ଅଶାନ୍ତ ରାଉରକେଲା: ରାତି ଅଧରେ ଫୁଟିଲା ଗୁଳି; ସୁନା ଦୋକାନୀଙ୍କୁ ହତ୍ୟା ପରେ ଲୁଟ୍
ରାଉରକେଲା ଅଫିସ,୧୯।୧୨: ଅଶାନ୍ତ ହୋଇ ପଡିଛି ରାଉରକେଲା ସହର। ଲୁଟେରାମାନେ ରାସ୍ତାଘାଟରେ ନିର୍ଭୟରେ ଓ ଅବାଧରେ ବୁଲିବା ସହ ଲୋକମାନଙ୍କୁ ଲୁଟୁଛନ୍ତି ଓ ଗୁଳି ଫୁଟାଇ ହତ୍ୟା କରୁଛନ୍ତି। ପୁଲିସ ମଧ୍ୟ ସେମାନଙ୍କର ଟେର୍ ବି ପାଉନାହିଁ। ଏଭଳି ଏକ ଘଟଣାକ୍ରମରେ…
ନାଳ ନିକଟରେ ପଡ଼ିଛି ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ: ପରିଚୟ ଖୋଜୁଛି ବନ୍ଧମୁଣ୍ଡା ପୋଲିସ
ରାଉରକେଲା ଅଫିସ, ୧୯।୧୨: ସୁନ୍ଦରଗଡ଼ ଜିଲା ବନ୍ଧମୁଣ୍ଡା ପ୍ରେମନଗର ନାଳ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପୋଲିସ ଜବତ କରିଛି। ମୃତଦେହ ନିକଟରେ ରକ୍ତ ଭିଜା ପଥର ପଡ଼ିଥିବାରୁ ତାଙ୍କୁ ପଥରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି l…
୩କୋଟିରୁ ଊର୍ଦ୍ଧ୍ୱ ଠକେଇ, ଓରିସନ୍ ଏମ୍ଡି ଗିରଫ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜଧାନୀରେ ଜମି ଯୋଗାଇଦେବାକୁ କହି ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକି ନେଇ ଲୁଚି ବୁଲୁଥିବା ଜଣେ ବିଲ୍ଡରଙ୍କୁ ଶହୀଦନଗର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଓରିସନ ଇଞ୍ଜିନିୟର୍ସ ପ୍ରାଇଭେଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର…
୨୦ରୁ ‘ପରୀକୁ ନ୍ୟାୟ ପଦଯାତ୍ରା’
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଓଡ଼ିଶାର ସଚେତନ ନାଗରିକ, ବୁଦ୍ଧିଜୀବୀ, ଛାତ୍ରନେତା, ସାମାଜିକ କର୍ମୀ ତଥା ସମାଜର ସମସ୍ତ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ୟକ୍ତିବିଶେଷ ‘ପରୀ’କୁ ନ୍ୟାୟ ଦେବା ଲାଗି ଆଗେଇ ଆସନ୍ତୁ। ଏହାସହ ମାତୃଶକ୍ତି ଏବଂ ଶିଶୁ ସମ୍ପଦର ସୁରକ୍ଷା ପାଇଁ ଆଗକୁ ପାଦ…
ଜାତୀୟ ଦଳର ରାଜ୍ୟ ନେତା ମୂକ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଜାତୀୟ ଦଳର ରାଜ୍ୟ ନେତା ମୂକ ପାଲଟିଛନ୍ତି। ରାଜ୍ୟ ସ୍ବାର୍ଥକୁ ଅଣଦେଖା କରି ଶୀର୍ଷ ନେତାଙ୍କୁ ଖୁସି କରି ମନ୍ତ୍ରୀ କିମ୍ବା କିଛି ବଡ଼ ପଦବୀ ହାସଲ କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଛି । ଓଡିଶାର ସ୍ବତନ୍ତ୍ର ଐତିହ୍ୟର…
ପରୀ ହତ୍ୟା ଘଟଣା: ଯଦୁପୁରର ୩ ଜଣଙ୍କୁ ଉଠାଇ ନେଲା ପୋଲିସ
ନୟାଗଡ଼ ଅଫିସ,୧୯।୧୨: ନୟାଗଡ଼ ସଦର ଥାନା ଅଧୀନ ଯଦୁପୁରର ଶିଶୁକନ୍ୟା ପରୀ ହତ୍ୟା ଘଟଣାରେ ଯଦୁପୁର ଗାଁର ୩ଜଣଙ୍କୁ ଉଠାଇ ନେଇଛି ଏସ୍ଆଇଟି। ଯଦୁପୁର ଗାଁର ସରୋଜ ସେଠୀ, ତାଙ୍କ ମା’ ଓ ବଡଭଉଣୀ ପ୍ରମୁଖ ୩ଜଣଙ୍କୁ ଏସ୍ଆଇଟି ପଚରାଉଚରା ଜାରି…
