ଖେଳ

୩୭ତମ ଜାତୀୟ କ୍ରୀଡାରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୫ା୧୧(ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ତମ ଜାତୀୟ କ୍ରୀଡାରେ ପଦକ ବିଜେତା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥତ୍କ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଓଡ଼ିଶା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ…

ବାନ୍ଧବୀ ହତ୍ୟା ମାମଲା: ପାରୋଲରେ ଆସିବେ ପିଷ୍ଟୋରିୟସ୍‌

କେପ୍‌ ଟାଉନ୍‌,୨୫ା୧୧: ବ୍ଳେଡ୍‌ ରନର ଭାବରେ ପ୍ରସିଦ୍ଧ ଓସ୍କାର ପିଷ୍ଟୋରିୟସ ପାରୋଲରେ ବାହାରିବାର ସମ୍ଭାବନା ରହିଛି। ବାନ୍ଧବୀଙ୍କୁ ହତ୍ୟା କରିବା ମାମଲାରେ ସେ ବିଗତ ୧୦ ବର୍ଷ ହେବ ଜେଲ୍‌ରେ ଅଛନ୍ତି। ଚଳିତ ସପ୍ତାହରେ ନିଜର ୩୭ ତମ ଜନ୍ମ ଦିବସ…

ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଭେଟିବାକୁ ନେଇ ରବି ଶାସ୍ତ୍ରୀ କହିଲେ ଏମିତି

ନୂଆଦିଲ୍ଲୀ,୨୪।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଫଳରେ ୬ଷ୍ଠ ଥର ଲାଗି ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ଏହି ପରାଜୟକୁ ନେଇ…

ଲାବୁସେନ୍‌ କଲେ ଖୁଲାସା: ଫାଇନାଲରେ ‘କାହାର ଥିଲା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି’

ସିଡନୀ,୨୪।୧୧: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲାବୁସେନ ବିଶ୍ୱକପ୍‌ ଫାଇନାଲରେ ଦଳ ପକ୍ଷରୁ ନିଆଯାଇଥିବା ବୋଲିଂ ନିଷ୍ପତ୍ତିକୁ ନେଇ ବଡ଼ ଖୁଲାସା କରିଛନ୍ତି। ପୂର୍ବରୁ ଟସ୍‌ ଜିତିଲେ ଦଳ ବ୍ୟାଟିଂ କରିବ ବୋଲି ଆଲୋଚନା ହୋଇଥିଲା। ହେଲେ ଉକ୍ତ ଦିନ ରଣନୀତି ପ୍ରସ୍ତୁତ…

ମହିଳା ପ୍ରିମିୟର ଲିଗ୍ ନିଲାମ ତାରିଖ ପ୍ରକାଶ ପାଇଛି, ଜାଣନ୍ତୁ ନିଲାମ କେବେ ଏବଂ କେଉଁଠାରେ ହେବ

ମୁମ୍ବାଇ,୨୪।୧୧: ମହିଳା ପ୍ରିମିୟର ଲିଗ୍ ୨୦୨୪ ନିଲାମର ତାରିଖ ପ୍ରକାଶ ପାଇଛି। ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହିଳା ପ୍ରିମିୟର ଲିଗ୍ ନିଲାମ ଡିସେମ୍ବର ୯ ରେ ଅନୁଷ୍ଠିତ ହେବ। ଏବଂ ମୁମ୍ବାଇ ସହରରେ ଏହି ନିଲାମର ଆୟୋଜନ ହେବ।…

ଭାରତ ବିଶ୍ୱକପ ହାରିବା ପରେ ଏମିତି କାନ୍ଦିଲେ ଏହି ଶିଶୁ ଭର୍ତ୍ତି କରିବାକୁ ପଡିଲା ହସ୍ପିଟାଲରେ

ନୂଆଦିଲ୍ଲୀ,୨୪।୧୧: ହିନ୍ଦୀ ଭାଷାରେ ଏକ ପ୍ରବାଦ ଅଛି – ‘ଅନ୍ତ ଭଲା ତୋ ସବ ଭଲା’ ଅର୍ଥାତ୍‌ ଶେଷ ଭଲ ତ ସବୁ ଭଲ। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ସହିତ ମଧ୍ୟ ଏହା ଘଟିଛି। ଏହି…

