ଖେଳ

ବିଜୟରୁ ନ୍ୟୁଜିଲାଣ୍ଡର ବିଶ୍ୱକପ୍‌ ଅଭିଯାନ ଆରମ୍ଭ

ଅହମଦାବାଦ,୫।୧୦: ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ ବିଶ୍ୱକପର ଉଦ୍‌ଘାଟନୀ ମ୍ୟାଚ୍‌ରେ ଓପନର ଡେଭନ କନୱେ ଏବଂ ଅଲ୍‌ରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ଦମ୍‌ଦାର ଶତକ ବଳରେ ନ୍ୟୁଜିଲାଣ୍ଡ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଦେଇଛି। ଫଳରେ ୨୦୧୯ ବିଶ୍ବକପ…

ପାକିସ୍ତାନୀ ମିଡିଆ, ପ୍ରଶଂସକଙ୍କୁ ଏବେ ଯାଏ ମିଳିନାହିଁ ଭିଜା, ଶୁକ୍ରବାର ଅଛି ମ୍ୟାଚ

ଇସଲାମାବାଦ,୫।୧୦: ପାକିସ୍ତାନ କ୍ରିକେଟ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ୬ ଅକ୍ଟୋବରରେ ଆରମ୍ଭ କରିବାକୁ ଯାଉଛି। ସେମାନଙ୍କ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଆରମ୍ଭ ହେବାକୁ ୨୪ ଘଣ୍ଟାରୁ କମ୍‌ ସମୟ ବାକି…

ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନ୍‌ର ବିଜୟ ଟାର୍ଗେଟ୍‌

ଅହମ୍ମଦାବାଦ,୫।୧୦: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣର ଗୁରୁବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ…

ତୀରନ୍ଦାଜରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ହାଙ୍ଗଝୋ,୫।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ତୀରନ୍ଦାଜ ଓଜସ ଦେଓତାଲେ, ଅଭିଷେକ ବର୍ମା ଏବଂ ପ୍ରଥମେଶ ଜାବକର ଭାରତକୁ ସ୍ବର୍ଣ୍ଣ ଦେବାରେ ସଫଳ ହୋଇଛନ୍ତି। ସେପ୍ଟେମ୍ବର ୨୪ରେ ଭାରତ ପ୍ରଥମ ପଦକ ଜିତିଥିଲା ଏବଂ…

ବିଶ୍ୱକପ୍‌ ୨୦୨୩: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲ୍ୟାଣ୍ଡ

ଅହମ୍ମଦାବାଦ,୫।୧୦: ଦିନିକିଆ ବିଶ୍ୱକପ୍‌ର ୧୩ ତମ ସଂସ୍କରଣ ଆଜିଠୁ ଆରମ୍ଭ ହୋଇଛି। ଭାରତର ୧୦ଟି ଗ୍ରାଉଣ୍ଡରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଗୁରୁବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ର ପ୍ରଥମ…

ମିକ୍ସ ଡବଲ୍ସ ସ୍କ୍ବାସରେ ଭାରତକୁ ସ୍ବର୍ଣ୍ଣ

ହାଙ୍ଗଝୋ,୫।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଆଉ ଏକ ସ୍ବର୍ଣ୍ଣ ପଦକ ପାଇଛି। ମିକ୍ସ ଡବଲ୍ସ ସ୍କ୍ବାସସ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଏହି ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଦୀପିକା ପାଲ୍ଲିକଲ ଏବଂ ହରିନ୍ଦର ପାଲ ସିଂ ସାନ୍ଧୁ ଭାରତ ପକ୍ଷରୁ…

ଅନଲାଇନ ବେଟିଂ ଆପ ମାମଲା: ଇଡିର ନଜରରେ ୧୨ ସେଲିବ୍ରେଟି, ୧୦୦ରୁ ଅଧିକ ଇନଫ୍ଲୁଏନସର

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ବେଟିଂ ଆପ ସ୍କାମ ମାମଲାରେ ଯାଞ୍ଚ ଏଜେନ୍ସି ଇଡିର ତଦନ୍ତରେ ଆହୁରି ଅନେକ ସେଲିବ୍ରେଟି ଶିକାର ହେବାକୁ ଯାଉଛନ୍ତି। ଇଡି ଶୁକ୍ରବାର ଦିନ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଇଡି ଶିବିରକୁ ଆସିବା ପାଇଁ ସମନ ଜାରି…

