ଖେଳ

କୋହଲି କି ବୁମ୍‌ରା ନୁହେଁ, ଟି-୨୦ ବିଶ୍ୱକପ୍‌ ଜିତିବା ଶ୍ରେୟ ଏହି ୩ ଜଣଙ୍କୁ ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ଭାରତ ଚଳିତବର୍ଷ ଟି-୨୦ ବିଶ୍ୱକପ୍‌ ଜିତିଥିଲା। ଏଥିରେ ଜଶପ୍ରୀତ୍‌ ବୁମ୍‌ରାଙ୍କ ସମେତ ବିରାଟ କୋହଲିଙ୍କ ଅବଦାନ ରହିଥିଲା। ତେବେ ରୋହିତ ଶର୍ମା କହିଛନ୍ତି, ପୂର୍ବତନ ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ଚୟନ…

ଡୋପିଂରେ ବିଫଳ ସତ୍ତ୍ୱେ ବାସନ୍ଦ ହେଲେନି

ମାଞ୍ଚେଷ୍ଟର,୨୨ା୮(ପି.ଟି.): ଇଟାଲୀର ଟେନିସ୍‌ ଖେଳାଳି ଜାନିକ ସିନର ଦୁଇ ଥର ଡୋପ ଟେଷ୍ଟରେ ବିଫଳ ହୋଇଥିଲେ ହେଁ ତାଙ୍କୁ ବାସନ୍ଦ କରାଯାଇ ନାହିଁ। ଏହାକୁ ନେଇ ସମଗ୍ର ବିଶ୍ୱର ଖେଳାଳି ମାନଙ୍କ ମଧ୍ୟରେ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୁଇଥର ଡୋପ…

ଫୋଡେନ୍‌, ଖାଡିଜା ଶ୍ରେଷ୍ଠ ଖେଳାଳି

ମାଞ୍ଚେଷ୍ଟର,୨୨ା୮(ପି.ଟି.): ପ୍ରଫେଶନାଲ ଫୁଟବଲର୍ସ ଆସୋସିଏଶନ (ପିଏଫ୍‌ଏ) ପକ୍ଷରୁ ବୁଧବାର ଇଂଲିଶ ସକ୍କରର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଛି। ମାଞ୍ଚେଷ୍ଟର ସିଟି ପକ୍ଷରୁ ଖେଳୁଥିବା ଫିଲ ଫୋଡେନ ପୁରୁଷ ବର୍ଗରେ ଓ ମହିଳା ବର୍ଗରେ ଖାଡିଜା ଶ’ଙ୍କୁ ସମ୍ମାନିତ କରାଯାଇଛି। ଫୋଡେନ୍‌…

ପ୍ୟାରିସ୍‌ ଗଲେ ୧୬ ଭାରତୀୟ ଆଥ୍‌ଲେଟ୍‌

ନୂଆଦିଲ୍ଲୀ,୨୨ା୮(ପି.ଟି.): ପାରାଲିମ୍ପିକ୍ସ ୨୦୨୪ ପୂର୍ବରୁ ଭାରତୀୟ ଆଥଲେଟିକ୍ସ ଦଳ ବୁଧବାର ପ୍ୟାରିସ୍‌କୁ ଆଗୁଆ ଯାତ୍ରା କରିଛି। ସ୍ଥାନୀୟ ପରିବେଶ ସହ ନିଜକୁ ଖାପ ଖୁଆଇବା ପାଇଁ ଭାରତୀୟ ଆଥଲେଟିକ୍ସ ଦଳ ପ୍ରଥମ ବ୍ୟାଚର ଖେଳାଳି ଭାବରେ ଯାତ୍ରା କରିଛନ୍ତି। ଜାଭେଲିନ୍‌ ଥ୍ରୋୟର…

ହକି ହିରୋଙ୍କୁ ଭବ୍ୟ ସମ୍ବର୍ଦ୍ଧନା: ପ୍ରତ୍ୟେକ ହକି ଖେଳାଳିଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,ତା,୨୧,୮: ବୁଧବାର ଭୁବନେଶ୍ବର ଥିଲା ଉତ୍ସବ ମୁଖରିତ। ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସ ଅଲମ୍ପିକ୍‌ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ବୁଧବାର ସମସ୍ତ ଖେଳାଳୀ ଓ ସହାୟକ ସଦସ୍ୟ…

ଗାଙ୍ଗୁଲିଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଶାମିଙ୍କ ପୂର୍ବ ସ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୧।୮: କୋଲକାତା ଆରଜି କର ମେଡିକାଲ କଲେଜ ଘଟଣାକୁ ନେଇ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍‌ ସୌରଭ ଗାଙ୍ଗୁଲି କିଛି ଏପରି ବୟାନ ଦେଇଥିଲେ ଯାହାକୁ ନେଇ ସାରା ଦେଶରେ କମ୍ପନ ସୃଷ୍ଟି ହୋଇଥିଲା। କିନ୍ତୁ ପରେ ଗାଙ୍ଗୁଲି ନିଜ ବୟାନ…

