ଖେଳ

ଶେଷ ଟେଷ୍ଟରେ ଇତିହାସ ରଚିଲେ ବ୍ରଡ

ଲଣ୍ଡନ,୧।୮: ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବୋଲରମାନଙ୍କ ମଧ୍ୟରୁ ଅନ୍ୟତମ ଷ୍ଟୁଆର୍ଟ ବ୍ରଡ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ ଦିନିକିଆ ଏବଂ ଟି-୨୦ରୁ ଅବସର ନେଇଥିବା ବ୍ରଡ ମଧ୍ୟ ଟେଷ୍ଟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ, ତାଙ୍କର ଶେଷ ଟେଷ୍ଟ…

ଓଡ଼ିଶାକୁ ୧ ସ୍ବର୍ଣ୍ଣ, ୨ ବ୍ରୋଞ୍ଜ

ଭୁବନେଶ୍ୱର, ୧।୮(ତପନ ସ୍ବାଇଁ): ଚଳିତ ମାସ ୨୯ ଓ ୩୦ ତାରିଖ ଦୁଇଦିନଧରି କୋଲକାତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ୭ମ ‘ଇଣ୍ଡିଆନ୍ସ ଚ୍ୟାଲେଞ୍ଜ୍‌ କପ୍‌’ ଅନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୧ ସ୍ବର୍ଣ୍ଣ ଓ ୨ ବ୍ରୋଞ୍ଜ ପଦକ ମିଳିଛି।…

ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ଚେଙ୍ଗଡୁ (ଚାଇନା), ୧ା୮ଚଳିତ ୩୧ତମ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସର ଚତୁର୍ଥ ଦିବସରେ ଭାରତୀୟ ୟୁନିଭର୍ସିଟି ଦଳର ପ୍ରତିଯୋଗୀମାନେ ତୀରନ୍ଦାଜୀ ଓ ଶୁଟିଂରେ ୨ଟି ଲେଖାଏ ସ୍ବର୍ଣ୍ଣ ପଦକ ଲାଭ କରିଥିବା ବେଳେ ଶୁଟିଂରେ ଗୋଟିଏ ରୌପ୍ୟ ଏବଂ ତୀରନ୍ଦାଜୀରେ ଗୋଟିଏ ରୌପ୍ୟ…

ବ୍ରିଜ୍‌ ଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସଭାପତି ପ୍ରାର୍ଥୀ

ନୂଆଦିଲ୍ଲୀ, ୧ା୮:ସ୍ଥାନୀୟ ଅଲିମ୍ପିକ ଭବନରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ର ବିଭିନ୍ନ ପଦବୀ ପାଇଁ ସୋମବାର ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିବସ ରହିଥିଲା। ସଭାପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ୪ଜଣଙ୍କ ମଧ୍ୟରେ ବିଦାୟୀ ମୁଖ୍ୟ ବ୍ରିଜ ଭୂଷଣ…

ଓଭାଲ ଟେଷ୍ଟ ଜିତିଲା ଇଂଲଣ୍ଡ

ଲଣ୍ଡନ, ୧ା୮: କେନିଙ୍ଗଟନ୍‌ ଓଭାଲରେ ଅନୁଷ୍ଠିତ ପଞ୍ଚମ ଆଶେସ ଟେଷ୍ଟକୁ ଜିତି ନେଇଛି ଇଂଲଣ୍ଡ। କ୍ରିସ୍‌ ଓକ୍ସ ଓ ମୋଇନ୍‌ ଅଲୀଙ୍କ ଘାତକ ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୪୯ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଅନ୍ତିମ ଦିବସରେ ୨୪୯ ରନ୍‌ ଆବଶ୍ୟକ…

ଏମ୍‌ଆଇ ନ୍ୟୁୟର୍କ ଚାମ୍ପିୟନ

ନୂଆଦିଲ୍ଳୀ, ୧ା୮:ମେଜର ଲିଗ୍‌ କ୍ରିକେଟ୍‌ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏମ୍‌ଆଇ ନ୍ୟୁୟର୍କ। ସୋମବାର ଅନୁଷ୍ଠିତ ଫାଇନାଲରେ ସିଅଟେଲ ଓକ୍ରାସକୁ ଦଳ ୬ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସିଆଟେଲ ୯ ଉଇକେଟ ହରାଇ ୧୮୩…

