ସେଲ୍ଫି ନେବାବେଳେ ନଦୀରେ ଖସିପଡ଼ିଲେ ଯୁବତୀ: ଉଦ୍ଧାର କରିବାକୁ ଯାଇ ଯୁବକ ଗୁରୁତର
ସୁନ୍ଦରଗଡ଼/ବାଲିଶଙ୍କରା/ରାଜଗାଙ୍ଗପୁର,୩।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍ନଦୀର ଘୋଘର କନାକୁଣ୍ଡ ଘାଟରେ ରବିବାର ଅଘଟଣ ଘଟିଛି। ପିକ୍ନିକ୍ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍ଫି ନେବାବେଳେ ନଦୀ ଭିତରେ ଖସିପଡ଼ି ନିଖୋଜ ହୋଇଛନ୍ତି। ଯୁବତୀ ଜଣକ ହେଉଛନ୍ତି ରାଜଗାଙ୍ଗପୁର କୁମ୍ଭାରପଡ଼ାର…
ଶିମିଳିପାଳ, କୁଲଡ଼ିହାରେ ପକ୍ଷୀ ଗଣନା: ୫୩ ଟିମ୍ ନିୟୋଜିତ
ବାରିପଦା ଅଫିସ/ସଜନାଗଡ଼/ପାଟଣା,୩ା୧: ମୟୂରଭଞ୍ଜ ଜିଲାର ଶିମିଳିପାଳ ଓ ବାଲେଶ୍ୱର ଜିଲାର କୁଲଡ଼ିହା ଅଭୟାରଣ୍ୟରେ ରବିବାର ପକ୍ଷୀଗଣନା ଆରମ୍ଭ ହୋଇଛି। ୨ ଜିଲାର ବିଭିନ୍ନ ସ୍ଥାନ ସମେତ କେନ୍ଦୁଝର ଜିଲାରେ ମଧ୍ୟ ପକ୍ଷୀଗଣନା ଆରମ୍ଭ ହୋଇଛି। ଏହି କାର୍ଯ୍ୟରେ ମୋଟ ୫୩ଟିମ୍ ନିୟୋଜିତ…
ନିଖୋଜ ପୂର୍ବତନ କାଉନସିଲରଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ
ବୌଦ୍ଧ,୩ା୧: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ଅଗସ୍ତୀ ମହାକୁଡଙ୍କ ମୃତଦେହ ଏକ ବିଲରୁ ରବିବାର ଉଦ୍ଧାର ହୋଇଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ମିଳିଥିବା,…
ମା’ଙ୍କ ଦର୍ଶନ ପାଇ ଭାବବିହ୍ବଳ ହେଲେ ଶ୍ରଦ୍ଧାଳୁ
ସମ୍ବଲପୁର,୩।୧(ବ୍ୟୁରୋ): ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ନିର୍ଦ୍ଧାରିତ ସମୟ ରବିବାର ଭୋର ୬ଟାରୁ ଦର୍ଶନ ପାଇଁ ଖୋଲାଯାଇଛି। ପ୍ରଥମ ଦିନରେ ପ୍ରାୟ ୧୦ହଜାର ସ୍ଥାନୀୟ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିଥିବା ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ମନ୍ଦିର ମୁଖ୍ୟ ଗେଟ୍ ଖୋଲିବା…
୨୧ ବର୍ଷ ପରେ ଜାତୀୟ ପରେଡରେ କମାଲ ଦେଖାଇବ ବଜାଶାଲ ନୃତ୍ୟ
ଭବାନୀପାଟଣା,୩।୧(ଡି.ଏନ.ଏ.): ଘୁମୁରା ନାଚର ୨୧ ବର୍ଷ ପରେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପରେଡରେ କଳାହାଣ୍ଡି ଜିଲା ଭବାନୀପାଟଣା ସହର ପ୍ରତିଭା ଅନୁଷ୍ଠାନର ୮୦ ଜଣ କଳାକାର ବଜାଶାଲ ନୃତ୍ୟ ପରିବେଷଣ କରି ନିଜ କମାଲ…
୧୧ରୁ ଖୋଲିବ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର,୩।୧(ବ୍ୟୁରୋ) : ଚଳିତମାସ ୧୧ ତାରିଖରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୧ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଲୟ ଖୋଲିବା ସହ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ। ମାର୍ଚ୍ଚ ୩୧…
