ଖେଳ

ଫାଇନାଲ ଟିକେଟ୍‌ ପାଇଁ ଶ୍ରୀଲଙ୍କା-ପାକିସ୍ତାନ ମଧ୍ୟରେ ହେବ ଟକ୍କର

କଲମ୍ବୋ,୧୩।୯: ଭାରତ ଶ୍ରୀଲଙ୍କାକୁ ୪୧ ରନ୍‌ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି। ଏହାପୂର୍ବରୁ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ୪୯.୧ ଓଭରରେ ୨୧୩ ରନ୍‌ ସଂଗ୍ରହ କରିଥିଲା। ଯାହା ଫଳରେ…

‘ଜାତୀୟ ଦଳକୁ ଅଗ୍ରାଧିକାର ଦେବି’

ଦୀର୍ଘ ୧୩ ବର୍ଷ ଧରି ପ୍ରଫେଶନାଲ ଫୁଟ୍‌ବଲର ଭାବେ ରହି ଆସିଛନ୍ତି ଭାରତୀୟ ଫୁଟବଲ ଦଳର ଗୋଲକିପର ଅମରିନ୍ଦର ସିଂ। ଚଳିତ ସିଜନରେ ପ୍ରଥମ ଥର ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ଅଧିନାୟକ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଏସିଆନ୍‌ ଗେମ୍ସ ଓ…

ରାଜ୍ୟ କ୍ୟାଡେଟ୍‌ ଓ ଜୁନିୟର କରାଟେ ଉଦ୍‌ଯାପିତ

ଭୁବନେଶ୍ୱର,୧୩ା୯(ବିଜୟ ରଣା): ଓଡ଼ିଶା ରାଜ୍ୟ କରାଟେ ଆସୋସିଏଶନ (ଓସ୍କା) ଆନୁକୂଲ୍ୟରେ ୩୪ତମ ରାଜ୍ୟ ଜୁନିୟର ଓ କ୍ୟାଡେଟ୍‌ କରାଟେ ଚାମ୍ପିୟନଶିପ୍‌ ସ୍ଥାନୀୟ ଉତ୍କଳ କାରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ୧୭ଟି ଜିଲା କରାଟେ ଆସୋସିଏଶନରୁ ୧୩୦ ଜଣ…

ଭାରତୀୟ ରଗ୍‌ବୀ ଦଳରେ ୪ ଓଡ଼ିଆ

ଭୁବନେଶ୍ୱର,୧୩ା୯(ସରୋଜ ଜେନା): ଚାଇନାର ହାଙ୍ଗଝୋରେ ହେବାକୁ ଥିବା ଏସିଆନ୍‌ ଗେମ୍ସ ପାଇଁ ଭାରତୀୟ ମହିଳା ରଗ୍‌ବୀ ଦଳ ମଙ୍ଗଳବାର ଘୋଷଣା କରାଯାଇଛି। ଓଡ଼ିଶାରୁ ୪ ଜଣ ଖେଳାଳି ଏହି ଦଳରେ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୯ ତାରିଖରୁ ଏହି ଟୁର୍ନାମେଣ୍ଟ…

ଅଲ୍‌ ଇଣ୍ଡିଆ ସୁପର ସିରିଜ ର଼୍ୟାଙ୍କିଙ୍ଗ ଟେନିସ

ଭୁବନେଶ୍ୱର, ୧୩ା୯ (ବିଜୟ ରଣା): ତୃତୀୟ ଗଣେଶ୍ୱର ମେମୋରିଆଲ ଆଇଟା ଓଟା ଅଲ୍‌ ଇଣ୍ଡିଆ ସୁପର ସିରିଜ ୧୨ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ୍‌ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ ୨୦୨୩ ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ଟେନିସ ଆସୋସିଏଶନ(ଓଟା) ଓ ଅଲ୍‌…

ସୁବ୍ରତ କପ୍‌ ଫୁଟ୍‌ବଲ ୧୯ରୁ

ନୂଆଦିଲ୍ଲୀ, ୧୩ା୯ (ପି.ଟି.): ସୁବ୍ରତ କପ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଟୁର୍ନାମେଣ୍ଟର ଆସନ୍ତା ସଂସ୍କରଣ ପାଇଁ ଆୟୋଜକ ସହର ତାଲିକାରେ ବେଙ୍ଗାଲୁରୁକୁ ସାମିଲ କରାଯାଇଛି। ସର୍ବପୁରାତନ ଜାତୀୟ ଆନ୍ତଃ-ସ୍କୁଲ ଫୁଟ୍‌ବଲ ଟୁର୍ନାମେଣ୍ଟ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୨୩ ପର୍ଯ୍ୟନ୍ତ ତିନୋଟି ଭେନ୍ୟୁରେ ଅନୁଷ୍ଠିତ…

ଫାଇନାଲରେ ସ୍ଥାନ ପକ୍କା କଲା ଭାରତ

କଲମ୍ବୋ,୧୩।୯: ଏସିଆ କପ ୨୦୨୩ରେ ନିଜର ବିଜୟ ଧାରା ଜାରି କରି ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସୁପର ଫୋର୍‌ରେ ୪୧ ରନ୍‌ରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିଛି। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ୨୧୩ ରନ୍‌ର ଟାର୍ଗେଟ୍‌…

ଶ୍ରୀଲଙ୍କା ସ୍ପିନରଙ୍କ ପ୍ରଭାବୀ ବୋଲିଂ

କଲମ୍ବୋ,୧୩ା୯: ଭାରତ ବିପକ୍ଷ ଏସିଆ କପ୍‌ ସୁପର୍‌-୪ ମ୍ୟାଚ୍‌ରେ ଶ୍ରୀଲଙ୍କା ସ୍ପିନ ବୋଲର ଆଧିପତ୍ୟ ବିସ୍ତାର କରିଛନ୍ତି। ଶ୍ରୀଲଙ୍କାର ୩ ସ୍ପିନର ମିଳିତ ଭାବରେ ୧୦ ଉଇକେଟ ଅକ୍ତିଆର କରିବାରୁ ଭାରତ ୪୯.୧ ଓଭରରେ ୨୧୩ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।…

ସ୍ପିନ୍‌ ବୋଲିଂରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଆଣ୍ଠେଇ ଥିବା ଦୁନିଥ କିଏ?ଜାଣନ୍ତୁ…

କଲମ୍ବୋ,୧୨।୯: ପାକିସ୍ତାନ ବିପକ୍ଷ ଏସିଆ କପ୍‌ ସୁପର ୪ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ୨୨୮ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନ୍‌ ପାକିସ୍ତାନ ବିପକ୍ଷରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ହେଲେ ୨୪ ଘଣ୍ଟା ପରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ…

ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୨୧୪ ରନ…

କଲେମ୍ବୋ,୧୨।୯ : ଏସିଆ କପରେ ସୁପର ଫୋରର ଚତୁର୍ଥ ମ୍ୟାଚରେ ଶ୍ରୀଲଙ୍କାର କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଶ୍ରୀଲଙ୍କା…

ଖାସ୍‌ ରେକର୍ଡ ହାସଲ କଲେ ରୋହିତ

ନୂଆଦିଲ୍ଲୀ,୧୨।୯: ଭାରତୀୟ ଅଧିନାୟକ ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ଦିନିକିଆ କ୍ରିକେଟରେ ନିଜର ୧୦ ହଜାର ରନ୍‌ ପୂରଣ କରିଛନ୍ତି। ସେ ଏହା କରିବାରେ ଷଷ୍ଠ ଭାରତୀୟ। ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ, ମହେନ୍ଦ୍ର…

ଭାରତଠାରୁ ପରାସ୍ତ ହେବା ପରେ ଦଳରେ ପରିବର୍ତ୍ତନ ଆଣିଲା ପାକିସ୍ତାନ

ଇସଲାମାବାଦ,୧୨।୯: ଭାରତ ୨୨୮ରନ ବ୍ୟବଧାନରେ ପାକିସ୍ତାନକୁ ପରାସ୍ତ କରିଛି। ଏହା ବ୍ୟତୀତ ବାବର ଆଜାମଙ୍କ ଅଧିନାୟକତ୍ୱ ପାକିସ୍ତାନୀ ଦଳକୁ ଏକ ବଡ ଝଟକା ଲାଗିଛି। ପାକିସ୍ତାନର ଦ୍ରୁତ ବୋଲର ହାରିସ ରଉଫ ଏବଂ ନାସିମ ଶାହା ଆହତ ହୋଇଛନ୍ତି। ପାକିସ୍ତାନ ହାରିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?