ବୁମ୍‌ରା ଅଧିନାୟକ

ନୂଆଦିଲ୍ଲୀ, ୧ା୮: ଡବ୍‌ଲିନଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଟି୨୦ ସିରିଜ ପାଇଁ ଷ୍ଟାର ପେସ୍‌ ବୋଲର ଯଶପ୍ରୀତ ବୁମ୍‌ରା ଭାରତୀୟ ଦଳର ନେତୃତ୍ୱ ନେବେ। ବହୁ ଦିନ ଧରି ଆଘାତଜନିତ ସମସ୍ୟାରେ ରହିବା ପରେ ସେ…

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ତୃତୀୟ ଦିନିକିଆ ମ୍ୟାଚ୍‌: ଜାଣନ୍ତୁ କେଉଁଠି, କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ତ୍ରିନିଦାଦ,୧।୮: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ଆଜି ଖେଳାଯିବ। ଏପର୍ଯ୍ୟନ୍ତ ଭାରତ ଏବଂ ୱେଷ୍ଟଇଣ୍ଡିଜ ଦଳ ୧-୧ ବିଜୟ ହାସଲ କରିଛନ୍ତି। ତେଣୁ ଏହି ମ୍ୟାଚ୍‌ ଫଳାଫଳ ନିର୍ଦ୍ଧାଣ…

ମ୍ୟାଚ ସମୟରେ ପଡ଼ିଆକୁ ପଶିଲା ସାପ, ଭିଡିଓ ଭାଇରାଲ

ଶ୍ରୀଲଙ୍କା,୩୧।୭: ଆଜି ଲଙ୍କା ପ୍ରିମିୟର ଲିଗରେ ଗାଲେ ଟାଇଟାନ୍ସ ଏବଂ ଦମବୁଲ୍ଲା ଓର ଦଳ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏହି ମ୍ୟାଚ ସମୟରେ କିଛି ଘଟିଥିଲା, ଯାହା ପରେ ଖେଳକୁ ବନ୍ଦ କରିବାକୁ ପଡିଲା। ବାସ୍ତବରେ, ଗାଲେ ଟାଇଟାନ୍ସ ଏବଂ ଦମବୁଲ୍ଲା…

କ୍ୱାର୍ଟର ଫାଇନାଲରେ ଜାପାନ, ଅଷ୍ଟ୍ରେଲିଆ, ନାଇଜେରିଆ

ହାମିଲଟନ୍‌, ୩୧ା୭: ମହିଳା ଫୁଟବଲ ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଅଷ୍ଟ୍ରେଲିଆ,ଜାପାନ ଓ ନାଇଜେରିଆ। ସୋମବାର ଜାପାନ, ଜାମ୍ବିଆ ଓ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ନାଇଜେରିଆ ଓ ଆୟର୍ଲାଣ୍ଡ ପଏଣ୍ଟ ବାଣ୍ଟିଛନ୍ତି। ଜାମ୍ବିଆ ଏହାର ବିଶ୍ୱକପ୍‌ ଇତିହାସରେ ପ୍ରଥମ…

କୋହଲି, ଗମ୍ଭୀରଙ୍କ ଉପରେ ବର୍ଷିଲେ କପିଲ ଦେବ

ନୂଆଦିଲ୍ଲୀ,୩୧।୭: ଆଇପିଏଲ ୨୦୨୩ ସିଜନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳାଳି ବିରାଟ କୋହଲି ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ପରାମର୍ଶଦାତା ଗୌତମ ଗମ୍ଭୀର ବିବାଦରେ ଥିଲେ। ଏହି ବିବାଦ ଅନେକ ହେଡଲାଇନ ସୃଷ୍ଟି କରିଥିଲା। ଏଥି ସହିତ ବର୍ତ୍ତମାନ ପୂର୍ବତନ ଭାରତୀୟ…

କାଉଣ୍ଟି ଖେଳିବେ ପୃଥ୍ବୀ ଶ’

ନୂଆଦିଲ୍ଲୀ,୩୧।୭: ଦୀର୍ଘ ଦିନ ଧରି ଦଳକୁ ଫେରିବାକୁ ଚେଷ୍ଟା କରୁଥିବା ଭାରତୀୟ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ଙ୍କୁ ଏବେ କାଉଣ୍ଟି ଚାମ୍ପିଅନଶିପରେ ଖେଳୁଥିବା ଦେଖିବାକୁ ମିଳିବ। ଶ’ ଅଗଷ୍ଟ ରେ କାଉଣ୍ଟି କ୍ରିକେଟରେ ଡେବ୍ୟୁ କରିବେ। ନର୍ଥମ୍ପଟସାୟର କାଉଣ୍ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri