ରାଜ୍ୟ

ଜୁନ ୧୬ରୁ ୨୨ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଏହା ମଧ୍ୟରେ ପାଣିପାଗ ବିଭାଗ ଏକ ଆଶ୍ୱସ୍ତିକର ସୂଚନା ଦେଇଛି। ଜୁନ ୧୬ରୁ ୨୨ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷା ହେବ । ଏମିତିକି…

ବାହାନଗା ବଜାର ଷ୍ଟେଶନରେ ଅଟକିବନି କୌଣସି ଟ୍ରେନ, ସିବିଆଇ କଲା ସିଲ, ଲଗ ବୁକ୍‌-ରିଲେ ପ୍ୟାନେଲ ଜବତ…

ବାହାନଗା,୧୦।୬ : ଓଡିଶାର ବାଲେଶ୍ୱର ଜିଲାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇ ଏବେ ଲଗ ବୁକ, ରିଲେ ପ୍ୟାନେଲ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ଜବତ କରିବା ପରେ ଷ୍ଟେଶନକୁ ସିଲ କରିଛି। ଫଳରେ ଏଣିକି ବାହାନଗା ବଜାର…

ଅସହ୍ୟ ତାତି

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଜନଜୀବନ ଅସ୍ତବ୍ୟସ୍ତ କରୁଛି। ଶନିବାର ଦିନ ସାଢେ ୧୧ଟା ସୁଦ୍ଧା ସମ୍ବଲପୁରରେ ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଝାରସୁଗୁଡ଼ା ୪୧.୬ ଡିଗ୍ରୀ, ହୀରାକୁଦରେ ୪୧…

୧୭ରେ ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ଆସନ୍ତା ୧୭ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଗସ୍ତ ସମୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଢେଙ୍କାନାଳରେ ଭାଜପାର ମହା ଜନସମ୍ପର୍କ ଯାତ୍ରାରେ ଯୋଗ ଦେବେ। ଏ ନେଇ ଭାଜପା ରାଜ୍ୟ ସାଧାରଣ…

‘ମୋ ବସ୍‌’ରେ ଚଢିବା ଆଗରୁ ଟିକେଟ୍‌

ଭୁବନେଶ୍ୱର, ୧୦।୬ (ବ୍ୟୁରୋ): ଏବେଠାରୁ ମୋ ବସ୍‌ରେ ଚଢିବା ପୂର୍ବରୁ ଟିକେଟ କରିବାକୁ ପଡିବ। ମୋ ବସ୍‌ର ଗାଇଡ୍‌ମାନଙ୍କ ଠାରୁ ଟିକେଟ୍‌ ଧରିବା ପରେ ଯାତ୍ରୀମାନେ ବସ୍‌କୁ ଯିବେ। ଏଭଳି ନୂତନ ନିୟମ ଆଣିଛି କ୍ୟାପିଟାଲ ରିଜନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)।…

ଚିହ୍ନଟ ହୋଇପାରୁନି ୮୧ ମୃତଦେହ

ଭୁବନେଶ୍ୱର, ୧୦।୬(ବ୍ୟୁରୋ): ବାଲେଶ୍ୱର ବାହାନଗା ଟ୍ରେନ୍‌ ଦୁର୍ଘଟଣାରେ ୨୮୮ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ୧୧ଶହରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଇତିମଧ୍ୟରେ ଅଧିକାଂଶ ଆହତ ଚିକିତ୍ସିତ ହୋଇ ଘରକୁ ଫେରିଥିବାବେଳେ ଆଉ କେତେଜଣ ଏବେ ବି ହସ୍ପିଟାଲରେ ଅଛନ୍ତି। ତେବେ ଏପରିସ୍ଥିତିରେ ମୃତକଙ୍କୁ…

‘ମହିଳା ସଶକ୍ତୀକରଣର ପ୍ରଥମ ମାର୍ଗଦର୍ଶୀ ନନ୍ଦିନୀ ଦେବୀ’

