ଓଡ଼ିଶାର ସ୍କିଲ୍ ଇକୋସିଷ୍ଟମ୍ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ
ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡ଼ିଶା ଆଜି ଉଦାହରଣ ସାଜିଛି। ରାଜ୍ୟର ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ (ଟିଭିଇଟି) ବିଷୟରେ ଜାଣିବା ନିମନ୍ତେ ମହାରାଷ୍ଟ୍ର ଦକ୍ଷତା ବିକାଶ ମିଶନର ୪୦ ଜଣିଆ…
ଅହଂକାରର ପରାଜୟ: କଂଗ୍ରେସ
ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ୩ କୃଷି ଆଇନକୁ ପ୍ରତ୍ୟାହାର କରାଯିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଘୋଷଣା କରିଛନ୍ତି। ସେହି ଆଇନକୁ ସଂସଦର ଆସନ୍ତା ଶୀତକାଳୀନ ଅଧିବେଶନରେ ରଦ୍ଦ କରାଯିବ। ଏହା କୃଷକ ଓ ଗଣତନ୍ତ୍ରର ବିଜୟ ଏବଂ କେନ୍ଦ୍ର ସରକାରଙ୍କ ଅହଂକାରର…
ପ୍ରମାଣ ଦେଲେ ମୁଖ୍ୟମନ୍ତ୍ରୀ ଜେଲରେ ଭର୍ତ୍ତି କରିବେ: ପ୍ରଣବ
ଭୁବନେଶ୍ୱର,୨୦।୧୧(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବା ପରେ ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଟୁଇଟ୍ କରି ସେ କହିଛନ୍ତି, କେନ୍ଦ୍ର ସରକାର ଚାଷୀ ଆଇନ…
ମୁଖ୍ୟମନ୍ତ୍ରୀଙ୍କ ନୈତିକତା କୁଆଡ଼େ ଗଲା: ଧର୍ମେନ୍ଦ୍ର
ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ମମିତା ମେହେର ହତ୍ୟା ମାମଲାକୁ ନେଇ ଶୁକ୍ରବାର ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷିଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଧର୍ମେନ୍ଦ୍ର ସିଧାସଳଖ ମମିତା ହତ୍ୟା ପ୍ରସଙ୍ଗରେ…
ବାଇକ୍ରେ ୧୦ କି.ମି. ବୋହିଲେ ମା’ଙ୍କ ମୃତଦେହ
ଭବାନୀପାଟଣା,୧୯।୧୧(ସ୍ବ.ପ୍ର.): କଳାହାଣ୍ଡିରେ ପୁଣି ମୃତଦେହକୁ ଅସମ୍ମାନ ଦେବା ଘଟଣା ଦୃଷ୍ଟିକୁ ଆସିଛି। ମା’ଙ୍କ ମୃତଦେହକୁ ବାଇକ୍ରେ ୧୦ କି.ମି. ବୋହିଛନ୍ତି ପୁଅ। ଏଭଳି ଅଭବାନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରାଗୁଡାରେ। ମିଳିଥିବା ସୂଚନାନୁସାରେ, ବେହେରାଗୁଡାର କରନ ବେମାଲ…
ବିଛାଉଥିଲେ ବିଦ୍ୟୁତ୍ ତାର ନିଜେ ଫଶିଲେ
ବୌଦ୍ଧ/ବଘିଆପଡା/ବାଉଁଶୁଣୀ,୧୯ା୧୧(ସ୍ବ.ପ୍ର/ଡି.ଏନ.ଏ): ବୌଦ୍ଧ ଗଉଦେଇ ସଂରକ୍ଷିତ ଜଙ୍ଗଲରେ ବାର୍ହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଉଥିବା ବେଳେ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବୌଦ୍ଧ ଥାନା ବାମଣ୍ଡା ପଞ୍ଚାୟତ ନୂଆଗଡ ଗ୍ରାମର ସୀତାରାମ ପ୍ରଧାନ ଓ ପର୍ଶୁରାମ ପ୍ରଧାନ…
ଗାଙ୍ଗପୁର ଥାନାକୁ ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ଆୱାର୍ଡ
ଭଞ୍ଜନଗର/ଛତ୍ରପୁର,୧୯।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅଧୀନ ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ ହୋଇଛି। ଭାରତ ସରକାରଙ୍କ ଗୃହ ବ୍ୟାପାର ମନ୍ତ୍ରାଣାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଅନୁଷ୍ଠିତ ସର୍ବ ଭାରତୀୟସ୍ତରୀୟ ଡିଜିପି ସମ୍ମିଳନୀରେ…
ପ୍ରେମିକଙ୍କ ପାଇଁ ବିଷ ପିଇଲେ ଯୁବତୀ
ଗୋପାଳପୁର,୧୯ା୧୧(ଡି.ଏନ୍.ଏ.): ପ୍ରେମିକ ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିବା ଜାଣି ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ। ସୂଚନା ଅନୁଯାୟୀ ଗୋଳନ୍ଥରା ଥାନା ଅଞ୍ଚଳର ଜୈନିକ ଯୁବତୀ ଅଞ୍ଚଳର ଜଣେ…
ଅନୁଗୋଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,ବାଣ୍ଟିବେ ସ୍ମାର୍ଟ ହେଲ୍ଥ କାର୍ଡ
ଅନୁଗୋଳ ଅଫିସ,୧୯।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୋଳ ଜିଲା ଗସ୍ତରେ ଆସିବେ । ମୁଖ୍ୟମନ୍ତ୍ରୀ ସକାଳ ୧୧ ଟାରେ ଅନୁଗୋଳ ଷ୍ଟାଡିୟମରେ ଥିବା ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସଭାରେ ଯୋଗ ଦେଇ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ…
କୃଷି ଆଇନ ପ୍ରତ୍ୟାହାର ସ୍ବାଗତଯୋଗ୍ୟ ପଦକ୍ଷେପ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ୩ କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଛନ୍ତି । ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ସ୍ବାଗତ୍ୟନ୍ଯୋଗ୍ୟ । ବିଜେଡି ସର୍ବଦା କୃଷକଙ୍କ ହିତରେ ରହିଛି ଓ ରହିଥିବ। ପୂର୍ବରୁ ବିଜେଡି ସରକାର କୃଷକଙ୍କ…
ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା ଅଫିସ,୧୯।୧୧: ପୌରାଞ୍ଚଳ ସରବାହାଲଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି। ପୌରାଞ୍ଚଳର କେହି ଜଣେ ମଧ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନାରୁ ବଞ୍ଚିତ ରହିବେ ନାହିଁ ଏବଂ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ…
ଭାଜପାରେ ଯୋଗଦେଲେ ସଞ୍ଜୀବ ସାହୁ
ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ଶୁକ୍ରବାର ଭାଜପାରେ ଯୋଗ ଦେଇଛନ୍ତି। କିଛି ଦିନ ତଳେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପରସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି ।…
Archives