ଗୀତା ମେହେଟ୍ଟାଙ୍କ ପରାମର୍ଶରେ ଚାଲିଛି କରୋନା ମୁକାବିଲା: ବିକ୍ରମ ଆରୁଖ
ଭଞ୍ଜନଗର,୧୯।୧୨(ଡି.ଏନ.ଏ.): କରୋନାର ସଫଳ ମୁକାବିଲା କରିବାରେ ରାଜ୍ୟ ସରକାର ସଫଳ ହୋଇଛନ୍ତି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଛି। ଆଗାମୀ ଦିନରେ ଓଡ଼ିଶା କରୋନା ମୁକ୍ତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାର ଭୟାବହତା ସମ୍ପର୍କରେ ଆମେରିକାରେ ରହୁଥିବା ତାଙ୍କ…
ଶତ୍ରୁତାରୁ ଟାର୍ଗେଟ୍ ଶିଶୁ
ଅନୁଗୋଳ/ ଢେଙ୍କାନାଳ ଅଫିସ,୧୯ା୧୨ ରାଜ୍ୟରେ ବଢ଼ୁଛି ଶିଶୁ ନିଖୋଜ ଓ ହତ୍ୟା ଘଟଣା। ଏନ୍ସିଆର୍ବି ତଥ୍ୟ ଅନୁଯାୟୀ ଓଡ଼ିଶାରୁ ଦୈନିକ ୧୨ ଜଣ ଶିଶୁ ନିଖୋଜ ହେଉଛନ୍ତି। ତେବେ କିଛିଦିନ ହେଲା ଏପରି ମାମଲାରେ ତୀବ୍ରତା ପରିଲକ୍ଷିତ ହେଉଛି। ବିଶେଷକରି କଳି,…
ରାମପୁର ପ୍ୟାକ୍ସରେ ଧାନ ବିକ୍ରୟରେ ଟୋକନ ଅବ୍ୟବସ୍ଥା: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଡୁଙ୍ଗୁରିପାଲି,୧୯।୧୨(ଡି.ଏନ.ଏ.)- ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଏସ.ରାମପୁର ସେବା ସମବାୟ ସମିତି କାର୍ଯ୍ୟାଳୟରେ ଧାନ ବିକ୍ରୟ ସମୟରେ ଟୋକନ ଅବ୍ୟବସ୍ଥା ନେଇ ଶୁକ୍ରବାର ରାମପୁର ତହସିଲଦାରଙ୍କ ଜରିଆରେ ଜିଲାପାଳଙ୍କୁ ରାମପୁର ପ୍ୟାକ୍ସର ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ୭…
ବଡସିମଲଇ ଗ୍ରାମର ସୋଲାର ଜଳ ପ୍ରକଳ୍ପ ଅଚଳ
ରିଆମାଳ, ୧୯।୧୨(ଡି.ଏନ.ଏ.) -ଦେବଗଡ ଜିଲା ରିଆମାଳ ବ୍ଲକ ବଡସିମଲଇ ଗ୍ରାମରେ ଜଳାଭାବ ଯୋଗୁ ଏକ ସୋଲାର ଜଳ ପ୍ରକଳ୍ପ ହୋଇଛି। କିନ୍ତୁ ଦୀର୍ଘ ୩ ମାସରୁ ଅଧିକ ହେଲାଣି ଏହି ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି। ଗ୍ରାମବାସୀ ଜଳ ପାଇଁ ହନ୍ତସନ୍ତ…
କଟକରେ ଚାଞ୍ଚଲ୍ୟ: ଘର ଭିତରୁ ମା’ ଝିଅଙ୍କ ମୃତଦେହ ଉଦ୍ଧାର
କଟକ ଅଫିସ,୧୮।୧୨-କଟକ ସେଲ୍ଟର ଛକ ଷ୍ଟେଟ୍ ବ୍ୟାଙ୍କ କଲୋନୀର ଏକ ଘରୁ ଶୁକ୍ରବାର ମା’ ଝିଅଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମା’ର ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଘର ଭିତରେ ୭ ମାସ ଝିଅର କ୍ଷତାକ୍ତ ମୃତଦେହ ପଡି…
ରାଜଧାନୀରେ ଖୋଲିବ ସବୁ ମନ୍ଦିର
ଭୁବନେଶ୍ୱର, ୧୮।୧୨(ବ୍ୟୁରୋ)- ଭୁବନେଶ୍ୱରରେ ଖୋଲିବ ମନ୍ଦିର। ରାଜଧାନୀର ସବୁ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ଆସନ୍ତା ୩ରୁ ଭୁବନେଶ୍ୱରର ସମସ୍ତ ମନ୍ଦିର ଖୋଲିବାକୁ ବିଏମସି ଅନୁମତି ଦେଇଛି। ତେବେ କରୋନାର ସମସ୍ତ ନିୟମାବଳୀକୁ ପାଳନ କରାଯାଇ ମନ୍ଦିର…
Archives


