ପର୍ଯ୍ୟଟନସ୍ଥଳୀ: ଆପ୍ଖୋଲ
ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ରହିଥିବା ଖୋଲ (ପାହାଡ଼ ମଝିରେ ଫାଙ୍କ) ରେ ସର୍ବଦା ପାଣି ଜମି ରୁହେ। ଲୋକେ ତାକୁ କୁହନ୍ତି ଆପ୍ଖୋଲ। ସେଠାରେ ୩ଟି ବଡ଼ ଝରଣା ରହିଛି। ଏହା ଉପରକୁ ରହିଛି ଆଉ ଏକ ଝରଣା।…
୧୨ରେ ରଥକାଠ ପାଇଁ ଗଛକଟା ଅନୁକୂଳ
ଦଶପଲ୍ଲା,୩ା୧(ଡି.ଏନ୍.ଏ.): ପୁରୀରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ନୟାଗଡ ଜିଲା ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବାର ବିଧି ରହିଛି। ସେଥିପାଇଁ ଶ୍ରୀମନ୍ଦିର ପଞ୍ଜିକାରଙ୍କ ଗଣନା ଆଧାରରେ ଦିନ, ବାର, ସମୟ ସ୍ଥିର ହେବା ପରେ ପ୍ରସ୍ତୁତି ଆରମ୍ଭ ହୁଏ।…
ଦଶମ ବୋର୍ଡ: ପ୍ରତି ବିଷୟରେ ୮୦ ମାର୍କର ହେବ ପରୀକ୍ଷା
ଭୁବନେଶ୍ୱର,୩।୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର ସ୍କୁଲଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେବା ସହ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିଛନ୍ତି। ଏହି…
ବର୍ଷ ଆରମ୍ଭରୁ ଡବଲ୍ ମର୍ଡର: ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା
ନିଶ୍ଚିନ୍ତକୋଇଲି,୨ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗସ୍ଥିତ ଜଅଁକୋଠି ନିକଟରେ ଶନିବାର ରାତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ(୬୨) ଓ ସହଯୋଗୀ ଦିବ୍ୟସିଂହ ବରାଳ(୭୦)ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଛି। ରାତିରେ ଉଭୟେ…
ନୂଆ ୟୁନିଫର୍ମରେ ଅଗ୍ନିଶମ କର୍ମଚାରୀ
ଭୁବନେଶ୍ୱର,୨।୧(ବ୍ୟୁରୋ): ଅଗ୍ନିଶମ ବାହିନୀର କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଛି ନୂଆ ୟୁନିଫର୍ମ। ପୂର୍ବରୁ ଅଗ୍ନିଶମ କର୍ମଚାରୀ ବ୍ୟବହାର କରୁଥିବା ୟୁନିଫର୍ମରେ ନିଆଁ ଲାଗିଯାଉଥିଲା। ହେଲେ ନୂଆ ପୋଷାକରେ ରହିଛି ସ୍ବତନ୍ତ୍ର ଅଗ୍ନି ପ୍ରତିରୋଧକ । ଏହା ୮୦୦ ଡିଗ୍ରୀ…
ରାଜ୍ୟରେ ସୁସ୍ଥ ହେଲେ ୨୩୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨ା୧- ରାଜ୍ୟରେ ଶନିବାର ୨୩୨ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୯୬୫ରେ ପହଞ୍ଚିଛି। ଅନୁଗୁଳୁ ଜିଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୩୨ ଜଣ। ସେହିଭଳି ବଲାଙ୍ଗିରରୁ ୨୬, କଟକରୁ…
ଭୁଞ୍ଜିଆ ସମ୍ପ୍ରଦାୟର ଭିନ୍ନ ପରମ୍ପରା: ଲାଲ୍ ବଙ୍ଗଳା ଛୁଇଁବା ମନା
ତରବୋଡ଼/ନୂଆପଡା ଅଫିସ୍,୨।୧(ଡି.ଏନ.ଏ.): ଲାଲ୍ ବଙ୍ଗଳାକୁ ଛୁଇଁଲେ ଅପବିତ୍ର ହୋଇଥାଏ। ତେଣୁ ଏହାକୁ ଜାଳି ଦିଆଯାଏ। ଗୃହକର୍ତ୍ତା ପରମ୍ପରା ଅନୁସାରେ ଜାତି, ବନ୍ଧୁଙ୍କୁ ଡାକି ଜାତି ହୁଅନ୍ତି ଓ ଭୋଜିଭାତ ଦିଅନ୍ତି। ଏଭଳି ଏକ ଭିନ୍ନ ପରମ୍ପରା ଚଳିଆସୁଛି ଆଦିବାସୀ ଭୁଞ୍ଜିଆ ସମ୍ପ୍ରଦାୟରେ।…
ଭଦ୍ରକରୁ ବରଗଡ଼କୁ ଧାନ ଚାଲାଣ : ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ
ବରଗଡ଼ ଅଫିସ୍/ଅତାବିରା,୨।୧: ଗତ କିଛିଦିନ ତଳେ ଭଦ୍ରକରୁ ଆସୁଥିବା ଏକ ଧାନ ବୋଝେଇ ଟ୍ରକ୍ ବରଗଡ଼ ସହର ଉପକଣ୍ଠ ହଳଦୀପାଲି ଛକରେ ଧରାପଡ଼ିଥିଲା। ଅନୁରୂପ ଭାବେ ଗୁରୁବାର ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲି କ୍ୟାମ୍ପରେ ଭଦ୍ରକରୁ ଆସିଥିବା ଏକ…
ଆଜି ରାଜଧାନୀରୁ ୯ ନୂଆ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୧୮
ଭୁବନେଶ୍ୱର,୨ା୧(ବ୍ୟୁରୋ): ରାଜଧାନୀରୁ ଶନିବାର ୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବିଏମ୍ସି ଟୁଇଟ୍ କରି ସୂଚନା ଦେଇଛି। କ୍ୱାରାଣ୍ଟାଇନରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।…
ରବିବାର ବି ପାଠପଢ଼ା, ଜାଣନ୍ତୁ ଆଉ କ’ଣ ନିୟମ ରହିଛି ଗାଇଡ୍ଲାଇନ୍ରେ
ଭୁବନେଶ୍ୱର,୨।୧(ବ୍ୟୁରୋ) : କରୋନା କଟକଣା ଯୋଗୁ ରାଜ୍ୟରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ତେବେ ଏହି ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। କେବଳ…
ମେ’ ୩ରୁ ମାଟ୍ରିକ, ୧୫ରୁ ଯୁକ୍ତଦୁଇ ପରୀକ୍ଷା
ଭୁବନେଶ୍ୱର,୨।୧(ବ୍ୟୁରୋ) : କୋଭିଡ୍ କଟକଣା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ଚଳିତମାସ ୮ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ତେବେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୩ରୁ ଆରମ୍ଭ ହୋଇ ୧୫ରେ ସରିବ।…
୮ରୁ ଖୋଲିବ ସ୍କୁଲ, କଲେଜ
ଭୁବନେଶ୍ୱର,୨ା୧- କୋଭିଡ୍ କଟକଣାରେ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ ଓ କଲେଜ। ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷାନୁଷ୍ଠାନ ଖୋଲିବ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ…
Archives


