ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୨, ୨୦୨୨ )

କଟକ କୁମ୍ଭାର ସାହିରେ ଶ୍ରୀଗଣେଶଙ୍କ ପ୍ରତିମାକୁ ରଙ୍ଗ ତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ

ଲଗାଣ ବର୍ଷାରେ କଟକ ଚାନ୍ଦିନି ଚୌକ ବେଲଭିଉ ଛକ ରାସ୍ତା ଶୋଚନୀୟ ହୋଇପଡ଼ିଛି

ଭୁବନେଶ୍ୱର ଘାଟିକିଆରେ ବିଡିଏ ପକ୍ଷରୁ ସରକାରୀ ଜାଗାରେ ଥିବା ଘର ଗୁଡ଼ିକୁ ଉଚ୍ଛେଦ କରାଯାଉଛି

 

୨ ଦଫା ଦାବିରେ ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ଭୁବନେଶ୍ୱର ପିଏମଜି ଛକରେ ବିକ୍ଷୋଭ

 

ଓଡ଼ିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘ ମିଳିତ ମଞ୍ଚ ପକ୍ଷରୁ ଭୁବନେଶ୍ୱର ବାଣୀବିହାର ସ୍ଥିତ ଓପିଟିସିଏଲ ଅଫିସ ସମ୍ମୁଖରେ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୩, ୨୦୨୨)

୧୫ ରୁ ୧୮ ବର୍ଷ ବୟସର କିଶୋର କିଶୋରୀ ମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ସୋମବାର ଠାରୁ ଆରମ୍ଭ ହୋଇଯାଇଛି କଟକର ଏକ ହସ୍ପିଟାଲରେ ଲମ୍ବା...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୨)

କଟକ ଫିରିଙ୍ଗି ବଜ଼ାରରେ ପଗଡ଼ି ତିଆରି କରୁଛନ୍ତି ମହିଳା   ଭୁବନେଶ୍ୱର ୟୁନିଟ-୯ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ପାର୍ଶ୍ୱରେ ବିଦ୍ୟୁତ ଟ୍ରାନ୍ସଫର୍ମର ମରାମତି ଚାଲିଛି  ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୦, ୨୦୨୧)

ବେଆଇନ ପାର୍କିଙ୍ଗ ଯୋଗୁଁ କଟକ ବାଦାମବାଡ଼ି ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା   କଟକ ବାରବାଟୀ ଷ୍ଟାଡିଅମ କ୍ଲବ ହାଉସରେ ଓଡିଶା ରେସଲିଂ ଆସୋସିଏସନ ପକ୍ଷରୁ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨, ୨୦୨୧)

କଟକ ଠାରେ ଥିବା କାଠଜୋଡି ନଦୀରେ ଜଣେ ମତ୍ସ୍ୟଜୀବୀ ନିଜର ମାଛଜାଲକୁ ସଜାଡୁଛନ୍ତି ଭକ୍ତମାନେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ ଯାଉଛନ୍ତି ଝିଅମାନେ ଲିଙ୍ଗରାଜ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୧, ୨୦୨୧)

ପୁରୀସ୍ଥିତ ନୀଳାଦ୍ରି ବିଚରେ ଖେଲୋ ଇଣ୍ଡିଆ ପାଇଁ ମାଲଖମ୍ବ ଖେଳାଳିଙ୍କ ସିଲେକ୍ସନ ଚାଲିଛି     କଟକ କାଠଯୋଡିରେ ଦୁର୍ଗାପୁଜା ଲାଗି ମା’ଙ୍କ ମୂର୍ତ୍ତି ତିଆରି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୧ , ୨୦୨୨)

ଭୁବନେଶ୍ୱର ଗାଡ଼କଣ ଅଞ୍ଚଳରେ ବେଆଇନ ନିର୍ମାଣକୁ ବିଡିଏ ପକ୍ଷରୁ ଉଛେଦ କରାଯାଉଛି ଜଣେ ଯୁବତୀ ଅଭିନେତା ସିଦ୍ଧନ୍ତ ମହାପାତ୍ରଙ୍କ ସହ ସେଲଫି ନେଉଛନ୍ତି କଟକରେ  ଓଡିଆ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୧)

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଗ୍ରାହକମାନେ ଭୁବନେଶ୍ୱରର ଏକ ବଜାରରେ ଡଙ୍ଗା କିଣୁଛନ୍ତି ଜଣେ ବ୍ୟକ୍ତି କଟକର ରାଣୀହାଟ ବ୍ରିଜ ଉପରେ ବସି କଦଳୀ ବାହୁଙ୍ଗା ରେ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୦)

ଶଟଡାଉନରେ ଭୁବନେଶ୍ୱର ବର୍ଷାରେ ରାଜଧାନୀ ଶଟଡାଉନରେ କଟକ ସହର   ନରାଜ ନିକଟ କାଠଯୋଡ଼ି ନଦୀରେ ମାଛ ଧରୁଛନ୍ତି ଧୀବର  

Advertisement
Archives

Model This Week