ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୬, ୨୦୨୨)

କଟକ ସିଡିଏ ଧବଳେଶ୍ୱର ଗଡା ବସ୍ତି ଅଞ୍ଚଳରେ ବନ୍ୟାଜଳ ପଶିବା ଫଳରେ ରିଂ ରୋଡ ପାର୍ଶ୍ୱରେ ଆଶ୍ରୟ ନେଇଥିବା ଲୋକମାନେ

 

କଟକ ଗତିରାଉତ ପାଟଣା ଅଞ୍ଚଳରେ ଵନ୍ୟପାଣିରେ ଫସିରହିଥିବା ଲୋକଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ସ୍ଥଳଭାଗକୁ ଆଣୁଛନ୍ତି

 

କଟକ ଯୋବ୍ରା ଆନିକଟ ଦେଇ ମହାନଦୀରେ ପ୍ରବାହିତ ବନ୍ୟାଜଳ

 

 

କଟକ ଭାଡ଼ିମୁଲ ଅଞ୍ଚଳରେ ଥିବା ସରକାରୀ ନର୍ସରୀ ପରିସରରେ ପ୍ରବାହିତ ବନ୍ୟା ଜଳ

କଟକ ଶିଖରପୁର ରେଳ ପୋଲ ବାଇପାସ ରାସ୍ତାରେ ପ୍ରବାହିତ ବନ୍ୟାଜଳ

କଟକ ଖାନନଗର ରିଂ ରୋଡ ପାର୍ଶ୍ୱରେ ଥିବା ଘର ଗୁଡିକ ବନ୍ୟାଜଳରେ ବୁଡ଼ି ଯାଇଛି

କଟକ ନୂଆପଡ଼ା ବାଲିସାହି ଅଞ୍ଚଳରେ ବନ୍ୟାଜଳ

ଘରେ ବନ୍ୟାଜଳ ପଶି ଓଦା ହୋଇଯାଇଥିବା ବହିପତ୍ର ଗୁଡିକୁ କଟକ ଖାନନଗର ରିଂ ରୋଡ ପାର୍ଶ୍ୱରେ ଖରାରେ ଶୁଖାଉଥିବା ବାଳକ

କଟକ ଯୋବ୍ରା ଆନିକଟରେ ପ୍ରବାହିତ ବନ୍ୟା ଜଳ ଦେଖିବା ପାଇଁ ଲୋକଙ୍କ ଭିଡ

କଟକ ନୂଆପାଟଣାରୁ ଧବଳେଶ୍ୱର ଶୈବ ପୀଠକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରବାହିତ ବନ୍ୟା ଜଳ

କଟକ ନରାଜ ଆନିକଟରେ ପ୍ରବାହିତ ବନ୍ୟା ଜଳ ଦେଖିବା ପାଇଁ ଗହଳି

ବିଡିଏ ପକ୍ଷରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ବେଆଇନ ନିର୍ମାଣକୁ ଉଚ୍ଛେଦ କରାଯାଉଛି

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ୪୪ତମ ‘ବର୍ଷା ଉତ୍ସବ’

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚିନ୍ତା ଓ ଚେତନା ପକ୍ଷରୁ ଆୟୋଜିତ ୪୪ତମ ‘ବର୍ଷା ଉତ୍ସବ’ରେ ନୃତ୍ୟ ପରିବେଷଣ କରୁଛନ୍ତି କୁମକୁମ ମହାନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?