ଢେଙ୍କାନାଳ ଅଫିସ, ୧୦।୬: ନନ୍ଦିନୀ ଦେବୀ ନାରୀଶକ୍ତି ଓ ନାରୀ ସ୍ବାଭିମାନର ପ୍ରତୀକ ଥିଲେ। ସେ ଓଡ଼ିଶାରେ ପ୍ରଥମେ ଯୌତୁକ ନିରୋଧୀ ଆଇନ ପ୍ରଣୟନ କରିଥିଲେ। ହାଇସ୍କୁଲସ୍ତରରେ ଗରିବ ଛାତ୍ରୀଛାତ୍ରଙ୍କ ପାଇଁ ବୁକ୍‌ ବ୍ୟାଙ୍କ ବ୍ୟବସ୍ଥା ପ୍ରଚଳନ କରିଥିଲେ। ମହିଳା ସଶକ୍ତୀକରଣ…

ବିଲରେ ନିଆଁ ଲଗାଇଲେ ଅମଳ କମିବ

ସମ୍ବଲପୁର,୧୦ା୬(ବ୍ୟୁରୋ): କୃଷକଙ୍କ ସୁବିଧା ପାଇଁ ସମ୍ପ୍ରତି ଚାଷ ପ୍ରଣାଳୀରେ ଅନେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶୀଘ୍ର ବୁଣିବା, ରୋଇବା ଓ ଅମଳ ଆଦି କାମ ହୋଇପାରୁଛି। ହେଲେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା କ୍ଷତିକାରକ ମଧ୍ୟ ହେଉଛି। ହାର୍‌ଭେଷ୍ଟର…

ମାନହାନି ମାମଲା ଚେତାବନୀ ଦେଲେ ସଞ୍ଜୟ ନାୟକ

ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌ ଘଟଣାକୁ ନେଇ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍‌ ଟୁଟୁ ଶୁକ୍ରବାର ମୁହଁ ଖୋଲିଛନ୍ତି। କାଷ୍ଟିଂ କାଉଚ୍‌ ଅଭିଯୋଗ ଆଣିଥିବା ପ୍ରକୃତି ମିଶ୍ରଙ୍କ ଉପରେ ସଞ୍ଜୟ ବର୍ଷିଛନ୍ତି। ଏଥିସହ କୋର୍ଟରେ ମାନହାନୀ ମାମଲା କରିବେ…

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୮ ବଖରା

ଆଠମଲ୍ଲିକ,୧୦ା୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତ ଓଳଥ ଗ୍ରାମରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ୧୩ ପରିବାରର ୧୮ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଆଠମଲ୍ଲିକ ଅଗ୍ନିଶମ କେନ୍ଦ୍ରର ୨ଟି ଗାଡ଼ି ସହ…

କଲବଲ କରୁଛି ଗୁଳୁଗୁଳି

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ତାତି ନାହିଁ। ଗୁଳୁଗୁଳି କରୁଛି ଅଣନିଃଶ୍ୱାସୀ। ଘରେ କିମ୍ବା ବାହାରେ ତ୍ରାହି ନାହିଁ। ପଙ୍ଖା କାମ ଦେଉନି। ଦେହରୁ ଗମଗମ ଝାଳ ବୋହିବା ସହ ଅସ୍ବସ୍ତିକର ପରିବେଶ ସୃଷ୍ଟି ହୋଇଛି। ଗାଁରୁ ସହର ସବୁଠି ଗରମ ଓ ଗୁଳୁଗୁଳିରେ ଲୋକେ…

ଆଦର୍ଶ ସ୍କୁଲ ଭାବେ ବିକଶିତ ହେବ ବାହାନଗା ବିଦ୍ୟାଳୟ

ବାଲେଶ୍ୱର ଅଫିସ/ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗାଯାଇ ୫-ଟି ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବ। ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?