ଅଧିକ ଟେଷ୍ଟ ପାଇଁ ପରାମର୍ଶ
ଭଦ୍ରକ ଅଫିସ, ୮ା୮- ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ତଥା ଭଦ୍ରକ ଜିଲା କୋଭିଡ୍ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ ଶୁକ୍ରବାର ଜିଲା ଗସ୍ତରେ ଆସି କୋଭିଡ୍ ସମ୍ପର୍କୀତ ବିଭିନ୍ନ ସମୀକ୍ଷା କରି ଫେରିଛନ୍ତି। ଜିଲାରେ ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ…
ବାଲେଶ୍ୱରରୁ ୬ଜଣ କରିବେ ପ୍ଲାଜମା ଦାନ
ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୮(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ବିଭିନ୍ନ ବ୍ଲକରୁ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଥିବା ୬ଜଣ ବ୍ୟକ୍ତି ପ୍ଲାଜମା ଦାନ ପାଇଁ ଶୁକ୍ରବାର କଟକରେ ପାନ୍ଥନିବାସରେ ପହଞ୍ଚତ୍ଛନ୍ତି। ସେଠାରେ ତାଙ୍କୁ ପର୍ଯ୍ୟଟନ ଓ ସାଂସ୍କୃତିକ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସେମାନଙ୍କୁ ସ୍ବାଗତ କରିବା…
ସୁରଟ ଫେରିଗଲେ ପ୍ରବାସୀ ଓଡ଼ିଆ
* ମିଳିଲାନି ସଙ୍ଗରୋଧ ସହାୟତା ଟଙ୍କା * ମଉଳିଲା ଏମ୍ଜିଏନ୍ଆର୍ଇଜିଏସ୍ ଆଶା ପାଟପୁର,୮ା୮- ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଳାସପୁର, ଇନ୍ଦ୍ରାବାସ, ଲୁଣିଲାଠୀ, ଗଙ୍ଗାପୁର, ସୁମନ୍ତପୁର ଆଦି ଅଞ୍ଚଳରୁ ୩୮ ପ୍ରବାସୀ ଶ୍ରମିକ ଶୁକ୍ରବାର ପୁଣି ସୁରଟ ଫେରିଯାଇଛନ୍ତି। କାମଧନ୍ଦା ନ…
କଷ୍ଟ ଦେଉଛି ଗଁ। ରାସ୍ତା
ମାଧପୁର,୮ା୮ – ୩ ଗ୍ରାମର ଲୋକଙ୍କ ଭରସା ଗୋଟିଏ ରାସ୍ତା। ହେଲେ ଟିକେ ବର୍ଷା ହୋଇଗଲେ ଆଉ ସେହି ରାସ୍ତା ଦେଇ ଯିବାଆସିବା ସହଜ ହୋଇପାରୁନି। ଭଲ ରାସ୍ତାଟିଏ ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ…
ଷ୍ଟାମ୍ପ କାଳିରୁ ସଂକ୍ରମଣ
ଢେଙ୍କାନାଳ ଅଫିସ, ୬ା୮ ବିମାନ ବନ୍ଦରର ଷ୍ଟାମ୍ପ କାଳି ପାଇଁ ହାତରେ ସୃଷ୍ଟି ହୋଇଛି ଗୁରୁତର ସଂକ୍ରମଣ। ଏପରି ଅଭିଯୋଗ ଆଣିଛନ୍ତି ଢେଙ୍କାନାଳ କାଲ୍ଟ୍ୟାକ୍ସ ଅଞ୍ଚଳର ଜୟନ୍ତୀ ମହାପାତ୍ର (୫୮)। ଗତ ଅଗଷ୍ଟ ୫ ସନ୍ଧ୍ୟା ପ୍ରାୟ ୭ଟା ୧୫ରେ ସେ…
ଆଶା ଆଶଙ୍କାରେ ୩ଶହ ମୂର୍ତ୍ତି କାରିଗର
ବଅଁରପାଳ,୮ା୮(ଡି.ଏନ.ଏ.) – ପୂଜାଋତୁ ଆସିବ। ମାସ ମାସ ଧରି ଗଢ଼ାଯାଇଥିବା ମୂର୍ତ୍ତିସବୁ ବିକ୍ରି ହୋଇଯିବ। ବର୍ଷକର ଖୋରାକ ଯୋଗାଡ଼ରେ ଆଉ ଅସୁବିଧା ହେବନି। ଏପରି ଭାବନା ନେଇ ମାଟି ସହ ମାଟି ହୋଇ ଖଟିଚାଲିଥିବା ଅନୁଗୋଳ ଜିଲା ବଅଁରପାଳ ଅଞ୍ଚଳର ମୂର୍ତ୍ତି…
ଆହୁରି ବର୍ଷିବ ୪ଦିନ