କ୍ରିକେଟ୍‌ର ଏହି ନିୟମ ଯୋଗୁ ବେକାର ହୋଇଗଲା ରିଙ୍କୁ ସିଂଙ୍କ ଛକା

ବିଶାଖାପାଟନମ,୨୪।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ଢଙ୍ଗରେ ଶେଷ ହୋଇଥିଲା।୨୦୯ ରନ୍ର ବିଶାଳ ଟାର୍ଗେଟକୁ ପିଛା କରି ଟିମ ଇଣ୍ଡିଆ ଏକ ସମୟରେ ବିଜୟ ପାଇଁ ଚାରି…

୪ ବଲ୍‌ରେ ୨ ରନ୍‌ ଆବଶ୍ୟକ; ପରେ ୩ ବଲ୍‌ରୁ ୩ ଉଇକେଟ: ଶେଷ ବଲ୍‌ରେ ଏମିତି ରୋମାଞ୍ଚକ ବିଜୟ ହାସଲ କରିଥିଲା ଭାରତ

ବିଶାଖାପାଟନମ,୨୪।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚ ବେଶ୍‌ ରୋମାଞ୍ଚକର ଥିଲା। ମ୍ୟାଚରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉତ୍ଥାନ-ପତନ ଘଟିଥିଲା। ବିଶାଖାପାଟନମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ ହରାଇବା ପରେ…

ଭାରତୀୟ କ୍ରିକେଟ ଦଳକୁ ମିଳିଗଲା ନୂଆ ଏମଏସ ଧୋନୀ!

ବିଶାଖାପାଟନମ,୨୪।୧୧:ବିଶ୍ୱକପ ଶେଷ ହେବା ପରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଘରୋଇ ଟି-୨୦ ସିରିଜ ଖେଳୁଛି। ପ୍ରଥମ ମ୍ୟାଚ ବିଶାଖାପାଟନମରେ ଖେଳାଯାଇଥିଲା। ଏଥିରେ ଭାରତ ୨୦୦ରୁ ଅଧିକ ରନ ସଂଗ୍ରହ କରି ଜିତିଥିଲା। ଶେଷରେ ଭାରତର ବିଜୟରେ…

ବିଶ୍ୱପକ୍‌ ପରେ ଅଷ୍ଟ୍ରେଲିଆକୁ ଟି-୨୦ରେ ହରାଇଲା ଭାରତ

ବିଶାଖାପଟ୍ଟନମ୍‌,୨୩।୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଗୁରୁବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌କୁ ଭାରତ ୨ ଉଇକେଟ୍‌ରେ ବିଜୟୀ ହୋଇ ହୋଇଛି। ଏଥିସହ ବିଶ୍ୱପକ୍‌ ପରାଜୟର ପ୍ରତିଶୋଧ ଟି୨୦ରେ ନେଇଛି। ଭାରତର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଟସ୍‌…

ରାହୁଲ ଗାନ୍ଧୀଙ୍କ ‘ପନୌତି’ ବୟାନକୁ ନେଇ ପ୍ରତିକ୍ରିୟା ରଖିଲେ ଶାମି

ନୂଆଦିଲ୍ଲୀ,୨୩।୧୧: ବିଶ୍ୱକପ ୨୦୨୩ରେ ମହମ୍ମଦ ଶାମି ସର୍ବାଧିକ ୱିକେଟ ନେଇ ରେକର୍ଡ କରିଥିଲେ। ସେ ମାତ୍ର ୭ ଟି ମ୍ୟାଚରେ ୨୪ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ। ସେ ଫାଇନାଲରେ ୧ଟି ୱିକେଟ ନେଇଥିଲେ। ବିଶ୍ୱକପର ଫାଇନାଲ ମ୍ୟାଚ ଦେଖିବା ପାଇଁ…

ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟକା, ଆଇପିଏଲ ୨୦୨୪ରେ ଖେଳିବେନି ବେନ ଷ୍ଟୋକ୍ସ

ନୂଆଦିଲ୍ଲୀ,୨୩।୧୧: ଆଇପିଏଲ ୨୦୨୪ ସିଜିନ୍‌ ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ସୂଚନାନୁଯାୟୀ, ବେନ ଷ୍ଟୋକ୍ସ ଆଇପିଏଲ ୨୦୨୪ର ଏକ ଅଂଶ ହେବ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?