ଖେଳ

ଦେଶରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସିଂ ଚାମ୍ପିଅନଶିପ ସେପ୍ଟେମ୍ବର ୨୨ରୁ: ଟିକଟ ଦାମ ୮ ଶହରୁ ଲକ୍ଷେ ୮୦ ହଜାର…

ନୋଏଡା,୨୧।୯ : ଭାରତରେ ପ୍ରଥମ ଥର ପାଇଁ ମୋଟୋ ଜିପି ରେସ ଆୟୋଜିତ ହେବାକୁ ଯାଉଛି। ଏହି ରେସିଂ ଚାମ୍ପିଅନଶିପ ୨୨ ରୁ ୨୪ ସେପ୍ଟେମ୍ବର ମଧ୍ୟରେ ଉତ୍ତରପ୍ରଦେଶର ଗ୍ରେଟର ନୋଏଡାର ବୁଦ୍ଧ ଇଣ୍ଟରନ୍ୟାଶନାଲ ସର୍କିଟରେ ଆୟୋଜିତ ହେବ। ଏହି ଦୌଡ଼ରେ…

ଇତିହାସ ରଚିଲେ ଶେଫାଳି

ହାଙ୍ଗଝୋ,୨୧।୯: ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟରେ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ବର୍ଷା ଯୋଗୁ ଭାରତ ଏବଂ ମାଲେସିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ରଦ୍ଦ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତ ୨ ଉଇକେଟ ହରାଇ ୧୭୩ ରନ ସଂଗ୍ରହ…

ସେମିଫାଇନାଲରେ ଭାରତ

ହାଙ୍ଗଝୋ,୨୧।୯: ଆଜି ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ଏହି କ୍ୱାର୍ଟର ଫାଇନାଲ ମ୍ୟାଚ ବାତିଲ ହୋଇଥିଲ। ଏହା ସହ ଭାରତୀୟ ମହିଳା ଦଳ ବର୍ତ୍ତମାନ ସେମିଫାଇନାଲରେ…

ଆର୍ଥିକ ସଙ୍କଟରେ ଦେଶର ନମ୍ବର-୧ ଟେନିସ ଖେଳାଳି: କହିଲେ, ମୋ ଆକାଉଣ୍ଟରେ ଏବେ ମାତ୍ର ୮୦ ହଜାର ଟଙ୍କା ଅଛି

ନୂଆଦିଲ୍ଲୀ,୨୧।୯: ଭାରତୀୟ ଟେନିସ ଖେଳାଳି ସୁମିତ ନାଗଲ ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଛନ୍ତି। ଏକଥା ନିଜେ ପ୍ରକାଶ କରିଛନ୍ତି। ଦେଶର ନମ୍ବର-୧ ଟେନିସ ଖେଳାଳି ସୁମିତ ଏଟିପି ଟୁର୍‌ ଖେଳିବା ପାଇଁ ୧ କୋଟି ଟଙ୍କା ବ୍ୟବସ୍ଥା କରିଥିଲେ, କିନ୍ତୁ…

୧୯୯୯: ଓଡ଼ିଶାର ଦେବାଶିଷଙ୍କ ପାଇଁ ସ୍ମରଣୀୟ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ପୁନର୍ବାର ଇଂଲଣ୍ଡକୁ ଫେରିଥିଲା। ଷ୍ଟିଭ୍‌ ଓ୍ବଙ୍କ ବଳିଷ୍ଠ ନେତୃତ୍ୱରେ ଅଷ୍ଟ୍ରେଲିଆ ଏହାର ଦ୍ୱିତୀୟ ଟାଇଟଲ କରାୟତ୍ତ କରିଥିଲା। ତେବେ ଏହି ବିଶ୍ୱକପ୍‌ରେ ପ୍ରଥମ ଥର ଦେଖିବାକୁ ମିଳିଥିଲା ଓଡ଼ିଶା କନେକ୍ସନ୍‌। ଓଡ଼ିଶାର ପ୍ରଥମ…

ହରମନ୍‌ପ୍ରୀତ୍‌, ଲଭଲିନା ଧ୍ୱଜା ବାହକ

ନୂଆଦିଲ୍ଲୀ, ୨୧ା୯ (ପି.ଟି.):ଏସିଆନ୍‌ ଗେମ୍ସ ୨୦୨୩ ଚାଇନାର ହାଙ୍ଗଝୋରେ ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୨୩ରୁ ଏହି ଇଭେଣ୍ଟ ଅନୁଷ୍ଠିତ ହେବାକୁ ଥିବା ବେଳେ ପୁରୁଷ ହକି ଦଳର ଅଧିନାୟକ ହରମନ୍‌ପ୍ରୀତ୍‌ ସିଂ ଓ ମହିଳା ବକ୍ସର ଲଭଲିନା ବୋର୍ଗୋହେନଙ୍କୁ ଭାରତର ଧ୍ୱଜାବାହକ…

