ଶେଷ ଶେଷ ବିଶ୍ୱକପକୁ ସ୍ମରଣୀୟ କରୁଛନ୍ତି କ୍ୱିଣ୍ଟନ୍ ଡି କକ୍, ୫ ମ୍ୟାଚରେ ହାସଲ କଲେ ତୃତୀୟ ଶତକ
ମୁମ୍ବାଇ,୨୪/୧୦: ବିଶ୍ୱକପ୍ ୨୦୨୩ ର ପଞ୍ଚମ ମ୍ୟାଚ୍ ରେ କ୍ୱିଣ୍ଟନ୍ ଡି କକ୍ ନିଜ ଟିମ୍ ପାଇଁ ତୃତୀୟ ଶତକୀୟ ଇନିଂସ ଖେଳିଛନ୍ତି। ତାଙ୍କର ଶେଷ ଦିନିକିଆ ବିଶ୍ୱକପ୍ ଖେଳୁଥିବା ଡି କକ୍ ଉତ୍କୃଷ୍ଟ ଫର୍ମ ପ୍ରଦର୍ଶନ କରୁଛନ୍ତି। ମୁମ୍ବାଇରେ ବାଂଲାଦେଶ…
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୩୮୩ ରନ…
ମୁମ୍ବାଇ,୨୪।୧୦ : ବିଶ୍ୱକପ କ୍ରିକେଟ ୨୦୨୩ର ୨୩ତମ ମ୍ୟାଚ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବାଂଲାଦେଶ ଅଧିନାୟକ…
ଟିମ ଇଣ୍ଡିଆର ଏହି ଖେଳାଳିଙ୍କୁ ୧୫ ବର୍ଷ ହେଲା ଡାଇବେଟିସ…
ନୂଆଦିଲ୍ଲୀ,୨୪।୧୦: ଟିମ ଇଣ୍ଡିଆର କ୍ରିକେଟ କିମ୍ବଦନ୍ତୀଙ୍କୁ ୧୫ ହେଲା ଡାଇବେଟିସ। ତେବେ ସେ ଏନେଇ ବ୍ୟସ୍ତ ବିବ୍ରତ ନୁହନ୍ତି। ରକ୍ତରେ ଗ୍ଲୁକୋଜର ସ୍ତରକୁ ନିୟନ୍ତ୍ରଣ କରାଯିବ ସେ ନେଇ ସେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ୟାଚ ହେଉ, ଗ୍ଲୁକୋମିଟର କିମ୍ବା…
ପାକିସ୍ତାନର ପରାଜୟରେ ଆଫଗାନିସ୍ତାନର ରସିଦ ଖାନଙ୍କ ସହ ଗ୍ରାଉଣ୍ଡରେ ନାଚିଲେ ଭାରତର ପୂର୍ବତନ କ୍ରିକେଟର
ଚେନ୍ନାଇ,୨୪।୧୦: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ରେ ଆଫଗାନିସ୍ତାନ, ପାକିସ୍ତାନକୁ ହରାଇ ଦ୍ୱିତୀୟ ବିଜୟ ହାସଲ କରିଛି। ଲଗାତାର ପରାଜୟ ପରେ ପାକିସ୍ତାନର ବିଶ୍ୱକପ ଅଭିଯାନ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇପଡିଛି। ତେବେ ଏହି ମ୍ୟାଚର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍…
ବିଶ୍ୱକପ ୨୦୨୩: ଶ୍ରୀଲଙ୍କା ଦଳକୁ ଫେରିଲେ ଏଞ୍ଜୋଲା ମାଥ୍ଯୁସ୍, ଆହତ ହୋଇ ବାଦ ପଡ଼ିଲେ ଜୁନିଅର ମାଲିଙ୍ଗା
ନୂଆଦିଲ୍ଲୀ,୨୪।୧୦: ଶ୍ରୀଲଙ୍କାର ଜୁନିଅର ମାଲିଙ୍ଗା ମଥିଶା ପାଥିରାନା କାନ୍ଧରେ ଆଘାତ ପାଇ ବିଶ୍ୱକପ ୨୦୨୩ ରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଖେଳାଳି ଏଞ୍ଜୋଲା ମାଥ୍ଯୁସଙ୍କୁ ଦଳରେ ସ୍ଥାନ ମିଳିଛି। ଅକ୍ଟୋବର ୧୦ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚରେ…
କାନ୍ଦୁଛନ୍ତି ପାକିସ୍ତାନ ଖେଳାଳି…
ଚେନ୍ନାଇ,୨୪।୧୦: ବିଶ୍ୱକପ କ୍ରିକେଟ ୨୦୨୩ର ୨୨ତମ ମ୍ୟାଚରେ ପାକିସ୍ତାନ ଟିମ ଆଫଗାନିସ୍ତାନଠାରୁ ପରାଜୟ ସ୍ବୀକାର କରିଛି। ଏହୀ ପରାଜୟକୁ ପାକିସ୍ତାନ ଖେଳାଳି ମାନେ ହଜମ କରି ପାରି ନାହାନ୍ତି। ଏହା ସେମାନଙ୍କୁ ଏକ ଦୁଃସ୍ବପ୍ନ ପରି ଲାଗୁଛି। ପାକିସ୍ତାନ ଦଳ ମୋଟ…
ଟସ୍ ଜିତି ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ନିଷ୍ପତ୍ତି
ମୁମ୍ବାଇ,୨୪।୧୦: ଦିନିକିଆ ବିଶ୍ୱକପ ୨୦୨୩ର ୨୩ତମ ମ୍ୟାଚରେ ଆଜି ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ମୁମ୍ବାଇର ଓ୍ବାଖେଣ୍ଡେ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ବାଂଲାଦେଶ ବୋଲିଂ କରିବାକୁ ପଡିଆକୁ…
