ଖେଳ

ପ୍ରଥମ ନିରପେକ୍ଷ ଟେଷ୍ଟ ଅମ୍ପାୟର

ପାକିସ୍ତାନ ଅଧିନାୟକ ଇମ୍ରାନ୍‌ ଖାଁ ଭାରତରୁ ଅମ୍ପାୟର ମଗାଇଥିଲେ। ପିଲୁ ରିପୋର୍ଟର ଓ ଏସ୍‌. ଭି. ରାମସ୍ବାମୀ ଲାହୋର ଯାଇ ଉକ୍ତ ଟେଷ୍ଟ ମ୍ୟାଚ୍‌ ଅମ୍ପାୟରିଂ କରିଥିଲେ। ଏହି ଦୃଷ୍ଟିରୁ ପିଲୁ ରିପୋର୍ଟରଙ୍କୁ ବିଶ୍ୱର ପ୍ରଥମ ନିରପେକ୍ଷ ଅମ୍ପାୟର ଭାବେ ଗଣନା…

ବିଶ୍ୱ ରେସ୍‌ଲିଂ ଚାମ୍ପିୟନଶିପ୍‌: ବଜରଙ୍ଗ ଶ୍ରେଷ୍ଠ ଭାରତୀୟ

୨୦୧୮ରୁ ଆରମ୍ଭ ହୋଇଥିଲା ଭାରତୀୟ ରେସ୍‌ଲିଂର ସ୍ବର୍ଣ୍ଣିମ ଯୁଗ। ବଜରଙ୍ଗ ପୁନିଆ ରୌପ୍ୟ ପଦକ ବିଜୟୀ ହୋଇ ଇତିହାସ ରଚିଥିଲେ। ପ୍ରଥମ ଭାରତୀୟ ରେସ୍‌ଲର ଭାବରେ ବଜରଙ୍ଗ ବିଶ୍ୱ ଚାମ୍ପିୟନଶିପରେ ଦୁଇଟି ପଦକ ହାସଲ କରିଥିଲେ। ପରବର୍ଷ ଅର୍ଥାତ୍‌ ୨୦୧୯ରେ ଭାରତ…

ଟିମ୍‌ ଇଣ୍ଡିଆର ବଡ ପ୍ରଶଂସକ ହେଲେ ପାକିସ୍ତାନର ଏହି ବ୍ୟକ୍ତି, ମ୍ୟାଚ୍‌ ଦେଖିବାକୁ ଧୋନି ଟିକେଟ ଦିଅନ୍ତି …

ବର୍ଷ ବର୍ଷ ଧରି ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଏହାର ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଥାଏ। ଉଭୟ ଦଳ ମଧ୍ୟରେ କୌଣସି ମ୍ୟାଚ୍‌ ଅନୁଷ୍ଠିତ ହେଲେ ତାହା ହୃଦସ୍ପନ୍ଦନ ବଢ଼ାଇ ଦେଇଥାଏ। ହେଲେ ଆଜି ଆମେ…

ବିଶ୍ୱକପ ଖେଳିବାକୁ ଆସୁଥିବା କୌଣସି ଦଳ ଖେଳାଳିଙ୍କୁ ପରଷା ଯିବନି ଗୋ’ମାଂସ

ହାଇଦ୍ରାବାଦ୍‌,୨୯।୯: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏଥର ଭାରତରେ ବିଶ୍ୱକପ ଆୟୋଜନ କରାଯାଉଛି। କ୍ରିକେଟର ସବୁଠାରୁ ବଡ ମହାକୁମ୍ବ କୁହାଯାଉଥିବା ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଅନେକ ଦଳ ଭାରତ ଆସିଛନ୍ତି।…

ସଚିନ ତେନ୍ଦୁଲକରଙ୍କ ଖାସ୍‌ ବିଶ୍ୱ ରେକର୍ଡଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରୋହିତ

ନୂଆଦିଲ୍ଲୀ,୨୯।୯: ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏଥର ବିଶ୍ୱକପ୍‌ରେ ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ। ଭାରତୀୟ ଅଧିନାୟକ ଏହି ବିଶ୍ୱକପ୍‌ ମାଧ୍ୟମରେ ସଚିନ ତେନ୍ଦୁଲକରଙ୍କୁ ଅତିକ୍ରମ କରି ତାଙ୍କ ନାମରେ…

କମାଲ କଲେ ପଲକ

ହାଙ୍ଗଝୋ,୨୯।୯:ଭାରତୀୟ ଶୁଟରମାନେ ଏସୀୟ ଖେଳର ଷଷ୍ଠ ଦିନ ଅର୍ଥାତ୍‌ ଶୁକ୍ରବାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ମହିଳା ଏବଂ ପୁରୁଷ ଖେଳାଳିମାନେ ମିଳିତ ଭାବେ ଭାରତର ଆକାଉଣ୍ଟରେ ଚାରୋଟି ପଦକ ଯୋଡିଛନ୍ତି। ଏହା ବ୍ୟତୀତ ଦୁଇଟି ବଡ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଏସିଆନ…

