ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୪, ୨୦୨୨)

ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ଜୁନିଅର ବେଲ୍ଟ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିବା କରାଟେ ଛାତ୍ରୀଛାତ୍ର     ଭୁବନେଶ୍ୱର ସ୍ଥିତ ପୋଲିସ ଭବନରେ କମିଶନରେଟ ପୋଲିସ ପକ୍ଷରୁ ‘ଆତ୍ମହତ୍ୟା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି’ ସମ୍ପର୍କିତ ଆୟୋଜିତ ସ୍ୱତନ୍ତ୍ର କର୍ମଶାଳାରେ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୩, ୨୦୨୨)

ଭୁବନେଶ୍ୱରର ଦୃଷ୍ଟିହୀନ ବିଦ୍ୟାଳୟରେ ଆୟୋଜିତ ଦୃଷ୍ଟିହୀନ ଛାତ୍ରୀଛାତ୍ରମାନଙ୍କ ପାଇଁ କ୍ରିକେଟ୍ କୋଚିଂ କ୍ୟାମ୍ପ ଓଡିଶାର ରାଜ୍ୟପାଳ ଗଣେସି ଲାଲ ଭୁବନେଶ୍ୱରର ସୁଚନା ଭବନରେ ଦୃଷ୍ଟିଦାନର ୨୦ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ୫ଦଫା ଦାବିରେ ନବନିର୍ମାଣ ଯୁବ ଛାତ୍ର ସଂଗଠନ…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨, ୨୦୨୨ )

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଶୁକ୍ରବାର ଦିନ ନୃତ୍ୟ ଉପାସନା ପୀଠର ୧୧ତମ ବାର୍ଷିକ ଦିବସ ପାଳନ   ଶ୍ରୀକ୍ଷେତ୍ର ପୁରୀ ଆକାଶରେ ସୂର୍ଯ୍ୟ ମଣ୍ଡଳର ଦୃଶ୍ୟ   ଭୁବନେଶ୍ୱର ଝାରପଡା ଦୁର୍ଗା ପୂଜା ସମିତି ପକ୍ଷରୁ ମାଟି ଅନୁକୂଳ ପୂଜା ପାଇଁ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧, ୨୦୨୨)

ପିପିଲି ବାଏପାସ କଡରେ କାଶତଣ୍ଡୀ ଫୁଲ ର ଦୃଶ୍ୟ ରାଜଧାନୀରେ ପ୍ରବଳ ଖରାରେ ଜଣେ ବ୍ୟକ୍ତି ମୁଣ୍ଡରେ ହେଲମେଟ ପିଣ୍ଡି ରାସ୍ତାରେ ସାଇକେଲ ଚଳାଇ ଯାଉଛନ୍ତି ଭୁବନେଶ୍ୱର କ୍ୟାପିଟାଲ ଡାକ୍ତରଖାନା ଏମସିଏଚ ବିଲ୍ଡିଂରେ ଉପରେ ଏକ ମକ୍ ଡ୍ରିଲ୍ ସମୟରେ ଅଗ୍ନିଶମ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୧, ୨୦୨୨ )

 ବକୁଲ ଫାଉଣ୍ଡେଶନ ପକ୍ଷରୁ ଭୁବନେଶ୍ୱର ଫରେଷ୍ଟ ପାର୍କରେ ଗଛ ଗଣେଶଙ୍କୁ ପୂଜା ଖବରକାଗଜ ବିତରକ ସଂଘ ପକ୍ଷରୁ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ଗଜାନନଙ୍କ ପୂଜା   ଭୁବନେଶ୍ୱର ୟୁନିଟ-୩ କ୍ୟାପିଟାଲ ହାଇସ୍କୁଲ ପରିସରରେ ଗଣେଶ ପୂଜା   ଭୁବନେଶ୍ୱର ୟୁନିଟ-୮ ସରସ୍ବତୀ ଶିଶୁ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୦, ୨୦୨୨)

କଟକ କୁମ୍ଭାର ସାହିରୁ ଶ୍ରୀଗଣେଶଙ୍କ ପ୍ରତିମାକୁ ପୂଜାସ୍ଥଳୀକୁ ନେଉଛନ୍ତି ଯୁବକ   କଟକରେ ଗଣେଶ ପୂଜା ପାଇଁ ରାଣୀହାଟ ସ୍ଥିତ ଏକ ରେଷ୍ଟୁରାଣ୍ଟ ସମ୍ମୁଖରେ ବିକ୍ରୟ ଲାଗି ସଜ୍ଜିତ ହୋଇ ରହିଛି ଲଡ଼ୁ ଗଣେଶ ପୂଜା ପାଇଁ କଟକ ନୂଆପଡ଼ା ପ୍ରେସ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୮, ୨୦୨୨)

କଟକ କୁମ୍ଭାର ସାହିରେ ଶ୍ରୀଗଣେଶଙ୍କ ପ୍ରତିମାକୁ ରଙ୍ଗ ତୁଳିରେ ରୂପରେଖ ଦେଉଛନ୍ତି ଶିଳ୍ପୀ   କଟକ ସିଡିଏ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ‘ରିଜିଓନାଲ ସ୍ପୋର୍ଟ୍ସ ମିଟ ଖୋ-ଖୋ’ ( ୧୪-୧୭ ରୁ କମ ବୟସ ବାଳିକା ବର୍ଗ) ବରଗଡ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭, ୨୦୨୨ )

ଭୁବନେଶ୍ୱର ନୀଳାଦ୍ରି ବିହାରର ବୁଦ୍ଧ ଆର୍ଟ ଗ୍ୟାଲେରୀରେ ବି.କେ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ   ଭୁବନେଶ୍ୱର ବୋମିଖାଲ୍ ଅଞ୍ଚଳ ବର୍ଷାରେ ଜଳମଗ୍ନ   ଭୁବନେଶ୍ୱର ୟୁନିଟ୍-୬ ବାଳକ ଉଚ୍ଚବିଦ୍ୟାଳୟରେ ଏଏସଓ ପରୀକ୍ଷା ପାଇଁ ପରୀକ୍ଷାର୍ଥୀ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୬, ୨୦୨୨ )

କଟକସ୍ଥିତ ଜେଏନ୍ ଇନଡୋର ଷ୍ଟାଡିୟମରେ ବିସିଟିସି, ବ୍ୟାଡମିଣ୍ଟନ୍ ବିକାଶ କମିଟି ଓଏସବିଏ ପକ୍ଷ୍ୟରୁ ଆୟୋଜିତ ବ୍ୟାଡମିଣ୍ଟନ୍ ଟୁର୍ନାମେଣ୍ଟର ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ।   ଭୁବନେଶ୍ୱର ଖଣ୍ଡଗିରି ଥାନା ସ୍ତିତ ଖାଡି ଗ୍ରାମ ନିକଟରେ ବେଆଇନ ନିର୍ମାଣକୁ ବିଡିଏ ଦ୍ୱାରା…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୫, ୨୦୨୨)

ଥୋରୀଆ ସାହି ଅଞ୍ଚଳ ରେ କୋଲକାତା ରୁ ଆସିଥିବା ଗଙ୍ଗା ମାଟି ରେ ନିର୍ମିତ ଗଣେଶ ମୁର୍ମୟୀ ପ୍ରତିମା କିଣୁଥିବା ଗ୍ରାହକ କାଠଗଡ଼ା ସାହି (ରଣା ସାହି ) ଅଞ୍ଚଳ ରେ ଶିଳ୍ପୀ ଲଷ୍ମୀଧର ରଣା ଙ୍କ ଦ୍ୱାରା ଓଡିଶା ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri