ରାଜ୍ୟ

ରାଜଧାନୀରେ ପ୍ରବଳ ଝଡ଼ବର୍ଷା

ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ସକାଳୁ ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଅହସ୍ୟ ଖରା ହୋଇଥିବା ବେଳେ ଅପରାହ୍ନରେ ପ୍ରବଳ ଧୂଳିଝଡ଼ ସହ ବର୍ଷା ହୋଇଛି। ବିଶେଷକରି ପଟିଆ, ପ୍ରଶାନ୍ତିବିହାର, ଶିଖରଚଣ୍ଡି, ରଘୁନାଥପୁରରେ ଧୂଳିଝଡ଼ ହୋଇଛି। ଏହି ଧୂଳିଝଡ଼ ପରେ ପରେ ସାରା ଭୁବନେଶ୍ୱରରେ…

ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

ବାଲେଶ୍ୱର ଅଫିସ,୮।୬: ଓଡ଼ିଶା ଉପକୂଳରେ ନୂଆ ପିଢ଼ିର ବାଲାଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ବୁଧବାର ସନ୍ଧ୍ୟା ୭.୩୦ରେ ଓଡ଼ିଶା ଉପକୂଳବର୍ତ୍ତୀ ଡ. ଏପିଜେ ଅବଦୁଲ କଲାମ ଦ୍ୱୀପରୁ ସଫଳତାର…

ପ୍ରକାଶ ପାଇଲା ଯୁକ୍ତଦୁଇ କଳା, ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ୱର,୮ା୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗୁରୁବାର ଯୁକ୍ତଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଜି ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ସଚିବ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଛନ୍ତି। www.orissaresults.nic.inରେ ଛାତ୍ରୀଛାତ୍ର ସେମାନଙ୍କ…

କେରଳ ଛୁଇଁଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ

ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୬(ବ୍ୟୁରୋ): ଗୁରୁବାର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଛି। କିନ୍ତୁ ଏହା ଓଡ଼ିଶା ଛୁଇଁବାରେ ବିଳମ୍ବ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂତରୁ ପ୍ରକାଶ। ଆଇଏମ୍‌ଡି କହିଛି, ଆଜି ମୌସୁମୀ ବାୟୁ କେରଳରେ ପ୍ରବେଶ କରିଛି। ଆସନ୍ତା ଦୁଇ ଦିନ…

ପୋଖରୀରେ ବୁଡ଼ି ଦୁଇ ମହିଳାଙ୍କ ଜୀବନ ଗଲା

ଜି.ଉଦୟଗିରି,୮ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ପଞ୍ଚାୟତ ଲିଙ୍ଗାଗଡ଼ ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। କୁତୁଲୁମା ପୋଖରୀ ପାଣିରେ ଗୋଡ଼ ଖସି ଦୁଇ ଜଣ ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ଦୁଇ…

ସ୍କାନରରେ ୯ ଅଧିକାରୀ, କର୍ମଚାରୀ

ବାଲେଶ୍ୱର ଅଫିସ, ୮ା୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ନେଇଛି। ବୁଧବାର ଦ୍ୱିତୀୟ ଦିନରେ ସିବିଆଇ ସହିତ ଫୋରେନସିକ୍‌ ଟିମ୍‌ ବାହାନଗା ଷ୍ଟେଶନ ନିକଟ ଲେଭଲକ୍ରସିଂ,…

ନିୟମ ମାନୁନାହାନ୍ତି ବହୁତଳ ଅଟ୍ଟାଳିକା

ଭୁବନେଶ୍ୱର, ୮ା୬(ବ୍ୟୁରୋ): ରାଜ୍ୟର ସହରାଞ୍ଚଳରେ ଗଢ଼ି ଉଠୁଛି ମାଳ ମାଳ ବହୁତଳ ଅଟ୍ଟାଳିକା। ସେଥିରୁ ଅଧିକାଂଶ ଆପାର୍ଟମେଣ୍ଟ ଆଇନକାନୁନକୁ ନ ମାନି ପରିବେଶ ପାଇଁ ଘାତକ ସାଜୁଛନ୍ତି। ଆପାର୍ଟମେଣ୍ଟରୁ ବାହାରୁଥିବା ବର୍ଜ୍ୟବସ୍ତୁ, ବର୍ଜ୍ୟଜଳ ଓ ପାଇଖାନା ପାଣି ବିପଜ୍ଜନକ ହେଉଛି। ବହୁତଳ…

ମୋ ସାଙ୍ଗ ନ ମିଳିଲେ ମୁଁ ସୁଇସାଇଡ୍‌ କରିଦେବି

ଭୁବନେଶ୍ୱର,୮ା୬(ବ୍ୟୁରୋ): ଟ୍ରେନ୍‌ ମୃତକଙ୍କୁ ଚିହ୍ନଟ ଲାଗି ଏମ୍‌ସ ପରିସରରେ ଖୋଲାଯାଇଥିବା ହେଲ୍ପଡେସ୍କ ନିକଟରେ ନିଜ ସାଙ୍ଗକୁ ଝୁରି ହେଉଛନ୍ତି ୨୭ ବର୍ଷିୟ ଯୁବକ ହିମାଂଶୁ ମିଶ୍ର। କୋହଭରା ସ୍ବରରେ କହୁଛନ୍ତି, ମୋ ସାଙ୍ଗ ଇଶୁ କାହିଁ। କେଉଁଠି ଅଛି ଇଶୁ। ତା’ର…

କେବେ ମିଳିବ ମୃତଦେହ, ଚାହିଁ ବସିଛନ୍ତି ଦାବିଦାର

ଭୁବନେଶ୍ୱର,୮ା୬(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ୨୮୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିହ୍ନଟ ଲାଗି ବାଲେଶ୍ୱରରୁ ୧୯୩ଟି ମୃତଦେହ ଭୁବନେଶ୍ୱରକୁ ଆସିଥିଲା। ଏଥିମଧ୍ୟରୁ ୧୨୩ଟି ମୃତଦେହକୁ ଏମ୍‌ସରେ ରଖାଯାଇଥିଲା। ତେବେ ୬ ତାରିଖ ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରୁ ୩୯ଟି ମୃତଦେହ ଏମ୍‌ସକୁ…

ଏସ୍‌ଏଚ୍‌ଜିଙ୍କ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୫ହଜାର କୋଟି

ନିମାପଡ଼ା,୮ା୬(ଡି.ଏନ୍‌.ଏ.): ରାଜ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ରାଜ୍ୟ ସରକାର ୫ ବର୍ଷ ମଧ୍ୟରେ ୫ହଜାର କୋଟି ଟଙ୍କା ବିନିଯୋଗ କରିବେ। ସୁରକ୍ଷା(୧) ପଞ୍ଚାୟତସ୍ତରୀୟ ମହିଳା ମହାସଂଘର ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବେ ବିଧାୟକ ସମୀର ରଞ୍ଜନ ଦାଶ…

ରେଳମନ୍ତ୍ରୀଙ୍କ ଇସ୍ତଫା, ଏସ୍‌ଆଇଟି ତଦନ୍ତ ଦାବିରେ ୧୨ ଦଳର ପ୍ରତିବାଦ

ଭୁବନେଶ୍ୱର,୮ା୬(ବ୍ୟୁରୋ): ସୁପ୍ରିମ୍‌କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) ଦ୍ୱାରା ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରାଯାଉ। କେନ୍ଦ୍ର ସରକାରଙ୍କ ହାତବାରିସୀ ସାଜି ଲୋକଙ୍କ ବିଶ୍ୱାସ ହରାଇଥିବାରୁ ସିବିଆଇ ତଦନ୍ତକୁ ପ୍ରତ୍ୟାହାର କରାଯାଉ। ରେଳ ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ…

ଟ୍ରେନ୍‌ ଦୁର୍ଘଟଣା ମୃତକଙ୍କ ସଂସ୍କାର ଲାଗି ବିଏମ୍‌ସିର ୫ ଶ୍ମଶାନରେ ବ୍ୟବସ୍ଥା

ଭୁବନେଶ୍ୱର,୮ା୬(ବ୍ୟୁରୋ): ଏମ୍‌ସ ଭୁବନେଶ୍ୱରେ ଟ୍ରେନ୍‌ ଦୁର୍ଘଟଣା ମୃତକଙ୍କ ମୃତଦେହ ରଖାଯାଇଛି। ଅନେକ ମୃତଦେହ ଏଯାଏ ଚିହ୍ନଟ ହୋଇପାରି ନାହିଁ। କେହି ଦାବିଦାର ନ ଥିବାରୁ ସେଗୁଡିକୁ ନେଇ ଚିନ୍ତା ବଢ଼ିଛି। ଅନ୍ୟପକ୍ଷରେ ମୃତଦେହ ନେଉଥିବା କେତେକ ପରିବାର ଭୁବନେଶ୍ୱରରେ ସଂସ୍କାର କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?