ବିଶ୍ୱକପ ପାଇଁ ଦଳ ଘୋଷଣା କଲେ ସମସ୍ତ ୧୦ ଦେଶ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୯।୯: କିଛି ଦିନ ପରେ ଭାରତରେ ଏକଦିବସୀୟ ବିଶ୍ୱକପ ଆରମ୍ଭ ହେବ। ଏହି ଟୁର୍ନାମେଣ୍ଟର ୧୩ତମ ସଂସ୍କରଣ ଅକ୍ଟୋବର ୫ରୁ ଆରମ୍ଭ ହେବ। ଫାଇନାଲ୍‌ ମ୍ୟାଚ ୧୯ ନଭେମ୍ବରରେ ଖେଳାଯିବ। ଏଥର ୧୦ଟି ଦଳ ବିଶ୍ୱକପରେ ଭାଗ ନେବେ। ଆୟୋଜକ ଭାରତ…

ଏସିଆନ ଗେମ୍ସର ଷଷ୍ଠ ଦିନ: ଶୁଟିଂରେ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ଜିତିଲା ଭାରତ

ହାଙ୍ଗଝୋ,୨୯।୯: ଚାଇନାର ହାଙ୍ଗଜୋରେ ଚାଲିଥିବା ଏସିଆନ ଗେମ୍ସରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। ଷଷ୍ଠ ଦିନରେ ଶୁଟିଂରେ ଭାରତ ଦୁଇଟି ପଦକ ପାଇଛି। ୫୦ ମିଟର ରାଇଫଲ ୩ ପଦବୀ ପୁରୁଷ ଦଳ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏଥି…

ଆଜିଠାରୁ ବିଶ୍ୱକପ୍‌ ୱାର୍ମଅପ୍‌ ମ୍ୟାଚ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୨୯।୯: ୫ ଅକ୍ଟୋବର ୨୦୨୩ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ ପୂର୍ବରୁ ଆଜିଠାରୁ ୱାର୍ମଅପ୍‌ ମ୍ୟାଚ ଖେଳାଯିବ। ପ୍ରଥମ ୱାର୍ମଅପ୍‌ ମ୍ୟାଚ ଗୁଆହାଟୀରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ପ୍ରଥମ ଦିନରେ ସମୁଦାୟ ତିନୋଟି ୱାର୍ମ ଅପ ମ୍ୟାଚ୍‌ ହେବ।…

ଓ୍ବାର୍ମଅପ୍‌ ମ୍ୟାଚ୍‌ ପୂର୍ବରୁ ସ୍ବଦେଶ ଫେରିଗଲେ ଦକ୍ଷିଣ ଆଫ୍ରିକା ଅଧିନାୟକ

ଥିରୁଭାନନ୍ଥପୁରମ,୨୮ା୯: ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଭାରତ ଆସିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବଭୁମା ବ୍ୟକ୍ତିଗତ କାରଣରୁ ସ୍ବଦେଶ ଫେରିଯାଇଛନ୍ତି। ଦକ୍ଷିଣ ଆଫ୍ରିକା ସେପ୍ଟେମ୍ବର ୨୯ ଏବଂ ଅକ୍ଟୋବର ୨ରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ବାର୍ମଅପ୍‌ ଗେମ୍‌ ଖେଳିବାରେ…

ବିଶ୍ୱକପ୍‌ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷରଙ୍କ ସ୍ଥାନରେ ସାମିଲ ହେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୮।୯: ଭାରତୀୟ ଦଳ ପରିଚାଳନା ଏବଂ ବିସିସିଆଇ ବିଶ୍ୱକପ୍‌ ପାଇଁ ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଏସିଆ କପ୍‌ ସମୟରେ ଅକ୍ଷର ଆହତ ହୋଇଥିଲେ।…

ବିଶ୍ୱକପ୍‌ ୨୦୨୩: ଫାଇନାଲ ୧୫ ଜଣିଆ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ

ସିଡ଼ନୀ, ୨୮। ୯: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଅକ୍ଟୋବର ୫ରୁ ଆରମ୍ଭ ହେବ। ଏହାପୂର୍ବରୁ, ସମସ୍ତ ଦଳ ୨୮ ସେପ୍ଟେମ୍ବର ଅର୍ଥାତ୍‌ ଆଜି ସେମାନଙ୍କର ୧୫ ସଦସ୍ୟ ବିଶିଷ୍ଟ ଦଳରେ ପରିବର୍ତ୍ତନ ଆଣିବାର ସୁଯୋଗ ରହିଛି। ଅଷ୍ଟ୍ରେଲିଆ ମେଗା ଇଭେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?