କେଉଁଠୁ ଆସିଲା ଧଳା ରଙ୍ଗର ବଜ୍ରକାପ୍ତା: ବଜାର ମୂଲ୍ୟ ୫ ଲକ୍ଷ
କୋଟପାଡ଼,୧ା୮(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳରେ ବଜ୍ରକାପ୍ତା ଚୋରାଚାଲାଣ ବେଳେ ବନ ବିଭାଗ ଚଢ଼ାଉ କରି ଶନିବାର ଧରିଛି। ତେବେ ଏଥିରେ ସମ୍ପୃକ୍ତ ଅଭିଯୁକ୍ତ ବିଶାଳ କୁମାର ଫେରାର ହୋଇଯାଇଛନ୍ତି। କୋଟପାଡ଼ ନିକଟସ୍ଥ ବଣିଆ ଗ୍ରାମର ଇନ୍ଦ୍ରାବତୀ ପୋଲଠାରେ ବଜ୍ରକାପ୍ତା ବିକ୍ରି…
ପଲିଥିନରୁ ବାହାରୁଥିଲା ପଚା ଦୁର୍ଗନ୍ଧ, ଲୋକେ ଡକାଇଲେ ପୋଲିସ
ବାସୁଦେବପୁର,୧।୮(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ଭୈରବପୁର ଛକ ନିକଟସ୍ଥ ରାସ୍ତାପାର୍ଶ୍ୱରେ ପଡିରହିଥିଲା ପଲିଥିନ ଭିତରେ ଏକ ମୃତଦେହ। ଏଥିରୁ ବାହାରୁଥିଲା ପଚା ଦୁର୍ଗନ୍ଧ। ଏହି ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥଳରେ ଜମିଥିଲା ଲୋକଙ୍କ ଭିଡ଼। ପଲିଥିନ…
ଘାଇ ପଛର କାରଣ ଜାଣିବା ପାଇଁ ଆରମ୍ଭ ହେଲା ତନାଘନା
ଭବାନୀପାଟଣା/କୋକସରା,୧ା୮(ସ୍ବ.ପ୍ର/ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମାଝିଗୁଡ଼ା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ରବିବାର ଘଟଣାର ତଦନ୍ତ ପାଇଁ ଭୁବନେଶ୍ୱରରୁ ବିଭାଗୀୟ ଉଚ୍ଚପଦସ୍ତ ଅଧିକାରୀଙ୍କ ସମେତ ଇନ୍ଦ୍ରାବତୀ ଓ ଏଲ୍ଏଣ୍ଡଟି ଠିକା…
ସିବିଆଇ ତଦନ୍ତ ହେଲେ ସାମ୍ନାକୁ ଆସିବ ସୌମ୍ୟଙ୍କ ମୃତ୍ୟୁ ପଛର ରହସ୍ୟ
ସୋର,୧।୮: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ । ଏଥିସହ ପୋଲିସର ତଦନ୍ତକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ପୋଲିସ ତଦନ୍ତ ଉପରୁ ଭରସା ତୁଟି ଗଲାଣି । ଘଟଣାକୁ ୨୧…
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ କ’ଣ କହିଲେ ମନ୍ତ୍ରୀ
ଭୁବନେଶ୍ୱର,୧।୮(ବ୍ୟୁରୋ): : ଅଗଷ୍ଟ ମାସ ପାଇଁ ଯେଉଁ କୋଭିଡ୍ ଗାଇଡଲାଇନ ଜାରି କରାଯାଇଛି, ସେଥିରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସମ୍ପୃକ୍ତ ବିଭାଗଗୁଡ଼ିକ ନିଷ୍ପତ୍ତି ନେଇ ପାରିବେ ବୋଲି କୁହାଯାଇଛି। ତେଣୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସ୍କୁଲ ଖୋଲିବ କି ନାହିଁ,…
ଏରିଆ କମାଣ୍ଡର ମାଓବାଦୀଙ୍କ ଆତ୍ମସମର୍ପଣ
ବଲାଙ୍ଗୀର ଅଫିସ,୧ା୮: କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ) ଡିଭିଜନ ସିପିଆଇ (ମାଓବାଦୀ) ଦଳର ଜଣେ ସକ୍ରିୟ ସଦସ୍ୟ ଆଇତୁ କୋରସା ଓରଫ ସୁରଜନ ଓରଫ ଅମିତ୍ (୨୩) ବଲାଙ୍ଗୀର ଏସ୍ପି ଅଫିସରେ ରବିବାର ଆତ୍ମସମର୍ପଣ କରିଛନ୍ତି। ଉତ୍ତରାଞ୍ଚଳ ଡିଆଇଜି ଡା. ଦୀପକ କୁମାର ପୁଷ୍ପଗୁଚ୍ଛ…