ଜାତୀୟ କରାଟେ ପାଇଁ ୫୫ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ୱର, ୨୧।୯(ତପନ ସ୍ବାଇଁ): ଗୁରୁବାରଠାରୁ ଚଳିତ ମାସ ୨୪ ପର୍ଯ୍ୟନ୍ତ ଡେରାଡୁନଠାରେ ହେବାକୁଥିବା ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ବୁଧବାର ଓଡ଼ିଶା ଦଳ ଘୋଷିତ ହୋଇଛି। ପ୍ରତିଯୋଗିତାର କ୍ୟାଡେଟ୍‌ ଜୁନିୟର, ୨୧ ବର୍ଷରୁ କମ୍‌ ଏବଂ ସିନିୟର ବର୍ଗ ନିମନ୍ତେ ମନୋନୀତ…

ଓଡ଼ିଶା ବାଳିକା ଫୁଟ୍‌ବଲ ଦଳ ଘୋଷିତ

ଭୁବନେଶ୍ୱର, ୨୧।୯(ତପନ ସ୍ବାଇଁ): ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ୍‌ ବୁଧବାରଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ମ୍ୟାଚ ଗୁଡ଼ିକ ୟୁନିଟ-୩ସ୍ଥିତ କ୍ୟାପିଟାଲ ଫୁଟବଲ ଆରେନା ଓ ୭ମ ବାଟାଲିୟନ ପରିସରରେଥିବା ଓଡ଼ିଶା ଫୁଟବଲ ଏକାଡେମୀ ପଡ଼ିଆରେ ଅନୁଷ୍ଠିତ ହେଉଛି। ଗ୍ରୁପ୍‌ ‘ଡି’ରେ…

ସ୍କୁଲ୍ସ ଓପନ ଚେସ୍‌: ଉଦୟକାନ୍ତ ଚାମ୍ପିୟନ

ଭୁବନେଶ୍ୱର, ୨୧।୯(ତପନ ସ୍ବାଇଁ): ଲିଙ୍ଗରାଜ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସ୍କୁଲ୍ସ ଓପନ ଚେସ୍‌ରେ ଶାନ୍ତନୁ ଇଏମ୍‌ ସ୍କୁଲର ଉଦୟକାନ୍ତ ନାୟକ ଚାମ୍ପିୟନ ହୋଇଛନ୍ତି। ସେ ୪.୫ ପଏଣ୍ଟ ପାଇଛନ୍ତି। କେଦାରଗୌରୀ ସେଣ୍ଟ ଜାଭିୟର ସ୍କୁଲର ନମସ୍ୟ ନଳିନୀ ୪ ପଏଣ୍ଟ ସହିତ…

ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ପଙ୍ଘାଲ

ବେଲଗ୍ରେଡ୍‌ , ୨୧।୯ (ପି.ଟି.): ଏଠାରେ ଚାଲିଥିବା ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ଭାରତର ଅନ୍ତିମ ପଙ୍ଘାଲ ବିଶ୍ୱ ଚାମ୍ପିୟନ ଓଲିଭିଆ ଡେମିନିକ୍‌ ପାରିସଙ୍କୁ ହରାଇବା ସହ ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ଆଶା ଉଜ୍ଜୀବିତ ରଖିଛନ୍ତି। ତେବେ ଅନ୍ୟ ଭାରତୀୟ ରେସଲର ନିରାଶ…

ଛତିଶଗଡ଼, ତାମିଲନାଡୁର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୧ା୯(ସରୋଜ ଜେନା): ଭୁବନେଶ୍ୱରରେ ବୁଧବାର ଆରମ୍ଭ ହୋଇଛି ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିୟନଶିପ ୨୦୨୩। ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଓ ଫୁଟବଲ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା(ଫାଓ) ପକ୍ଷରୁ ଏହି ଟୁର୍ନାମେଣ୍ଟ ମିଳିତ ଭାବରେ…

କେରଳ-ବେଙ୍ଗାଲୁରୁ ଉଦ୍‌ଘାଟନୀ ମୁକାବିଲା

କୋଚି, ୨୧।୯: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୧୦ମ ସଂସ୍କରଣ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବ। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ କେରଳ ବ୍ଲାଷ୍ଟର୍ସ ଓ ବେଙ୍ଗାଲୁରୁ ଏଫ୍‌ସି ଉଦ୍‌ଘାଟନୀ ମ୍ୟାଚରେ ପରସ୍ପରକୁ ଭେଟିବେ। ୨୦୨୩-୨୪ ସିଜନ ପାଇଁ ବେଙ୍ଗାଲୁରୁ ଏଫ୍‌ସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?