ରାଜ୍ୟ

୩୧ରେ +୨ ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର,୨୮।୭: ୩୧ ତାରିଖ ସନ୍ଧ୍ୟାରେ ପ୍ରକାଶ ପାଇବ +୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି । ତେବେ କଳା ଏବଂ ଧନ୍ଦାମୂଳକ ପାଠ୍ୟକ୍ରମର ଫଳାଫଳ ପରବର୍ତ୍ତୀ ସମୟରେ…

ସାକ୍ଷୀଗୋପାଳ ମନ୍ଦିର, ବକୁଳବନର ଉନ୍ନତିକରଣରେ ଖର୍ଚ୍ଚ ହେବ ୭ କୋଟି

ସାକ୍ଷୀଗୋପାଳ,୨୮।୭(ଡି.ଏନ୍‌.ଏ.): ଐତିହ୍ୟ ପୀଠ ବିକାଶ ଯୋଜନାରେ ଉନ୍ନତିକରଣ ହେବ ପ୍ରସିଦ୍ଧ ସାକ୍ଷୀଗୋପାଳ ମନ୍ଦିର ଏବଂ ଐତିହାସିକ ବକୁଳବନ। ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପୁରୀ ଜିଲାପାଳ ସମର୍ଥ ବର୍ମା ବୁଧବାର ମନ୍ଦିର ଓ ବକୁଳବନ ପରିଦର୍ଶନ କରି ଏହି ସୂଚନା…

ପୁଣି ଘୁଞ୍ଚିଲା ବର୍ଷା-ଅନୁଭବଙ୍କ ବିବାଦ ମାମଲାର ଶୁଣାଣି

କଟକ ଅଫିସ,୨୮ା୭: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ସମାଧାନ ହୋଇପାରୁନି। ତାରିଖ ପରେ ତାରିଖ ଗଡ଼ି ଚାଲିଛି। ମାତ୍ର କୌଣସି ନିଷ୍କର୍ସ ବାହାରିପାରୁନି। ଗୋଟିଏ ପଟେ ଅନୁଭବ ବର୍ଷାଙ୍କ…

ସବୁ କାମରେ ଚ୍ୟାଲେଞ୍ଜ ରହିଛି

ରାଜନୀତିରେ ପ୍ରଥମ ପଦାର୍ପଣରେ ବ୍ୟବସାୟରୁ ଆସିଥିବା ସୁଶାନ୍ତ ରାଉତ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀରୁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ବିଜେଡିର ଭୁବନେଶ୍ୱର ଜିଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ମୟୂରଭଞ୍ଜ ଜିଲା ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଛନ୍ତି। ତାଙ୍କୁ ଦଳ ତରଫରୁ…

ରାଜ୍ୟକୁ ମିଳୁନି ଜିଏସ୍‌ଟି କ୍ଷତିପୂରଣ

ଭୁବନେଶ୍ୱର,୨୮ା୭(ବ୍ୟୁରୋ):ରାଜ୍ୟକୁ ମିଳୁନି ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବକେୟା। କେନ୍ଦ୍ରର ଏନ୍‌ଡିଏ ସରକାର ୨୦୧୭ ଜୁଲାଇ ପହିଲାରୁ ସମସ୍ତ ଟିକସ ଉଚ୍ଛେଦ କରି ସମଗ୍ର ଦେଶରେ ଜିଏସ୍‌ଟି ଲାଗୁ କରିଥିଲେ। ଏହା ଲାଗୁ ହେବା ପରେ ଯଦି ଟିକସ ଅଭିବୃଦ୍ଧି…

ବନାଗ୍ନି: ଓଡ଼ିଶା ଆଗରେ

ଭୁବନେଶ୍ୱର, ୨୮ା୭(ବ୍ୟୁରୋ):ଓଡ଼ିଶାରେ ବନାଗ୍ନି ବିପର୍ଯ୍ୟୟ ବଢୁଛି। ୨୦୨୦ ନଭେମ୍ବରରୁ ୨୦୨୧ ଜୁନ୍‌ (୭ମାସ) ମଧ୍ୟରେ ରାଜ୍ୟରେ ସର୍ବାଧିକ ଜଙ୍ଗଲ ପୋଡ଼ି ଦୃଷ୍ଟିଗୋଚର ହୋଇଛି। ଏହି ସମୟ ମଧ୍ୟରେ ଦେଶରେ ସମୁଦାୟ ୩ ଲକ୍ଷ ୪୫ ହଜାର ୯୮୯ଟି ବନାଗ୍ନି ଘଟଣା ତାଲିକାଭୁକ୍ତ…

