ଖେଳ

ରାଜସ୍ଥାନ ରୟାଲ୍ସକୁ ଝଟ୍‌କା: ଷ୍ଟୋକ୍ସଙ୍କ ପରେ ଏବେ ଆଇପିଏଲ୍‌ରୁ ହଟିଲେ…

ନୂଆଦିଲ୍ଲୀ,୨୬।୧୧: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) ୨୦୨୪ ଅକ୍ସନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ଜୋ ରୁଟ୍‌ ଆସନ୍ତା ବର୍ଷ ଟୁର୍ନାମେଣ୍ଟରେ ଭାଗ ନେବାକୁ ମନା କରିଛନ୍ତି। ସେ ଅକ୍ସନ ଲାଗି ରିଟେନ୍‌ସନ ତାଲିକା…

ଏବେ ବି ଆସୁଛି ଖରାପ ମେସେଜ୍‌: ୨୦୧୯ ବିଶ୍ୱକପ୍‌ରେ ଧୋନୀଙ୍କୁ ରନ୍‌ ଆଉଟ୍‌ କରିଥିବା ଗୁପ୍ତିଲ କଲେ ଖୁଲାସା

ନୂଆଦିଲ୍ଲୀ,୨୬।୧୧: ବିଶ୍ୱକପ ୨୦୧୯ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗୁପ୍ତିଲଙ୍କ ଥ୍ରୋରେ ଏମଏସ ଧୋନୀଙ୍କ ରନ୍‌ଆଉଟ୍‌ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଏହି ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡକୁ ୧୮ ରନରେ ହରାଇବା ପରେ ଘରକୁ ଫେରିବାକୁ ପଡିଲା।…

ରୋହିତ ଶର୍ମା ନୁହେଁ ପାଣ୍ଡ୍ୟ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ: ଶ୍ରୀକାନ୍ତଙ୍କ ଦାବି

ମୁମ୍ବାଇ,୨୬।୧୧: ପ୍ରାୟ ୨ ବର୍ଷ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଦେଖିବାକୁ ମିଳିବ। ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି…

ଓଡ଼ିଆ କ୍ରିକେଟର ଶୁଭ୍ରାଂଶୁ ସେନାପତିଙ୍କୁ ଛାଡ଼ିବ ଚେନ୍ନାଇ ସୁପର କିଙ୍ଗସ୍!

ନୂଆଦିଲ୍ଲୀ,୨୬।୧୧: ଗତ ଦୁଇ ଆଇପିଏଲ ସିଜନରେ ଓଡ଼ିଶାରୁ ଏକମାତ୍ର ଖେଳାଳିଭାବେ ଶୁଭ୍ରାଂଶୁ ସେନାପତି ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଥିଲେ। ରବିବାର ମିଡିଆ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ ସିଜନ ପୂର୍ବରୁ ଶୁଭ୍ରାଂଶୁଙ୍କୁ ରିଲିଜ କରିପାରେ ଧୋନିଙ୍କ ଟିମ୍। ଡିସେମ୍ବର…

ପୁଣି ହୃଦୟ ଜିତିଲେ ଧୋନୀ: ନିଜ ଟି-ଶର୍ଟରେ କଲେ ଏମିତି କାମ

ନୂଆଦିଲ୍ଲୀ,୨୬।୧୧: ବାଇକ୍‌ ପ୍ରତି ମହେନ୍ଦ୍ର ସିଂ ଧୋନୀଙ୍କ ଭଲ ପାଇବା କାହାକୁ ଅଛପା ନାହିଁ। ପୂର୍ବତନ ଭାରତୀୟ ଅଧିନାୟକ ଅନେକ ସମୟରେ ବାଇକ ସହିତ ଦେଖାଯାଆନ୍ତି। ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ସମସ୍ତଙ୍କ…

କାର୍‌ ସାମ୍ନାରେ ହେଲା ଦୁର୍ଘଟଣା, ଆହତଙ୍କ ଜୀବନ ବଞ୍ଚାଇଲେ କ୍ରିକେଟର ଶାମି

ମୁମ୍ବାଇ,୨୬।୧୧: ଭାରତୀୟ କ୍ରିକେଟ ଟିମର ଦ୍ରୁତତମ ବୋଲର ମହମ୍ମଦ ଶାମି। ଆଇସିସି ବିଶ୍ୱକପ ୨୦୨୩ରେ ତାଙ୍କ ଦମଦାର ପ୍ରଦର୍ଶନ ଫ୍ୟାନ୍ସଙ୍କ ହୃଦୟ ଜିତିଛି। ତେବେ କେବଳ ଫିଲ୍ଡରେ ନୁହେଁ ଶାମି ରିଅଲ ହିରୋ ବି ଅଟନ୍ତି। ଶନିବାର ଉତ୍ତରାଖଣ୍ଡର ନୈନିତାଲରେ ତାଙ୍କ…