ଗୁପ୍ଚୁପ୍ ବ୍ୟବସାୟୀଙ୍କ ମହାନତା: ୨୧ ହଜାର ଟଙ୍କା ଫେରାଇଦେଲେ
ଫୁଲନଖରା,୧।୮(ଡି.ଏନ.ଏ.): ଅର୍ଥସର୍ବସ୍ବ ସମାଜରେ ଜଣେ ଗୁପ୍ଚୁପ୍ ବ୍ୟବସାୟୀ ଜଣେ ମହିଳାଙ୍କ ୨୧ ହଜାର ଟଙ୍କା ଫେରସ୍ତ କରି ମହାନତା ଦେଖାଇଛନ୍ତି। ସେ ହେଲେ କଟକ ଜିଲା ବାରଙ୍ଗ ବ୍ଲକ ନଗରୀ ପଞ୍ଚାୟତ ଅନ୍ତର୍ଗତ ମହୀଧରପଡା ରଙ୍ଗଣୀସାହିର ସୂର୍ଯ୍ୟକାନ୍ତ ସାହୁ। ପ୍ରତିଦିନ ମହୀଧରପଡା…
ବେଳାଭୂମିରେ ଜମିବ ଗହଳି
ପୁରୀ ଅଫିସ,୧।୮: କୋଭିଡ୍ କଟକଣା ନେଇ ଶନିବାର ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଆସିବା ପରେ ଶ୍ରୀମନ୍ଦିର ଖୋଲିବା ଓ ବେଳାଭୂମି ପୁଣି ଚଳଚଞ୍ଚଳ ହେବା ଆଶା ଉଜ୍ଜିବୀତ ହୋଇଛି। ୧ ତାରିଖରୁ ନୂଆ ଗାଇଡ୍ଲାଇନ ଆଧାରରେ କଟକଣା କୋହଳ…
ମା’ଙ୍କ ବିରୋଧରେ ଥାନାରେ ପୁଅ,ଝିଅ: ଏକାଧିକ ପର ପୁରୁଷଙ୍କ ସହ…
ଭୁବନେଶ୍ୱର,୧।୮(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନାରେ ଶନିବାର ମା’ଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି ନାବାଳିକା ଝିଅ ଓ ପୁଅ। ମା’ଙ୍କର ଏକାଧିକ ପର ପୁରୁଷଙ୍କ ସହ ସମ୍ପର୍କ ରହିଛି ଓ ସେମାନେ ଅଧିକାଂଶ ସମୟ ଘରକୁ ମଧ୍ୟ ଆସନ୍ତି। ଏନେଇ ବିରୋଧ କଲେ…
ସୋମବାରରୁ ସମସ୍ତ ରୁଟ୍ରେ ଚାଲିବ ମୋ ବସ୍
ଭୁବନେଶ୍ୱର,୧।୮(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବାରୁ ସରକାର ଲକ୍ଡାଉନ୍ କଟକଣାକୁ ଆହୁରି କୋହଳ କରିଛନ୍ତି। ପୂର୍ବରୁ ସମଗ୍ର ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ମିଳିଥିବାରୁ କ୍ରୁଟ୍ ପକ୍ଷରୁ ୧୬ଟି ରୁଟ୍ରେ ମୋ ବସ୍ ସେବା ଆରମ୍ଭ କରାଯାଇଥିଲା।…
ଓଡ଼ିଶା ମାଟିରେ ଫଳୁଛି ସେଓ: ପ୍ରେରଣା ସାଜିଛନ୍ତି ଅରୁଣ
ଖୋର୍ଦ୍ଧା ଅଫିସ,୧।୮: କାଶ୍ମୀର କି ହିମାଚଳ ପ୍ରଦେଶ ନୁହେଁ, ଏବେ ଓଡ଼ିଶା ମାଟିରେ ଫଳୁଛି ସେଓ। ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଆରିକମା ଗାଁର ଅରୁଣ କୁମାର ନାୟକ ଅନ୍ଲାଇନରେ ସେଓ ଚାରାକିଣି ନିଜ ବାରିରେ ଲଗାଇଥିଲେ। ଏବେ ସେଥିରେ ଭଳିକି…
ଶୈଳଶ୍ରୀବିହାର, ନୀଳାଦ୍ରିବିହାରରେ ଘରେ ଘରେ ଜ୍ୱର; ନିୟନ୍ତ୍ରଣକୁ ଆସୁନି…
ଭୁବନେଶ୍ୱର, ୧।୮ (ବ୍ୟୁରୋ): ରାଜଧାନୀରେ ତୀବ୍ର ବେଗରେ ବ୍ୟାପୁଛି ଡେଙ୍ଗୁ। ସହରରୁ ଦିନକୁ ୨୦ରୁ ୩୦ଜଣ ରୋଗୀ ଚିହ୍ନଟ ହେଉଥିବାବେଳେ ଶନିବାର ଗୋଟିଏ ଦିନରେ ଆଉ ୫୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଏଠାରେ ଡେଙ୍ଗୁ ରୋଗୀ ସଂଖ୍ୟା ୫୮୮ରେ ପହଞ୍ଚତ୍ଛି।…
Archives