ଭୁବନେଶ୍ୱର, ୭।୮(ବ୍ୟୁରୋ)-ଉତ୍ତର ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ଏହି ୪ଦିନ ପ୍ରବଳ ବର୍ଷା ନେଇ ବିଭିନ୍ନ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି…
ଗ୍ରାମରେ ଚଢ଼ାଉ ବେଳେ ପୋଲିସ ହଟହଟା: ୨ ଅଫିସରଙ୍କ ସହ ୧୦ ପୋଲିସ ୫ଘଣ୍ଟା ଅଟକ
ଗୋପ,୭ା୮(ଡି.ଏନ୍.ଏ.)- ଗୋପ ଥାନା ପୋଲିସ ଗଁା ବିବାଦକୁ ନେଇ ବୀରତୁଙ୍ଗ ପଞ୍ଚାୟତ ଅଧୀନ ରେଢୁଆ ଗ୍ରାମକୁ ଚଢ଼ାଉ କରିବାକୁ ଯାଇ ହଟହଟା ହୋଇଛି। ବିନା ମାମଲାରେ ଚଢ଼ାଉ କରିଥିବା ଗ୍ରାମବାସୀ ଅଭିଯୋଗ କରି ୨ ଅଫିସରଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ପୋଲିସ…
ରାଜଧାନୀରେ ଚାଞ୍ଚଲ୍ୟ: ମଲ୍ରୁ ୫୦ ହଜାର ଟଙ୍କାର ସାମଗ୍ରୀ ନେଇଗଲେ ମହିଳା
ଭୁବନେଶ୍ୱର, ୭ା୮(ବ୍ୟୁରୋ) – ଶପିଂ ମଲ୍ରେ ପଶି ମନଇଚ୍ଛା ୫୦ହଜାର ଟଙ୍କାର ସାମଗ୍ରୀ ବାଛିଲେ। ପେମେଣ୍ଟ ନ କରି ପଳାଉଥିବାବେଳେ କର୍ମଚାରୀମାନେ ଅଟକାଇଲେ। ହେଲେ ସେ କର୍ମଚାରୀଙ୍କୁ ଗାଳିଗୁଲଜ ସହ ନାଲିଆଖି ଦେଖାଇଲେ। ବଳାତ୍କାର ମାମଲାରେ ଫସାଇ ଦେବାକୁ ଧମକ ଦେଇ…
ରାଜଧାନୀରୁ ଆଉ ୧୦୧ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୭।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ଆଉ ୧୦୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫୨ ଜଣ କ୍ୱାରାଣ୍ଟାଇନରୁ ଥିବାବେଳେ ୪୯ ଲୋକାଲ କଣ୍ଟାକ୍ଟ କେସ। ସାଲିଆସାହିରୁ ଆଉ ୫ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ପଟିଆରୁ ୩,…
ରାଜ୍ୟରେ ସୁସ୍ଥ ହେଲେ ୧୮୧୦ ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୭।୮(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ପୁଣି ୧୮୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୭୦୦ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୦୨, କଟକରୁ ୧୪୭, ଗଜପତିରୁ ୧୩୬, ଢେଙ୍କାନାଳରୁ ୧୧୬, ସୁନ୍ଦରଗଡରୁ ୧୦୬, ସମ୍ବଲପୁରରୁ ୬୨, ରାୟଗଡା ୫୫, କେନ୍ଦୁଝରରୁ ୩୭,…
କଟକରୁ ଆଉ ୮୧ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୭।୮-କଟକ ସହରରୁ ଶୁକ୍ରବାର ପୁଣି ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ସର୍ବାଧିକ ୩୮ଜଣ ରହିଛନ୍ତି। ସେହିପରି କ୍ୱାରାଣ୍ଟାଇନରୁ ୩୧ ଜଣ ଏବଂ ୧୨ ଲୋକାଲ କଣ୍ଟାକ୍ଟ କେସ…
Archives