ଗୁଗ୍‌ଲର ସ୍ବତନ୍ତ୍ର ଡୁଡ୍‌ଲରେ କ୍ରିକେଟ୍‌ କ୍ରେଜ୍‌

ନୂଆଦିଲ୍ଲୀ,୫।୧୦: ଆଜିଠାରୁ ଭାରତରେ କ୍ରିକେଟ୍‌ ବିଶ୍ୱକପ୍‌ ଆରମ୍ଭ ହେଉଛି। କ୍ରିକେଟ ବିଶ୍ୱକପ ପାଇଁ ଗୁଗ୍‌ଲ ଏକ ସ୍ବତନ୍ତ୍ର ଡୁଡ୍‌ଲ ଆଣିଛି। ଏହି ଡୁଡଲ୍‌ ଆନିମେଟେଡ ଫର୍ମରେ ଅଛି। ଡୁଡ୍‌ଲରେ ଦୁଇଟି ବତକ ବ୍ୟାଟ୍‌ ଧରି ପିଚ ଉପରେ ଦୌଡ଼ୁଥିବା ଦେଖାଯାଏ। ଇଂଲଣ୍ଡ…

ଭାରତୀୟ ମହିଳା ତୀରନ୍ଦାଜ ଦଳଙ୍କୁ ସ୍ବର୍ଣ୍ଣ ପଦକ, ଚାଇନାକୁ ରୌପ୍ୟ…

ହାଙ୍ଗଝୋ,୫।୧୦ : ଗୁରୁବାର ଉନବିଂଶ ଏସିଆନ ଗେମ୍ସରେ ଭାରତୀୟ ମହିଳା ତୀରନ୍ଦାଜ ଦଳଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ଅଦିତି, ଜ୍ୟୋତି ଏବଂ ପ୍ରରନୀତ ମହିଳା କମ୍ପାଉଣ୍ଡ ତୀରନ୍ଦାଜରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲରେ ଭାରତୀୟ ଦଳ ଚାଇନାକୁ ୨୩୦-୨୨୮ ବ୍ୟବଧାନରେ ପରାସ୍ତ…

ଶେଷରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଧାଓ୍ବନ୍‌

ନୂଆଦିଲ୍ଲୀ,୫।୧୦: କ୍ରିକେଟର ଶିଖର ଧାୱନ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ଶେଷରେ ଛାଡପତ୍ର ଦେଇଛନ୍ତି। ଦିଲ୍ଲୀର ପଟିଆଲା ହାଉସର ଏକ ପରିବାର କୋର୍ଟ ଶିଖର ଧାୱନଙ୍କ ଛାଡପତ୍ରକୁ ଅନୁମୋଦନ କରିଛନ୍ତି। କିଛି ମୁଖ୍ୟ କାରଣରୁ କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ…

ଆଜି ବିଶ୍ୱକପ୍‌ ଉଦ୍‌ଘାଟନୀ ମୁକାବିଲା: ଜାଣନ୍ତୁ କେବେ, କେଉଁଠି ଏବଂ କେତେବେଳେ ଦେଖିବେ…

ଅହମଦାବାଦ, ୫।୧୦: ଭାରତରେ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଗତଥରର ଚାମ୍ପିୟନ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହାର ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ଏହା ଗତ ସଂସ୍କରଣ ଫାଇନାଲ ଉଭୟ ଦଳ ଖେଳିଥିବାରୁ ଏହି ମ୍ୟାଚ୍‌…

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ‘କ୍ୟାପଟେନ୍ସ ଡେ’

ଅହମଦାବାଦ,୫ା୧୦(ପି.ଟି.): ଭାରତରେ ଖେଳାଯିବାକୁ ଥିବା ଦିନିକିଆ କ୍ରିକେଟ ବିଶ୍ୱକପ ପୂର୍ବରୁ ବୁଧବାର ପାଳିତ ହୋଇଛି ‘କ୍ୟାପଟେନ୍ସ ଡେ’। ପ୍ରଥମ ଥର ପାଇଁ ବିନା ଉଦ୍‌ଘାଟନୀ ସମାରୋହରେ ଏହି ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ସମସ୍ତ ୧୦ ଦଳର ଅଧିନାୟକ ବିଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri