମଣ୍ଡପ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୧, ୨୦୨୦)

  କଟକର ବିଭିନ୍ନ ପୂଜାମଣ୍ଡପ ପୁରୀର ବିଭିନ୍ନ ପୂଜାମଣ୍ଡପ ରାଜଧାନୀରେ ବର୍ଷା ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ପାଇଁ କଟକ କାଠଯୋଡି ତଟରେ ତିଆରି ହେଉଛି କୃତ୍ରିମ ପୁଷ୍କରିଣୀ ମା’ ଗଡଚଣ୍ଡୀଙ୍କ ଗାୟତ୍ରୀ ବେଶ ମା’ ବାସନ୍ତୀ ଦୁର୍ଗାଙ୍କ ଅନ୍ନପୂର୍ଣ୍ଣା ବେଶ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୦, ୨୦୨୦)

ପୁରୀ ମାର୍କଣ୍ଡ ପୁଷ୍କରିଣୀ କୂଳରେ ସେବାୟତ କୁଆଁରୀ କରୁଛନ୍ତି ନେତ ପୂଜା  ମା’ ଗଡଚଣ୍ଡୀଙ୍କ ନାରାୟଣୀ ବେଶ  ମା’ ବାସନ୍ତୀ ଦୁର୍ଗାଙ୍କ ସ୍କନ୍ଧମାତା ବେଶ ରାଜଧାନୀ ସୈନିକ ସ୍କୁଲ ନିକଟରେ ଛେଳି ଜଗିଛନ୍ତି ଜଣେ ବୃଦ୍ଧ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୯, ୨୦୨୦)

ଭୁବନେଶ୍ୱରର ବିନ୍ଦୁସାଗର ପୋଖରୀରେ ଏକ ପାଇପ ଉପରେ ବସିଥିବା ପକ୍ଷୀମାନେ କଟକସ୍ଥିତ ଫିରିଙ୍ଗି ବଜାର ପେଣ୍ଡାଲ ରେ ଦେବୀ ଦୁର୍ଗାଙ୍କୁ ଅଳଙ୍କାରରେ ସଜାଯାଇଛି ଭୁବନେଶ୍ୱର ଆକାଶ ଉପରେ ଘନ ମେଘ ବୁଲୁଅଚ୍ଛି

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୮ , ୨୦୨୦)

କଟକସ୍ଥିତ ଚୌଧୁରୀ ବଜାର ପୂଜା ମଣ୍ଡପରେ ମା ଙ୍କ ମେଢ଼ ରେ ଅଳଙ୍କାର ଲଗାଯାଉଛି ଜଣେ ବ୍ୟକ୍ତି ଭୁବନେଶ୍ୱରର ରାମ ମନ୍ଦିର ଛକରେ ଏକ ଗଛ ମୂଳରେ ବିଶ୍ରାମ ନେଇଛନ୍ତି କଟକସ୍ଥିତ ବିଦ୍ୟାଧରପୁର ଅଞ୍ଚଳରେ ଗୋରୁ ମାନେ ଚରୁଛନ୍ତି  ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୭, ୨୦୨୦)

ମୁହଁରେ ମାସ୍କ, ହାତରେ ଗୁଡ଼ି ଧରି କଟକ ରିଙ୍ଗବନ୍ଧ ରାସ୍ତାରେ ସାଇକେଲ ଚଳାଇ ଯାଉଛନ୍ତି ବାଳକ  ଭୁବନେଶ୍ୱର ବିଜୁ ପଟ୍ଟନାୟକ ଛକରେ ବିଦ୍ୟୁତ ଖୁଣ୍ଟରେ ଅସୁରକ୍ଷିତ ଭାବେ କାମ ଚାଲିଛି  ମା’ ଗଡ଼ଚଣ୍ଡୀଙ୍କ ହରଚଣ୍ଡୀ ବେଶ ମା’ ଧାକୁଲେଇଙ୍କ ଗାୟତ୍ରୀ...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୬, ୨୦୨୦ )

କଟକ ଚୌଧୁରୀବଜାର ପୂଜାମଣ୍ଡପରେ ମା ଦୁର୍ଗାଙ୍କ ପ୍ରତିମାକୁ ବସ୍ତ୍ର ପରିଧାନ କରାଯାଉଛି   କଟକ ବାଙ୍କାବଜାରରେ ଜଣେ କାରିଗର ଜରୀମେଢ଼ ପ୍ରସ୍ତୁତ କରିବା ପୂର୍ବରୁ ବାଉଁଶରେ ଛାଞ୍ଚ ନିର୍ମାଣ କରୁଛନ୍ତି   କଟକ ବାଙ୍କାବଜାରରେ ଜଣେ କାରିଗର ମୁକୁଟ ପ୍ରସ୍ତୁତ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୫, ୨୦୨୦)

ଅନୁଗୁଳ ସହରରେ ବର୍ଷା ପାଣି ବୁନ୍ଦା ବୁଢ଼ିଆଣୀ ଜାଲ ଉପରେ ପଡି ଜାଲଟି ହୀରା ପରି ଝଲସି ଉଠୁଛି ଜଣେ ଶିଶୁ ତାଙ୍କର ଦୃଷ୍ଟିହୀନ ପିତାମାତାଙ୍କୁ ଭୁବନେଶ୍ୱରର ସତ୍ୟ ନଗର ଠାରେ ରାସ୍ତା ପାର କରିବାରେ ସାହାଯ୍ୟ କରୁଛି  ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri