ଖେଳ

ମା’ଙ୍କ ରେକର୍ଡ ଭାଙ୍ଗିଲେ ହରମିଲାନ

ହାଙ୍ଗଝୋ,୫ା୧୦(ପି.ଟି.): ପ୍ରଥମ ଭାରତୀୟ ମା-ଝିଅ ଯୋଡି ଭାବରେ ଏସିଆନ୍‌ ଗେମ୍ସ ପଦକ ବିଜୟୀ ହେବାର ରେକର୍ଡ କରିଛନ୍ତି ହରମିଲାନ ବେନ୍ସ ଓ ମାଧୁରୀ। ୨୦୦୨ ମସିହାରେ ମା’ ମାଧୁରୀ ଭାରତ ପାଇଁ ୮୦୦ ମିଟର ରେସ୍‌ରେ ଏକ ପଦକ ବିଜୟୀ ହୋଇଥିବା…

ଆଜିଠୁ ମହାସମର

ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ପାଇଁ କ୍ଷେତ୍ର ପ୍ରସ୍ତୁତ। ଗୁରୁବାରଠାରୁ ଆରମ୍ଭ ହେବ କ୍ରିକେଟ ମହାସମର। ୧୦ ଦଳ ମଧ୍ୟରେ ହେବ ଟକ୍କର। ଭାରତର ୧୦ ଗ୍ରାଉଣ୍ଡରେ ନଭେମ୍ବର ୧୯ ପର୍ଯ୍ୟନ୍ତ ହେବ ୪୮ ମ୍ୟାଚ। ଅହମଦାବାଦସ୍ଥିତ ବିଶ୍ୱର ସର୍ବବୃହତ୍‌ ନରେନ୍ଦ୍ର…

ଆଜିଠୁ ଦିନିକିଆ କ୍ରିକେଟ ବିଶ୍ୱକପ

ଅହମଦାବାଦ, ୫।୧୦: ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ଏହା ଗତ ସଂସ୍କରଣ ଫାଇନାଲର ରି ମ୍ୟାଚ ସଦୃଶ। ଗତଥର ନ୍ୟୁଜିଲାଣ୍ଡକୁ ହରାଇ…

କିଶୋରଙ୍କୁ ଦେଢ଼ କୋଟି ଟଙ୍କାର ପୁରସ୍କାର

ଭୁବନେଶ୍ୱର,୪ା୧୦(ଅସମାପିକା ସାହୁ): ଚାଇନାର ହାଙ୍ଗଝୋଠାରେ ଚାଲିଥିବା ଏସିଆନ ଗେମ୍ସ ୨୦୨୩ରେ ଓଡ଼ିଆ ପୁଅ କିଶୋର ଜେନା କମାଲ ଦେଖାଇଛନ୍ତି। କିଶୋର ଜାଭେଲିନ ଥ୍ରୋରେ ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଶୋର ତାଙ୍କ କ୍ୟାରିୟରରେ ସବୁଠୁ ଭଲ…

ଚାଇନାରେ ଚମକିଲେ ଓଡ଼ିଆ ପୁଅ କିଶୋର: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪ା୧୦: ଚାଇନାରେ ଅନୁଷ୍ଠିତ ହେଉଥିବା ଏସିଆନ୍‌ ଗେମ୍ସରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା। ସେ ଜାଭେଲିନ୍‌ ଥ୍ରୋରେ ରୌପ୍ୟ ପଦକ ଜିତି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ସେ ତାଙ୍କ କ୍ୟାରିୟରରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। କିଶୋର ୮୭.୫୪…

ବିଶ୍ୱକପ୍‌ ପୂର୍ବରୁ ଖଲିସ୍ତାନୀ ଷଡଯନ୍ତ୍ର! ଧର୍ମଶାଳାର ସରକାରୀ କୋଠା କାନ୍ଥରେ ଲେଖାଯାଇଛି ବିବାଦୀୟ ସ୍ଲୋଗାନ

ଧର୍ମଶାଳା,୪।୧୦: ହିମାଚଳ ପ୍ରଦେଶର ଧର୍ମଶାଳାରେ ଦିନିକିଆ ବିଶ୍ୱକପ୍‌ ଖେଳାଯିବ। ଏହାପୂର୍ବରୁ ଏଠାରେ ଘଟିଥିବା ଏକ ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଧର୍ମଶାଳାରେ ଥିବା ଜଳଶକ୍ତି ବିଭାଗ କାର୍ଯ୍ୟାଳୟ କାନ୍ଥରେ ‘ଖଲିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଲେଖାଯାଇଛି। ଏନେଇ ଜଣାପଡ଼ିବା…

