ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୪, ୨୦୨୦)

କଟକ ର ତାଳଦଣ୍ଡା କେନାଲ ପାଖରେ ଥିବା ଏକ ପାର୍କ ରେ ସୌନ୍ଦର୍ଯ୍ୟ କରଣ କରିବା ପାଇଁ “ଆଇ ଲଭ୍ କଟକ” ଲୋଗୋ ରଖା ଯାଇଛି ଏବଂ ପିଲା ମାନେ ଫଟୋ ଉଠାଉଛନ୍ତି କଟକସ୍ଥିତ କଚେରୀ ରୋଡରେ ଥିବା ଗ୍ରାମୀଣ ଏସପି…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୦)

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ସାର ସିଞ୍ଚନ କରୁଛନ୍ତି ଚାଷୀ କଟକ ରାଣୀହାଟ ତାଳଦଣ୍ଡା କେନାଲ ରୋଡରେ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାପାର୍ଶ୍ୱ ଗଛଗୁଡିକୁ ଧଳାରଙ୍ଗର ପ୍ରଲେପ ଦିଆଯାଉଛି ଅଗ୍ନିଶମ ବିଭାଗ ପକ୍ଷରୁ ରାଜଧାନୀ କିମ୍ସ୍‌ ହସ୍ପିଟାଲରେ ସାନିଟାଇଜ୍‍ କରାଯାଉଛି କଟକ ତୁଳସୀପୁର ଡିୟର…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୨, ୨୦୨୦)

ରାଜଧାନୀ ସମ୍‍ କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ଲାଗି ଅଗ୍ନିଶମ ବିଭାଗ ତରଫରୁ ମକ୍‍ଡ୍ରିଲ୍‍ ଫନୀ ବାତ୍ୟାରେ ଭାଙ୍ଗିଯାଇଥିବା କଟକ ରାଣୀହାଟ ପୋଲ ପ୍ରାଚୀରକୁ ଅଦ୍ୟାବଧି ମରାମତି କରାଯାଇନାହିଁ ଭୁବନେଶ୍ୱର ରେଳଷ୍ଟେସନ ବାହାରେ ସାମାଜିକ ଦୂରତାକୁ ନ ମାନି ଏକାଠି ବସିଛନ୍ତି…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୧, ୨୦୨୦)

ରାଜଧାନୀରେ ପ୍ରବଳ ବର୍ଷା କଟକ ରାଣୀହାଟ ପୋଲ ଉପରୁ ତାଳଦଣ୍ଡା କେନାଲରେ ଡେଇଁ ଗାଧୋ‍ଇବାର ମଜା ନେଉଛନ୍ତି ପିଲାମାନେ କଟକ ବାଦାମବାଡି ବସ୍‌ଷ୍ଟାଣ୍ଡରେ କରୋନା କଟକଣାକୁ ଫୁ’ ଭୁବନେଶ୍ୱର ରାମମନ୍ଦିର ସମ୍ମୁଖରେ ଖାଦ୍ୟ ଅନ୍ୱେଷଣରେ ପାରାମାନେ  

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୦, ୨୦୨୦)

ଜୋବ୍ରା ମହାନଦୀ ରିଙ୍ଗ ରୋଡର ଫୁଟପାଥରେ ଜଣେ ପିଲା ସ୍ମାର୍ଟଫୋନ୍ ଧରି ଖେଳୁଛନ୍ତି ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା ଭୁବନେଶ୍ୱରର ବ୍ୟସ୍ତବହୁଳ ଜନପଥ ରାସ୍ତାରେ ମା’ଙ୍କଠାରୁ ଏକ ବାଛୁରୀ କ୍ଷୀର ପିଉଛି କୋରାପୁଟର ନମିତା ମେଲାକା ଏବଂ ସଂଗୀତ ନିର୍ଦ୍ଦେଶକ ପ୍ରେମ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯ , ୨୦୨୦)

କଟକ ନରାଜ ଆନିକଟ ଠାରେ ମାଛ ଧରୁଥିବା ଧୀବର କାଠଯୋଡି ନଦୀ ତଟରେ ଶୋଭା ପାଉଛି କାଶତଣ୍ଡୀ ଫୁଲ ପ୍ରବଳ ଖରା ହେଉଥିବା ଫଳରେ କଟକର ଚାନ୍ଦିନୀଚୌକ ଠାରେ ଜଣେ ବାଳକ ପାଣିରେ ଗାଧୋଉଥିବାର ଦୃଶ୍ୟ ଓୟୁଏଟି ରେ ଏକ ଧାନ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮ , ୨୦୨୦)

