ରାଜ୍ୟ

ଆଇଏଏସ୍‌ ଅଫିସର ସ୍ତରରେ ଅଦଳବଦଳ: ଅରବିନ୍ଦ ଅଗ୍ରଓ୍ବାଲ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର,୯ା୬(ବ୍ୟୁରୋ)-ରାଜ୍ୟ ସରକାର ଆଇଏଏସ୍‌ ଅଫିସର ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଶୁକ୍ରବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ…

ବାହାନଗା ହାଇସ୍କୁଲ ନବୀକରଣ ହେବ: ୧୫ ଦିନରେ ଯୋଜନା ପ୍ରସ୍ତୁତ କରି ରିପୋର୍ଟ ଦେବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୯ା୬(ବ୍ୟୁରୋ): ବାଲେଶ୍ୱର ଜିଲାର ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଗୃହ ୫-ଟି ରୂପାନ୍ତରଣ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ନବୀକରଣ କରାଯିବ। ସ୍କୁଲ ପରିସର ପୁନଃନିର୍ମାଣ କରି ଏହାକୁ ଆଦର୍ଶ ସ୍କୁଲ ଭାବରେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ…

ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି

ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ସଚିବ। ଉଚ୍ଚ ଶିକ୍ଷା ସଚିବ ପଦରୁ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର…

ମୁଖ୍ୟମନ୍ତ୍ରୀ ମୋ ଠାରୁ ଅଧିକ ଆଶା କରୁଥିଲେ

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି ରୋହିତ ପୂଜାରୀ। ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବା ପରେ ରୋହିତ ପୂଜାରୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ବୋଧେ ମୋ ଠାରୁ ଅଧିକ ଆଶା କରୁଥିଲେ, ମୁଁ ମୋର ବେଷ୍ଟ ଏଫର୍ଟ ଦେଇଛି, ବିଗତ ଦିନରେ…

ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ

ଭୁବନେଶ୍ବର,୯।୬ (ବ୍ୟୁରୋ) ଏଆଇସିସି ପକ୍ଷରୁ ଶୁକ୍ରବାର ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ କରାଯାଇଛି। ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ଗଠନ ହୋଇଛି। ଜାନକୀ ବଲ୍ଲଭ ପଟ୍ଟନାୟକ କମିଟିର ଆବାହକ ନିଯୁକ୍ତ ହୋଇଛନ୍ତି । କମିଟିରେ ଭୁଜବଳ…

ଜିଲା ସଭାପତିଙ୍କ ନା ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର,୯।୬ (ବ୍ୟୁରୋ): କଂଗ୍ରେସ ଶୁକ୍ରବାର ରାଜ୍ୟର ୧୦ଟି ଜିଲାର ଜିଲା ସଭାପତିଙ୍କ ନା ଘୋଷଣା କରିଛି। ଏଆଇସିସି ପକ୍ଷରୁ ଜିଲା କଂଗ୍ରେସ ସଭାପତିଙ୍କ ନାଁ ଘୋଷଣା କରାଯାଇଛି। । କୋରାପୁଟ ଜିଲା ସଭାପତି ପଦରୁ ମିନାକ୍ଷୀ ବାହିନୀପତି ବାଦ ପଡ଼ ବାଦ…

ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଲେ ରୋହିତ ପୂଜାରୀ

ଭୁବନେଶ୍ୱର,୯ା୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି ରୋହିତ ପୂଜାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ସୁପାରିସ କରିଥିବା ଜଣାପଡ଼ିଛି। ଉଚ୍ଚଶିକ୍ଷା ବିଭାଗ ବାର୍ଷିକ ସମୀକ୍ଷାରେ ଖରାପ ପ୍ରଦର୍ଶନ ପାଇଁ ତାଙ୍କୁ ବାଦ୍‌ କରାଯାଇଥିବା ସୂଚନାରୁ ପ୍ରକାଶ।…

ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର,୯ା୬(ବ୍ୟୁରୋ): ଓଲିଉଡ୍‌ରେ ପୁଣିଥରେ କାଷ୍ଟିଂ କାଉଚ୍‌ ଅଭିଯୋଗ ଆସିଛି। ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ନାମରେ ବିବାଦୀୟ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଛନ୍ତି। ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତାମାନଙ୍କୁ…

ବିହାର ମୃତଦେହ ପଶ୍ଚିମବଙ୍ଗରେ, ଆଧାରକାର୍ଡରୁ ପଡ଼ିଲା ଜଣା

ଭୁବନେଶ୍ୱର,୯ା୬(ବ୍ୟୁରୋ): ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଭୁଲ୍‌ବଶତଃ ପଶ୍ଚିମବଙ୍ଗ ଚାଲିଯାଇଥିଲା। ତେବେ ତାଙ୍କ ପକେଟରୁ ମିଳିଥିବା ଆଧାରକାର୍ଡରୁ ସେ ପଶ୍ଚିମବଙ୍ଗର ନୁହନ୍ତି ବରଂ ବିହାରର ବୋଲି ଜଣାପଡ଼ିବା ପରେ ମୃତଦେହ ପୁଣି ଏମ୍ସ…

ମହାନଦୀ ପ୍ରଦୂଷିତ, ଅସୁରକ୍ଷିତ

ସମ୍ବଲପୁର,୯ା୬(ବ୍ୟୁରୋ): ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି କୁହାଯାଇଥାଏ। ଏପରିସ୍ଥଳେ ନଦୀ ପ୍ରବାହିତ ହେଉଥିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟା ଲାଗିରହିଛି। କେଉଁଠାରେ ବ୍ୟାରେଜ ନିର୍ମାଣ ତ କେଉଁଠି କଳକାରଖାନାକୁ ପାଣି ଦେବା, ନର୍ଦ୍ଦମା ପାଣି ମହାନଦୀରେ ଛାଡିବା, ତଟଦେଶରେ ଗଢିଉଠିଥିବା…

ବିବାହ ବନ୍ଧନରେ ବାନ୍ଧିହେଲେ ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ

ଦେବଗଡ଼,୯ା୬(ଡି.ଏନ୍‌.ଏ.): ଦେବଗଡ଼ ଜିଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପରସ୍ପରକୁ ଫୁଲମାଳ ପିନ୍ଧାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଳାତ୍କାର ପୀଡ଼ିତା ଓ ଅଭିଯୁକ୍ତ। ପରିବାର ଲୋକ ଏବଂ ଜ୍ଞାତିପରିଜନଙ୍କ ସମ୍ମୁଖରେ ସାତଜନ୍ମ ପାଇଁ ଜୀବନସାଥୀ ଭାବେ ଉଭୟେ ଉଭୟଙ୍କୁ ଆପଣାଇ ନେଇଛନ୍ତି। ତେବେ…

ଧାନର ଏମ୍‌ଏସ୍‌ପି ୩ ହଜାର ଟଙ୍କା କର: କିଷାନ କଂଗ୍ରେସ

ଭୁବନେଶ୍ବର,୯ା୬(ବ୍ୟୁରୋ): କୃଷି ଉତ୍ପାଦନରେ ବର୍ତ୍ତମାନ ଯେପରି କୃଷି ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି, ଚାଷୀ ତା’ର ଉତ୍ପାଦନରେ ଖର୍ଚ୍ଚର ପ୍ରକୃତ ମୂଲ୍ୟ ପାଇପାରୁନାହିଁ। ସ୍ବାମୀନାଥନ କମିଟି ସୁପାରିସ ଆଧାରରେ ଉତ୍ପାଦନରେ ଖର୍ଚ୍ଚ ମୂଲ୍ୟରେ ଦେଢ଼ଗୁଣା ବୃଦ୍ଧି କରାଯିବ ବୋଲି ୨୦୧୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?