ଆଜି ୨୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ୩ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୩ା୧(ବ୍ୟୁରୋ): ରବିବାର ରାଜ୍ୟରେ ୧୯୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୦୯ଜଣ ଚିହ୍ନଟ ହୋଇଥିବା…
ଆଜିଠୁ ଖୋଲିବ ମନ୍ଦିର, ଧାର୍ମିକ ଅନୁଷ୍ଠାନ
ଖୋର୍ଦ୍ଧା ଅଫିସ,୩।୧: ଖୋର୍ଦ୍ଧା ଜିଲାରେ ବିଏମ୍ସିକୁ ବାଦଦେଇ ଗ୍ରାମାଞ୍ଚଳରେ ଥିବା ସମସ୍ତ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନ ରବିବାର ଖୋଲିବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ଷ୍ଟାଣ୍ଡାର୍ଡ ଅଫ୍ ପ୍ରୋସିଜୁଅର(ଏସ୍ଓପି) ଜାରି କରାଯାଇଥିବା ଜିଲାପାଳ ସନତ ମହାନ୍ତି ଶନିବାର ସୂଚନା ଦେଇଛନ୍ତି।…
୧୨ରୁ ଝାରସୁଗୁଡ଼ାରୁ ମୁମ୍ବାଇ, ବେଙ୍ଗାଲୁରୁ ସ୍ପାଇସ୍ ଜେଟ୍ ଉଡ଼ାଣ
ଭୁବନେଶ୍ୱର/ଲଖନପୁର,୩ା୧(ବ୍ୟୁରୋ/ଡି.ଏନ.ଏ.): ଜାନୁୟାରୀ ୧୨ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ସ୍ପାଇସ୍ ଜେଟ୍ ଉଡ଼ାଣ ଆରମ୍ଭ କରିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ଟୁଇଟର ହ୍ୟାଣ୍ଡଲରେ ଏହି ସୂଚନା ଦିଆଯାଇଛି। ଏହା ପଶ୍ଚିମ ଓଡ଼ିଶାର…
ଅପରାଜିତା ଶ୍ରେଷ୍ଠ ସାଂସଦ
ଭୁବନେଶ୍ୱର,୩ା୧(ବ୍ୟୁରୋ): ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀଙ୍କୁ ୨୦୨୦ ବର୍ଷ ପାଇଁ ଦେଶରେ ଶ୍ରେଷ୍ଠ ସାଂସଦ(ବେଷ୍ଟ ପାର୍ଲାମେଣ୍ଟାରିଆନ) ମାନ୍ୟତା ମିଳିଛି। ଏସିଆ ପୋଷ୍ଟ ଓ ଫେମେ ଇଣ୍ଡିଆ ପକ୍ଷରୁ ଏମପିମାନଙ୍କର ସଂସଦରେ ଉପସ୍ଥାନ, ବିତର୍କରେ ଭାଗ ନେବା କାର୍ଯ୍ୟଶୈଳୀ, ଲୋକପ୍ରିୟତା ଆଦିକୁ ନେଇ…
ଦୁଇଦିନ ପ୍ରବଳ କୁହୁଡ଼ି: ୟେଲୋ ଓ୍ବାର୍ନିଂ ଜାରିକଲା ପାଣିପାଗ ବିଭାଗ
ଭୁବନେଶ୍ୱର,୩ା୧(ବ୍ୟୁରୋ): ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ କୁହୁଡ଼ି ହେବାର ସମ୍ଭାବନା ରହିଛି। ରବିବାର ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ କନ୍ଧମାଳ ଜିଲାରେ ପ୍ରବଳ କୁହୁଡି ହେବ। ସେହିପରି ସୋମବାର ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଏବଂ କନ୍ଧମାଳ…
ପର୍ଯ୍ୟଟନସ୍ଥଳୀ: ଆପ୍ଖୋଲ
ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ରହିଥିବା ଖୋଲ (ପାହାଡ଼ ମଝିରେ ଫାଙ୍କ) ରେ ସର୍ବଦା ପାଣି ଜମି ରୁହେ। ଲୋକେ ତାକୁ କୁହନ୍ତି ଆପ୍ଖୋଲ। ସେଠାରେ ୩ଟି ବଡ଼ ଝରଣା ରହିଛି। ଏହା ଉପରକୁ ରହିଛି ଆଉ ଏକ ଝରଣା।…
Archives