‘ଦିନକୁ ୮ କେଜି ମଟନ୍ ଖାଉଛନ୍ତି’: ଆଫଗାନିସ୍ତାନଠାରୁ ହାରିବା ପରେ ପାକିସ୍ତାନ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଲେ ୱାସିମ ଆକ୍ରାମ
ନୂଆଦିଲ୍ଲୀ,୨୪/୧୦: ସୋମବାର ଦିନ ଚେନ୍ନାଇରେ ଅନୁଷ୍ଠିତ ବିଶ୍ୱକପ ୨୦୨୩ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ପୂର୍ବତ୍ତନ ଚାମ୍ପିୟାନକୁ ୨ ଉଇକେଟରେ ପରାସ୍ତ କରିଛି। ଯାହାକୁ ପ୍ରଶଂସକ ଏବଂ ପାକିସ୍ତାନର ପୂର୍ବତ୍ତନ ଖେଳାଳିମାନେ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଏହି ପରାଜୟ ପରେ ପାକିସ୍ତାନର…
ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ରାଜସ୍ଥାନ ରୟାଲ୍ସ ସହ ଯୋଡ଼ି ହେଲେ ଶେନ୍ ବଣ୍ଡ
ନୂଆଦିଲ୍ଲୀ,୨୪।୧୦: ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର୍ ଶେନ୍ ବଣ୍ଡଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସର ସହାୟକ କୋଚ୍ ଏବଂ ଦ୍ରୁତ ବୋଲିଂ କୋଚ୍ ଭାବେ ଦାୟିତ୍ୱ ମିଳିଛି। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍ ଥିଲେ। ନିଜର କ୍ରିକେଟ କ୍ୟାରିୟରରେ…
ପାକିସ୍ତାନ କ’ଣ ଏବେ ବି ସେମିଫାଇନାଲରେ ପହଞ୍ଚିପାରିବ? ଜାଣନ୍ତୁ ବିଶ୍ୱକପ୍ର ସମୀକରଣ…
ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍ ୨୦୨୩ରେ ପାକିସ୍ତାନର ସେମିଫାଇନାଲରେ ପହଞ୍ଚିବାର ରାସ୍ତା କଠିନ ହେବାରେ ଲାଗିଛି। ସେମବାର ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଦଳର ଅଡ଼ୁଆ ବଢ଼ିଛି। ଦଳ ଏବେ ପଏଣ୍ଟ ତାଲିକାର ୫ମ ସ୍ଥାନରେ ପହଞ୍ଚିଛି। ଏଯାବତ ପାକିସ୍ତାନ କେବଳ ୨ ମ୍ୟାଚ୍…
ବିଶ୍ୱକପ୍ରେ ଆଫଗାନିସ୍ତାନକୁ ଏକ ଲଢ଼ୁଆ ଟିମ୍ରେ ପରିବର୍ତ୍ତିତ କରିଛନ୍ତି ଏହି ପୂର୍ବତନ ଭାରତୀୟ କ୍ରିକେଟର, ଇଂଲଣ୍ଡ ପରେ ପାକିସ୍ତାନ ବି…
ନୂଆଦିଲ୍ଲୀ,୨୪।୧୦: ବିଶ୍ୱକପ୍ ୨୦୨୩ରେ ଆଫଗାନିସ୍ତାନ ଟିମ୍ର ପ୍ରଦର୍ଶନ ଚର୍ଚ୍ଚାର କାରଣ ପାଲଟିଛି। ସୋମବାର ପାକିସ୍ତାନ ଟିମ୍ ଆଫଗାନିସ୍ତାନ ବିପକ୍ଷରେ ବିଜେତା ହେବାର ଆଶା ନେଇ ମଇଦାନକୁ ଓହ୍ଲାଇଥିଲା। ହେଲେ ତାହା ହୋଇପାରି ନାହିଁ। ଆଫଗାନିସ୍ତାନ ଟିମ୍ ପୁଣିଥରେ ଜବରଦସ୍ତ ପ୍ରଦର୍ଶନ କରି…
ଆଫଗାନିସ୍ତାନଠାରୁ ହାରିବା ପରେ ବି ହୃଦୟ ଜିତିଲେ ପାକିସ୍ତାନ ଅଧିନାୟକ
ଚେନ୍ନାଇ,୨୪।୧୦: ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ପାକିସ୍ତାନକୁ ପରାସ୍ତ କରି ଆଫଗାନିସ୍ତାନ ୨୦୨୩ ଦିନିକିଆ ବିଶ୍ୱକପ୍ର ତୃତୀୟ ବିପର୍ଯ୍ୟୟ ସୃଷ୍ଟି କରିଛି। ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନ ବିପକ୍ଷରେ ଆଫଗାନିସ୍ତାନର ଏହା ହେଉଛି ପ୍ରଥମ ବିଜୟ। ଏହି ବିଜୟ ପରେ ଆଫଗାନିସ୍ତାନ…
Archives