ଭାରି ପଡ଼ିଲାଣି ସହ ସଂକ୍ରମଣ

ଭୁବନେଶ୍ୱର, ୨୮ା୭(ବ୍ୟୁରୋ):ରାଜ୍ୟରେ ଏବେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ତଳକୁ ରହିଛି। ହେଲେ ଆଶାଜନକ ଭାବେ ସଂକ୍ରମଣ ସଂଖ୍ୟା କମି ନାହିଁ। କିଛି ଜିଲାରେ ସ୍ଥିତି ଜଟିଳ ରହିଛି। ଗୋଟେ ପଟେ କରେନା ସଂକ୍ରମଣର ଭୟ ଯାଇ ନ ଥିବାବେଳେ…

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୯ ଜୀବନ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୭୦୩ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…

ରାଜ୍ୟରେ ୧,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୧,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୮୮ ଜଣ କ୍ୱାରାଣ୍ଟାଇନ୍‌ ଥିଲେ। ବାକି ୭୧୫…

ବିନା ଆଇଆଇସିରେ ଚାଲିଛି ଥାନା

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲାର ସହଦେବଖୁଣ୍ଟା ମଡ଼େଲ ଥାନା, ଟାଉନ୍‌ ଥାନା, ରେମୁଣା ଥାନା, କମର୍ଦ୍ଦା ଥାନାରେ ଫାଙ୍କା ପଡ଼ିଛି ଆଇଆଇସି ପଦବୀ। ଦୀର୍ଘଦିନ ହେଲା ଥାନା ପରିଚାଳନା ଦାୟିତ୍ୱରେ ଅଛନ୍ତି ସବ୍‌ଇନ୍ସପେକ୍ଟର। ଫଳରେ ଲୋକେ ପୋଲିସ ପ୍ରଶାସନଠାରୁ ଉଚିତ୍‌ ନ୍ୟାୟ…

ରିଭଲଭର ଦେଖାଇ ଲୁଟିଲେ ବ୍ୟାଙ୍କ୍‌

ସୁନ୍ଦରଗଡ଼, ୨୭।୭(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ସହର ଉପକଣ୍ଠ କିରେଇସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ମଙ୍ଗଳବାର ଅପରାହ୍ନରେ ଡକାୟତି ହୋଇଛି। ୪ ଜଣ ଦୁର୍ବୃତ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ରିଭଲଭର୍‌ ଦେଖାଇ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ସୁନ୍ଦରଗଡ଼ ଏସ୍‌ପି ସାଗରିକା…

ନିଜ ନିଷ୍ପତ୍ତିରୁ ଓହରିଲେ ରାଜ୍ୟ ସରକାର: ମାଷ୍ଟରକ୍ୟାଣ୍ଟିନ ଛକରୁ ସ୍ଥାନାନ୍ତର ହେବନି ଐତିହ୍ୟ ଘୋଡ଼ା

ଭୁବନେଶ୍ୱର,୨୭।୭(ବ୍ୟୁରୋ): ସ୍ଥାନାନ୍ତର ହେବ ନାହିଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଶୋଭା ପାଉଥିବା ସ୍ଥାପତ୍ୟ ଘୋଡ଼ା। ବହୁ ବିବାଦ ଏବଂ ସମାଲୋଚନାର ଶିକାର ହେବା ପରେ ରାଜ୍ୟ ସରକାର ମଙ୍ଗଳବାର ନିଜ ନିଷ୍ପତ୍ତିରୁ ଉହରିଛନ୍ତି। ଏନେଇ ସରକାରୀସ୍ତରରେ ନିଷ୍ପତ୍ତି ନିଆଯାଇଥିବା ନେଇ ବିଏମ୍‌ସି କମିଶନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri