ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୭, ୨୦୨୨)

ଜନ୍ମାଷ୍ଟମୀ ଅବସରରେ ବଜ୍ରକବାଟି କେନାଲ ରୋଡ ସ୍ଥିତ ଦୋକାନରେ ବିକ୍ରୟ ପାଇଁ ଶ୍ରୀକୃଷ୍ଣଙ୍କ ପ୍ରତିମା ଗୁଡ଼ିକୁ ସଜ୍ଜିତ କରି ରଖୁଛନ୍ତି ବ୍ୟବସାୟୀ

ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ହାଇଟେକ ପ୍ଲାଜା ଅଞ୍ଚଳରେ ଅଗ୍ନିଶମ ଏବଂ ଓଡ୍ରାଫ ଟିମ ବନ୍ୟାଜଳ ବନ୍ଦୀଙ୍କୁ ଉଦ୍ଧାର କରୁଛନ୍ତି

 

କଟକ ସହରରେ କୃତ୍ରିମ ବନ୍ୟା: ମହାନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଝର ସୃଷ୍ଟି ହୋଇ ବ୍ରଜବିହାରୀପୁର ଅଞ୍ଚଳ ଜଳମଗ୍ନ

 

କଟକ ଧବଳେଶ୍ୱର ଗଡା ରିଂବନ୍ଧ ରାସ୍ତା ପାର୍ଶ୍ୱରେ ପଲିଥିନ ଟାଣି ଆଶ୍ରୟ ନେଇଥିବା ବନ୍ୟା ପ୍ରଭାବିତ

କଟକ ବାଲିଯାତ୍ରା ତଳ ପଡ଼ିଆରେ ନାଶନାଲ କ୍ୟାଡେଟ କର୍ପସ (NCC) ପକ୍ଷରୁ ଅନୁଷ୍ଠିତ ‘ପୁଣିତ ସାଗର’ ଅଭିଯାନ

 

କଟକ ନୂଆପାଟଣାରୁ ଧବଳେଶ୍ୱର ଶୈବପୀଠକୁ ସଂଯୋଗ କରୁଥିବା ରାସ୍ତାରେ ଚାଲୁଥିବା ବନ୍ୟାଜଳରେ ସେଲ୍ଫି ନେଉଛନ୍ତି ଯୁବତୀଯୁବକ

କଟକ ଚାଷପରା ପାର୍ଶ୍ୱରେ ମହାନଦୀରେ ପ୍ରବାହିତ ବନ୍ୟାଜଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?