କଟକରେ ମଙ୍ଗଳାବାଗ ମହାନଦୀ ରିଙ୍ଗ ବନ୍ଧ ରାସ୍ତାରେ ଜଣେ ଫଳ ବିକ୍ରେତା ନିଜର ଠେଲାଗାଡିରେ ଫଳ ନେଇ ବ୍ୟବସାୟ କରିବାକୁ ଯାଉଛନ୍ତି   କଟକରେ ଏସସିବି ମେଡିକାଲ କୁ ସଂଯୋଗ କରୁଥିବା ରାଣୀହାଟ ତାଳଦଣ୍ଡା କେନାଲ ରାସ୍ତାର ସମ୍ପ୍ରସାରଣ କାମ ଚାଲିଛି…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୭ , ୨୦୨୦)

କଟକସ୍ଥିତ ଶେଖ ବଜାରରେ ଦେବୀ ଦୁର୍ଗାଙ୍କ ମାଟି ପ୍ରତିମା ଉପରେ ରଙ୍ଗ ଦିଆଯାଉଛି କୋଭିଡ-୧୯ ବିପଦ ବିଷୟରେ ଭୁବନେଶ୍ୱରର ପାୱାର ହାଉସ୍ ସ୍କୋୟାର ରାସ୍ତା କଡରେ ଥିବା କାନ୍ଥରେ ଚିତ୍ର କଳା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଉଛି ହିନ୍ଦୁମାନେ ମହାଲୟ ଉପଲକ୍ଷେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୦)

ରାଜଧାନୀରେ ଜୟଦେବ ବିହାରସ୍ଥିତ ବିଶ୍ୱକର୍ମା ମନ୍ଦିରରେ ବିଶ୍ୱକର୍ମା ପୂଜା କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିଶ୍ୱକର୍ମା ପୂଜା ମା’ ବାସନ୍ତୀ ଦୂର୍ଗାଙ୍କ କୁମାରୀ ବେଶ ମା’ ଝାଞ୍ଜିରୀମଙ୍ଗଳାଙ୍କ ବୈଷ୍ଣବୀ ବେଶ     ରାଜଧାନୀରେ ଝିପିଝିପି ବର୍ଷା

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୫, ୨୦୨୦)

ରାଜଧାନୀରେ ଗୌରୀଶଙ୍କର ପାର୍କ ନିକଟରେ ବିଶ୍ୱକର୍ମାଙ୍କ ମୂର୍ତ୍ତି କିଣୁଛନ୍ତି ଗ୍ରାହକ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ କବାଡିଆ ଜିନିଷ ନେଇ ଟ୍ରଲିରେ ଯାଉଛନ୍ତି   ଭୁବନେଶ୍ୱରରେ ବିଶ୍ୱକର୍ମାଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଛନ୍ତି ମୂର୍ତ୍ତିକାର   ମା ଧାକୁଲେଇଙ୍କ କମଳା ବେଶ   ମା…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୪, ୨୦୨୦)

ଭୁବନେଶ୍ୱରର ଓଲ୍ଡଟାଉନ୍ ଅଞ୍ଚଳରେ ବିଶ୍ୱକର୍ମାଙ୍କ ମାଟି ପ୍ରତିମାକୁ ଜଣେ କାରିଗର ଶେଷ ସ୍ପର୍ଶ ଦେଇଛନ୍ତି ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀମାନେ ସୋମବାର କଟକସ୍ଥିତ ରାଣୀହାଟ ହାଇସ୍କୁଲରେ ପରୀକ୍ଷା ହଲରେ ପ୍ରବେଶ କରୁଛନ୍ତି ମା ବିମଲାଙ୍କ ‘ମହେଶ୍ୱରୀ’ ବେଶ ଉତ୍କଳ ସଂଗୀତ ମହାବିଦ୍ୟାଳୟ ର ଜଣେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୩, ୨୦୨୦)

ଭୁବନେଶ୍ୱରରେ ବର୍ଷା ଭୁବନେଶ୍ୱରର ସହିଦ ନଗର ଆକାଶ ଉପରେ ଘନ ମେଘ ଖଣ୍ଡ ଆକାଶରେ ବୁଲୁଛି ନିଟ ପରୀକ୍ଷାର୍ଥୀ ମାନେ ସାମାଜିକ ଦୂରତା ବଜାୟ ରଖି ଭୁବନେଶ୍ୱରର କେଭି-୧ ରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରୁଛନ୍ତି ମା ଝାଞ୍ଜିରୀମଙ୍ଗଳା ଙ୍କ ସରସ୍ୱତୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?