ଦେଶ ପାଇଁ ପୁଣି ସ୍ବର୍ଣ୍ଣ ଜିତିଲେ ‘ଗୋଲଡେନ୍‌ ବୟ’: କିଶୋରଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୪।୧୦: ଭାରତର ତାରକା ଆଥଲେଟ ତଥା ‘ଗୋଲଡେନ୍‌ ବୟ’ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସରେ ସେ ଦେଶ ପାଇଁ ପୁଣି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜଙ୍କ ସହିତ କିଶୋର ଜେନା ମଧ୍ୟ…

ସାମ୍ବାଦିକଙ୍କ ପ୍ରଶ୍ନ ଶୁଣି ରୋହିତ ଦେଲେ ଏମିତି ଜବାବ, ପାକିସ୍ତାନ ଅଧିନାୟକ ହସି ହସି…

ନୂଆଦିଲ୍ଲୀ,୪।୧୦: ଦିନିକିଆ ବିଶ୍ୱକପ ଅକ୍ଟୋବର ୫ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ। ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଓପନିଂ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବ। ଏହାପୂର୍ବରୁ ବୁଧବାର ‘କ୍ୟାପଟେନ ଡେ’ କାର୍ଯ୍ୟକ୍ରମ ସମୟରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଏହା ସହ…

ପରାଜୟ ସତ୍ତ୍ୱେ ହାଇଦ୍ରାବାଦ ଷ୍ଟାଡିୟମରେ ବାବରଙ୍କ ନାରା, ଭିଡିଓ ଶେୟାର କଲା ପିସିବି

ନୂଆଦିଲ୍ଲୀ,୪।୧୦: ବିଶ୍ୱକପ୍‌ ୨୦୨୩ ପୂର୍ବରୁ ଓ୍ବାର୍ମଅପ୍‌ ମ୍ୟାଚ୍‌ରେ ସମସ୍ତ ଟିମ୍‌ ନିଜର ପ୍ରସ୍ତୁତିକୁ ପରଖିଛନ୍ତି। ସମସ୍ତ ୧୦ ଦଳ ମଧ୍ୟରୁ ପାକିସ୍ତାନ ଖେଳିଥିବା ଦୁଇଟିଯାକ ମୁକାବିଲାରେ ପରାଜିତ ହୋଇଛି। ହେଲେ ଦଳର ଅଧିନାୟକ ବାବର ଆଜମଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଶଂସକଙ୍କୁ ଆମୋଦିତ…

ପୁରୁଷ ହକି: ଫାଇନାଲରେ ଭାରତ…

ହାଙ୍ଗଝୋ,୪।୧୦ : ଏସିଆନ ଗେମ୍ସରେ ପୁରୁଷ ହକିର ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ ୫-୩ ରେ ପରାସ୍ତ କରିଛି। ଏହା ସହ ଭାରତ ଫାଇନାଲରେ ପ୍ରବେଶ କରିଛି ଏବଂ ଅତି କମରେ ରୌପ୍ୟ ପଦକ ପାଇବାକୁ ନିଶ୍ଚିତ ହୋଇଛି। ଉପ-ଅଧିନାୟକ ହାର୍ଦ୍ଦିକ…

ବିଶ୍ୱକପ୍‌ ପୂର୍ବରୁ ଆରମ୍ଭ ହେଲା କ୍ୟାପ୍‌ଟେନ୍ସ ମିଟ୍‌: ବାବର କହିଲେ ‘ଆମେ ଭାରତରେ ଅଛୁ ବୋଲି ଲାଗୁନାହିଁ’  

ଅହମ୍ମଦାବାଦ,୪।୧୦: ଦିନିକିଆ ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ୨୪ ଘଣ୍ଟାରୁ କମ୍‌ ସମୟ ବାକି। ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମ ମୁକାବିଲା ଖେଳାଯିବ। ଉଭୟ ଟିମ୍‌ ଗତ ବିଶ୍ୱକପ୍‌ ଫାଇନାଲ ଖେଳିଥିଲେ। ଏମିତିରେ ବିଶ୍ୱକପ୍‌ ଓପନିଂ…

କ୍ରିକେଟ ବିଶ୍ୱକପ୍‌ ୨୦୨୩ର ଗ୍ଲୋବାଲ ଆମ୍ବାସାଡାର ହେବେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ,୪।୧୦: ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ବିଶ୍ୱକପ୍‌ ୨୦୨୩ ଲାଗି ଗ୍ଲୋବାଲ୍‌ ଆମ୍ବାସାଡାର ଭାବେ ନିଯୁକ୍ତ କରାଯାଇଛି। ଆଇସିସି ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ତେବେ ସଚିନ ୫ ଅକ୍ଟୋବର,୨୦୨୩ରେ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ୍‌ର ଓପନିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?