ନାବାଳିକା ସହ ଶାରୀରିକ ସମ୍ପର୍କ: ଏନ୍‌ବିଏ ତଦନ୍ତର ସମ୍ମୁଖୀନ ହେବେ ଜୋଶ୍‌

ନ୍ୟୁୟର୍କ,୨୬।୧୧(ପି.ଟି.): ଏନ୍‌ବିଏ ଦଳ ଓକ୍‌ଲାହୋମା ସିଟି ଥଣ୍ଡରଗାର୍ଡ ଖେଳାଳି ଜୋଶ ଗିଡେ ଅଡୁଆରେ। ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ଆସିବା ପରେ ଏନ୍‌ବିଏ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଏକ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ…

ବୋଲିଂରେ ସୁଧାର ଆଣିବ ଭାରତ

ଥିରୁଭାନନ୍ତପୁରମ,୨୬।୧୧(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ସଂଘର୍ଷପୂର୍ଣ୍ଣ ୨ ଉଇକେଟ ଜିତିବା ପରେ ରବିବାର ଥିରୁଭାନନ୍ତପୁରମ୍‌ରେ ଖେଳାଯିବ ଦ୍ୱିତୀୟ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଭାରତୀୟ ବୋଲର ନିଜ ଫର୍ମ ସୁଧାରିବାକୁ ଚେଷ୍ଟା କରିବେ। ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲେ…

ବିଜୟ ହଜାରେ ଟ୍ରଫି, ବର୍ଷା କାରଣରୁ ହାରିଲା ଓଡ଼ିଶା

ଭୁବନେଶ୍ୱର,୨୫ା୧୧: ସର୍ବଭାରତୀୟ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ପ୍ରଥମ ପରାଜୟ। ବର୍ଷା କାରଣରୁ ଭିଜେଡି(ଭି. ଜୟଦେବନ ସିଷ୍ଟମ)ରେ ଫଳାଫଳ ନିର୍ଣ୍ଣୟ ହୋଇଥିବା ବେଳେ ରେଲଓ୍ବେ ବିପକ୍ଷ ମ୍ୟାଚ୍‌କୁ ଦଳ ୨୪ ରନ୍‌ରେ ହାରି ଯାଇଥିଲା। ପ୍ରଥମେ ବ୍ୟାଟିଂ କରି ରେଲଓ୍ବେ ୪୦…

ଭାରତୀୟ ଟିମର ନିୟମିତ କୋଚ୍ ହେବେ ଭିଭିଏସ ଲକ୍ଷ୍ମଣ, ଏହି ଆଇପିଏଲ ଟିମରେ ଯୋଗ ଦେବେ ରାହୁଲ ଦ୍ରାବିଡ଼

ମୁମ୍ବାଇ,୨୫।୧୧: ରାହୁଲ ଦ୍ରାବିଡ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦବୀ ଖାଲି କରିବାକୁ ଯାଉଛନ୍ତି। ଦ୍ରାବିଡଙ୍କର କାର୍ଯ୍ୟକାଳ ଦିନିକିଆ ବିଶ୍ୱକପ ୨୦୨୩ ର ସମାପ୍ତି ସହିତ ଶେଷ ହୋଇଥିଲା।ଏହାପରେ ସେ ଚୁକ୍ତିନାମା ନବୀକରଣ କରିବାକୁ ଆଗ୍ରହୀ ନାହାନ୍ତି ବୋଲି…

ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ ପାଇଁ ଘୋଷଣା ହେଲା ଭାରତୀୟ ଟିମ୍

ମୁମ୍ବାଇ, ୨୫।୧୧: ଡିସେମ୍ବର ୮ ରୁ ସଂଯୁକ୍ତ ଆରବ ଏମିରେଟ(ୟୁଏଇ)ରେ ଖେଳାଯିବାକୁ ଥିବା ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍‌ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି। ପଞ୍ଜାବର ପ୍ରତିଭାବାନ ବ୍ୟାଟ୍ସମ୍ୟାନ୍ ଉଦୟ ସାହାରନ୍ ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡିଆର…

ଆଇପିଏଲ ୨୦୨୪: ବଦଳିବେ ୭ ଟିମର ଅଧିନାୟକ…

କୋଲକାତା,୨୫।୧୧ : ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୭ତମ ସଂସ୍କରଣକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି। ଏଥର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହି ବୃହତ ଲିଗ ନିଲାମ ପୂର୍ବରୁ ରିଲିଜ ଏବଂ ଧାରଣକୁ ନେଇ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?