୨୭ରେ ଭାରତ ବନ୍ଦ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର,୧୪।୯(ବ୍ୟୁରୋ): ସଂଯୁକ୍ତ କିଷାନ୍ ମୋର୍ଚ୍ଚା ତରଫରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡିଶାରେ ଏହାକୁ ସଫଳ କରିବା ପାଇଁ ବିଭିନ୍ନ ଗଣ ସଙ୍ଗଠନକୁ ନେଇ ସୋମବାର ସ୍ଥାନୀୟ ଲୋହିଆ ଏକାଡେମୀଠାରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ଲୁଚାଯାଉଛି ବାୟୁ ପ୍ରଦୂଷଣ
ଯାଜପୁର ଅଫିସ,୧୪।୯: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍ପିସିବି)କୁ ‘ରାଜ୍ୟକୁ ପ୍ରଦୂଷିତ କର ବୋର୍ଡ’ ବୋଲି ଯାହା ଉପହାସ କରାଯାଉଛି, ତାହା ସତ୍ୟ ମନେହେଉଛି। କାରଣ କୋଇଲା, ଲୁହାପଥର ଗୁଣ୍ଡ, କଳା ଧୂଆଁ ଓ ପାଉଁଶରେ ବାୟୂମଣ୍ଡଳକୁ ପ୍ରଦୂଷିତ କରୁଥିବା ଖଣି,…
ପୁରୀରେ ୮୭, ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଲା
ଭୁବନେଶ୍ୱର,୧୪।୯(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତ(ଡିପ୍ ଡିପ୍ରେସନ)ରେ ପରିଣତ ହେବା ଯୋଗୁ ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଘରୁ ବାହାରିବା ମଧ୍ୟ…
ଲଗାଣ ବର୍ଷାରେ ଗଲା ୪ ଜୀବନ: ୧୧ ଜିଲାର ୨୦ ଲକ୍ଷ ଲୋକ ପ୍ରଭାବିତ
ଭୁବନେଶ୍ୱର,(ବ୍ୟୁରୋ)ଡେରାବିଶ/ ପାଟକୁରା/ ନିରାକାରପୁର/ ନିଶ୍ଚିନ୍ତକୋଇଲି (ସ୍ବ.ପ୍ର./ଡି.ଏନ୍.ଏ.),୧୪।୯: ଲଘୁଚାପ ଜନିତ ବର୍ଷା ଶନିବାର ରାତିରୁ ରାଜ୍ୟରେ ଲାଗି ରହିଛି। ରାଜ୍ୟର ୧୧ ଜିଲା ପ୍ରଭାବିତ ହୋଇଛି। ବିଶେଷକରି ଉପକୂଳ ଓଡ଼ିଶା ଜିଲାଗୁଡ଼ିକରେ ଏହାର ପ୍ରଭାବ ବିଶେଷମାତ୍ରାରେ ଦେଖିବାକୁ ମିଳିଛି। ଉପକୂଳ ଜିଲାର ବିଭିନ୍ନ…
ଚଳାଚଳ କରିପାରୁନି ଚାରିଚକିଆ
ବଇଣ୍ଡା,୧୪ା୯(ଡି.ଏନ.ଏ.) ପୂର୍ତ୍ତ ବିଭାଗର ୧୦ କିଲୋମିଟର ରାସ୍ତା ପିଚୁ ହେଲା। ଖର୍ଚ୍ଚ ହେଲା ପାଖାପାଖି ୭ କୋଟି ଟଙ୍କା। ହେଲେ ଦେଢ଼ବର୍ଷ ହେଲା ଏହା ନିର୍ମାଣ ସରିଥିଲେ ମଧ୍ୟ ଚଳାଚଳ କରିପାରୁନି ଚାରିଚକିଆ ଗାଡ଼ି। କାରଣ ଏହି ସଡ଼କରେ ପଡ଼ୁଥିବା ୩ଟି…
ଟଙ୍କା ମୂଲଚାଲକୁ ନେଇ ଡବଲ ମର୍ଡର
ଯାଜପୁର ଅଫିସ/ପାଣିକୋଇଲି(ଡି.ଏନ.ଏ.),୧୪ା୯: ଯାଜପୁର ଜିଲା ପାଣିକୋଇଲି ଥାନା ସାନସୋତି ଗ୍ରାମରେ ଏକ ପୋଲ ନିକଟରେ ଘଟିଥିବା ଡବଲ ମର୍ଡର ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଅପ୍ରାକୃତିକ ଯୌନ ସମ୍ପର୍କ ଓ ଟଙ୍କା ମୂଲଚାଲକୁ ନେଇ ସେମାନଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ…
୨ ଦିନର ବର୍ଷା ଭାଙ୍ଗିଦେଲା ଉତ୍କଳ ବିଶ୍ୱବିଦ୍ୟାଳୟର ପାଚେରି
ଚଣ୍ଡିଖୋଲ,୧୩ା୯(ଡି.ଏନ.ଏ.): ବଡ଼ଚଣା ବ୍ଲକ ଅଧୀନ ସିହାଠାରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ୍(ଗ୍ରାମୀଣ) କାର୍ଯ୍ୟ ଚାଲିଛି। ହେଲେ ଲଘୁଚାପ ବର୍ଷା ଯୋଗୁ କ୍ୟାମ୍ପସ୍ର ୧୦୦ ଫୁଟ୍ରୁ ଊର୍ଦ୍ଧ୍ୱ ଲମ୍ବର ପାଚେରି ଭୁଶୁଡ଼ି ପଡ଼ିଛି। ବଡ଼ଚଣା ପୂର୍ତ୍ତବିଭାଗ ଉପଖଣ୍ଡ ତରଫରୁ ୧ କୋଟି ୪୦…
ଭୁଶୁଡ଼ିଲା ଜଗନ୍ନାଥ ମନ୍ଦିର
ଫୁଲବାଣୀ ଅଫିସ/ସାରଙ୍ଗଗଡ,୧୩ା।୯: କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ସାରଙ୍ଗଗଡ ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସର୍ବପୁରାତନ ଜଗନ୍ନାଥ ମନ୍ଦିର ସୋମବାର ଲଗାଣ ବର୍ଷାରେ ଭୁଶୁଡି ପଡ଼ିଛି। ମନ୍ଦିରର ଅଧା ପର୍ଯ୍ୟନ୍ତ ଭାଙ୍ଗି ଗର୍ଭଗୃହରେ ପଡିଛି। ସୌଭାଗ୍ୟବଶତଃ ମନ୍ଦିର ଭିତରେ କେହି ନ…
ପୁଣି ଏକ୍ମୋ ଚିକିତ୍ସାବେଳେ ଗଲା ଜୀବନ
କଟକ ଅଫିସ, ୧୩।୯: ଏସ୍ସିବି ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲର ଏକ୍ମୋ ସପୋର୍ଟରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲାର ଜ୍ୟୋତିର୍ମୟୀ ପଣ୍ଡା(୩୮)। ଏସ୍ସିବିରେ ଏହା ଦ୍ୱିତୀୟ ଏକ୍ମୋ ମୃତ୍ୟୁ ବୋଲି ଡାକ୍ତରଖାନା ସୂତ୍ରରୁ…
ବିଏମ୍ସିର ବିନା ଅନୁମତିରେ ଚାଲିଥିଲା ପ୍ରଦର୍ଶନୀ
ଭୁବନେଶ୍ୱର,୧୩।୯(ବ୍ୟୁରୋ): ବିଏମ୍ସିର ବିନା ଅନୁମତିରେ ଆୟୋଜନ ହେଉଥିଲା ପ୍ରଦର୍ଶନୀ । ଏନେଇ ଜୟଦେବ ବିହାର ସ୍ଥିତ ତିରୁମାଳା ତିରୁପତି ଦେବସ୍ଥାନମ୍ କଲ୍ୟାଣ ମଣ୍ଡପକୁ ବିଏମ୍୍ସି ପକ୍ଷରୁ ସିଲ୍ କରାଯାଇଛି। ସମ୍ପୃକ୍ତ ମଣ୍ଡପରେ ସିଲ୍ ଇଣ୍ଡିଆ ପକ୍ଷରୁ ବସ୍ତ୍ର ପ୍ରଦର୍ଶନୀ ଆୟୋଜନ କରାଯାଉଥିଲା।…
ଅରିଜିନାଲ ମାର୍କସିଟ୍ ବିନା ଏଥର କରିହେବ +୩ ଆଡମିଶନ
ଭୁବନେଶ୍ୱର,୧୩।୯(ବ୍ୟୁରୋ) : ଏଥର +୨ ଅରିଜିନାଲ ମାର୍କସିଟ୍ ଓ ମାଇଗ୍ରେଶନ ସାର୍ଟିଫିକେଟ ବିନା +୩ ଆଡମିଶନ କରିପାରିବେ ଛାତ୍ରୀଛାତ୍ର। କରୋନା ଯୋଗୁ ଡାଉନଲୋଡ୍ ମାର୍କସିଟ୍ରେ ଏଥର ଆଡମିଶନ କରି ହେବ ବୋଲି ଶିକ୍ଷା ପକ୍ଷରୁ ସୂଚନା ମିଳିଛି। ଅଣ୍ଡରଟେକିଂ ନେଇ ଆଡମିଶନ…
ସ୍ଥଳଭାଗ ଛୁଇଁଲା ଅବପାତ, ପ୍ରବଳ ବର୍ଷା ଜାରି
ଭୁବନେଶ୍ବର,୧୩।୯: ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଅବପାତ(ଡିପ୍ ଡିପ୍ରେସନ) ସୋମବାର ସ୍ଥଳଭାଗ ଛୁଇଁଛି। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆଗାମୀ ୪୮ ଘଣ୍ଟାରେ ଏହା ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଛତିଶଗଡ଼, ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ। ଏହାର ପ୍ରଭାବର ଓଡ଼ିଶାର…
Archives