ଜାରି ହେଲା ଆଇସିସି ୱାନ୍‌ଡେ ରାଙ୍କିଂ, ପ୍ରଥମ ୫ ଜଣଙ୍କ ମଧ୍ୟରେ ୩ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ, ୨୧।୦୮: ଇଣ୍ଟରନାସନାଲ୍‌ କ୍ରିକେଟ୍‌ କାଉନ୍ସିଲ୍‌ ବା ଆଇସିସିର ଦିନିକିଆ ରାଙ୍କିଂରେ ଭାରତୀୟ କ୍ରିକେଟରଙ୍କ ଜଲ୍‌ୱା ପୁଣିଥରେ ଦେଖିବାକୁ ମିଳିଛି । କେବଳ ଭାରତୀୟ ଖେଳାଳି ନୁହଁନ୍ତି, ଗତ ସପ୍ତାହରେ କୌଣସି ମ୍ୟାଚ ଖେଳାଯାଇନଥିଲ। ଏହାପରେ ମଧ୍ୟ ଆଇସିସି ଏହାର ରାଙ୍କିଂ…

ଭାରତକୁ ଝଟ୍‌କା: ମୁଣ୍ଡ ନୂଆଁଇବ ନାହିଁ ପାକିସ୍ତାନ

ନୂଆଦିଲ୍ଲୀ,୨୧।୮: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସହିତ ଜଡିତ ଏକ ବଡ଼ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି। ନିକଟରେ ଚର୍ଚ୍ଚା ହେଉଥିଲା ଯେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଚାମ୍ପିଅନ୍ସ ଟ୍ରଫିର ତାରିଖ ବଦଳାଇବ। କିନ୍ତୁ ପାକିସ୍ତାନ କ୍ରିକେଟ ବୋର୍ଡ ଏକ ପ୍ରେସ…

ରଞ୍ଜିତ ପତିଙ୍କ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): ସ୍ଥାନୀୟ ଭିନ୍‌ଟେଜ୍‌ କ୍ଲବ ପରିସରରେ ଚାଲିଥିବା ‘ଗ୍ରୀନ୍‌ ବାଇଜେ କ୍ଲାସିକ୍‌’ ଅଲ୍‌ ଓଡ଼ିଶା ସ୍ନୁକର ଚାମ୍ପିୟନଶିପ୍‌ରେ ମଙ୍ଗଳବାର ୧୧ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଚମତ୍କାର ପ୍ରଦର୍ଶନ କରି ରଞ୍ଜିତ ପତି ୩-୧ରେ ସତ୍ୟଦୀପ ଦାସଙ୍କୁ…

ICCର ନୂଆ ଚେୟାରମ୍ୟାନ ହୋଇପାରନ୍ତି ଜୟ ଶାହା, ବର୍ତ୍ତମାନର ଅଧ୍ୟକ୍ଷ ନେଲେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୮: ମଙ୍ଗଳବାର ଇଣ୍ଟର ନ୍ୟାଶନାଲ କ୍ରିକେଟ କାଉନସିଲ ବା ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୈଠକ ହୋଇଥିଲା ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନର ଆଇସିସି ଚେୟାରମ୍ୟାନ ଗ୍ରେଗ ବାରକଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେଉଛି ଏବଂ ସେ…

ଗ୍ରୁପ୍‌ ‘ବି’ରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୧।୮ (ତପନ ସ୍ବାଇଁ): ଗୋଆର ଫତୋର୍ଦାସ୍ଥିତ ପିଏନ୍‌ଜି ଷ୍ଟାଡିୟମରେ ଭାଉସାହେବ ବନ୍ଦୋଦକର ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟ ଚଳିତ ମାସ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗୋଆର ପ୍ରଥମ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଭାଉସାହେବ ବନ୍ଦୋଦକରଙ୍କ ନାମରେ ନାମିତ ଏହି…

ସତ୍ୟ ପ୍ରକାଶ ଚିଫ୍‌ ଡି’ ମିଶନ ନିଯୁକ୍ତ

ନୂଆଦିଲ୍ଲୀ, ୨୧ା୮: ଆଗାମୀ ପ୍ୟାରିସ ପାରାଲିମ୍ପିକ୍ସ ପାଇଁ ପାରାଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ଉପସଭାପତି ସତ୍ୟ ପ୍ରକାଶ ସାଙ୍ଗଓ୍ବାନଙ୍କୁ ମଙ୍ଗଳବାର ଭାରତୀୟ ଦଳର ଚିଫ ଡି’ ମିଶନ ଭାବେ ନିଯୁକ୍ତି ଦିଆଯାଇଛି। ପାରାଲିମ୍ପିକ୍ସ ଆନ୍ଦୋଳନରେ ଦଶନ୍ଧି ଧରି ଅଭିଜ୍ଞତା ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?