ଖେଳ

ରଣଜୀ ଟ୍ରଫି ଖେଳିବେ ଶାମି; ଦେବେ ଫିଟନେସ ପରୀକ୍ଷା

ନୂଆଦିଲ୍ଲୀ,୧୮ା୮: ଭାରତୀୟ ପେସ ବୋଲର ମହମ୍ମଦ ଶାମି ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜରିଆରେ ପ୍ରତ୍ୟାବର୍ତ୍ତନ କରିବେ। ଦିନିକିଆ କ୍ରିକେଟ ବିଶ୍ୱକପ ପରଠାରୁ ଆହତ ହୋଇଥିବା ଶାମି ବର୍ତ୍ତମାନ ରିହାବରେ ରହିଛନ୍ତି। ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ଆଗରୁ ଶାମି ବେଙ୍ଗଲ…

ଭିନେଶ ଭାରତ ଫେରିବା ପରେ ସ୍ବାମୀ କହିଲେ ଆମେ ଆଉ…

ଚଣ୍ଡିଗଡ଼,୧୮ା୮: ଷ୍ଟାର୍‌ ରେସଲର ଭିନେଶ ଫୋଗଟ ଶନିବାର ପ୍ୟାରିସ୍‌ରୁ ଭାରତ ଫେରିଛନ୍ତି। ଏନେଇ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା। ଅଲିମ୍ପିକ୍ସରେ ପଦକ ଜିତିଥିବା ରେସଲର ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ମଧ୍ୟ ଭିନେଶଙ୍କୁ ସ୍ବାଗତ କରିବା ପାଇଁ ବିମାନବନ୍ଦର…

‘ଲେଡି ବୁମ୍‌ରା’ ଙ୍କୁ ଦେଖି ଦୁନିଆ ତାଜୁବ, ସ୍କୁଲ ୟୁନିଫର୍ମରେ ଦେଖାଇଲେ ବୋଲିଂର ଯାଦୁ, ଭାଇରାଲ ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୧୮।୮: ଜସପ୍ରୀତ ବୁମ୍‌ରା ବର୍ତ୍ତମାନ ଦୁନିଆର ସର୍ବୋତ୍ତମ ବୋଲରମାନଙ୍କ ମଧ୍ୟରୁ ଜଣେ। ତାଙ୍କର ଦମ୍‌ଦାର ବୋଲିଂ ହେତୁ ଭାରତ ଟି-୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇଥିଲା। ବୁମରା ଜଣେ ଅନନ୍ୟ ବୋଲର। ତାଙ୍କର ଆକ୍ସନ ଏବଂ ବୋଲିଂ ସମ୍ପୂର୍ଣ୍ଣ ଭିନ୍ନ, ଯାହା…

ଆଜିର ଦିନରେ କ୍ରିକେଟ୍‌ରେ ଡେବ୍ୟୁ କରିଥିଲେ କିଙ୍ଗ୍‌ କୋହଲି, ଜାଣନ୍ତୁ ତାଙ୍କ କ୍ରିକେଟ୍‌ କ୍ୟାରିୟର ବିଷୟରେ…

ନୂଆଦିଲ୍ଲୀ,୧୮ା୮: ଭାରତୀୟ କ୍ରିକେଟ ଦଳର ହାର୍ଟ ଏବଂ ଆତ୍ମା କିଙ୍ଗ୍‌ କୋହଲି ଆଜି ଅର୍ଥାତ୍‌ ଅଗଷ୍ଟ ୧୮ରେ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ୧୬ ବର୍ଷ ପୂରଣ କରିଛନ୍ତି। ତାଙ୍କର ଏହି ଯାତ୍ରା ଗର୍ବ, ଗୌରବ ଏବଂ ମହାନତାର ପ୍ରତିଫଳନ। ଯେତେବେଳେ ବିରାଟ…

ରୋହିତଙ୍କ ପାଖରେ ବଡ଼ ସୁଯୋଗ, ଏତିକି ରନ୍‌ରେ ପଛରେ ପଡ଼ିବେ ଜୋ ରୁଟ୍‌

ନୂଆଦିଲ୍ଲୀ, ୧୮।୦୮: ଭାରତ ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ଼୍ବରରେ ଦୁଇଟି ଟେଷ୍ଟ୍‌ ମ୍ୟାଚ୍‌ ହେବାକୁ ଯାଉଛି । ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ ରୁ ଆରମ୍ଭ ହେବ । ଏହି ଦୁଇ ଟେଷ୍ଟ ମ୍ୟାଚ ବିଶ୍ୱ ଟେଷ୍ଟ…

ୟୁଥ୍‌ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ନୂଆଦିଲ୍ଳୀ ,୧୮ା୮: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଗକୁ ୟୁଥ୍‌ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ୍‌(ଆଇସିସି) ଯୋଜନା କରୁଥିବା ଜଣାପଡିଛି। ଆମେରିକାର ଲସ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେଉଛି। ପ୍ରଥମ…

‘ପାରାଲିମ୍ପିକ୍ସରେ ଭାରତ ଜିତିବ ୨୫ ପଦକ’

ନୂଆଦିଲ୍ଲୀ,୧୮ା୮(ପି.ଟି.): ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଭାରତ ଅନୂ୍ୟନ ୨୫ପଦକ ହାସଲ କରିବ ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାରାଲିମ୍ପିକ୍ସ କମିଟି (ପିସିଆଇ) ମୁଖ୍ୟ ଦେବେନ୍ଦ୍ର ଝାଝରିଆ। ଭାରତୀୟ ଷ୍ଟାର ଶଟଲର ପ୍ରମୋଦ ଭଗତ ବାଦ୍‌ ପଡ଼ିଥିଲେ ମଧ୍ୟ ଏହା ଭାରତୀୟ ପ୍ରଦର୍ଶନକୁ ପ୍ରଭାବିତ…

ଆଖିରେ ଆଖିଏ ଲୁହ, ଛାତି ତଳେ ମେଞ୍ଚାଏ କୋହ, କନ୍ଦାଇ ଦେଲେ ଭିନେଶ

ନୂଆଦିଲ୍ଲୀ,୧୭।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ ଶନିବାର ସକାଳେ ସ୍ବଦେଶ ଫେରିଛନ୍ତି। ପ୍ୟାରିସରୁ ଫେରିଥିବା ଭିନେଶଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଉତ୍ସାହର ସହିତ ସ୍ବାଗତ କରାଯାଇଥିଲା। ତାଙ୍କୁ ସମର୍ଥନ କରିବାକୁ ପ୍ରଶଂସକମାନେ ବହୁ ସଂଖ୍ୟାରେ ଆସିଥିଲେ। ଏହି ସମୟରେ ସାକ୍ଷୀ ମଲିକ…

ଦିନେ ଥିଲେ ଟିମ୍‌ର କ୍ୟାପ୍ଟେନ୍‌, ହେଲେ ଆଜି ସବୁ ଫର୍ମାଟ୍‌ରୁ ବ୍ୟାନ୍‌ କଲା କ୍ରିକେଟ୍‌ ବୋର୍ଡ

ନୂଆଦିଲ୍ଲୀ, ୧୭।୦୮: ଜଣେ ଅନୁଭବୀ ୱିକେଟ୍‌ କିପର ଭାବେ ଜଣାଶୁଣା ନିରୋଶନ ଡିକ୍‌ୱେଲା । ହେଲେ ତାଙ୍କ ଉପରେ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ । ନିକଟରେ ଶେଷ ହୋଇଥିବା ଲଙ୍କା ପ୍ରିମିୟର ଲିଗ୍‌ ୨୦୨୪ରେ ଏହି…

ଭାରତ ଫେରିଲେ ଭିନେଶ, ବିମାନବନ୍ଦରରେ ହେଲା ଭବ୍ୟ ସ୍ବାଗତ, ଇମୋଶନାଲ ହୋଇଗଲେ ରେସଲର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୭।୮: ଭାରତୀୟ ରେସଲର ଭିନେଶ ଫୋଗଟ ପ୍ୟାରିସରୁ ଭାରତ ଫେରିଛନ୍ତି। ତାଙ୍କୁ ଶନିବାର ସକାଳେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯେଉଁଠାରେ ଭାରତର ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ମଧ୍ୟ…

ବିସିସିଆଇର କଠୋର ନିୟମ: ଜୟ ଶାହା କହିଲେ ଯଦି କୌଣସି ଖେଳାଳି ଆହତ ହୁଅନ୍ତି…, ବିରାଟ-ରୋହିତଙ୍କୁ ନେଇ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୭।୮: କିଛି ଦିନ ହେବ ଦିଲୀପ ଟ୍ରଫିର ଆଗାମୀ ସିଜିନଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଟୁର୍ନାମେଣ୍ଟ ୫-୨୨ସେପ୍ଟେମ୍ବର ପର୍ଯ୍ୟନ୍ତ ଖେଳାଯିବ, ଯେଉଁଥିରେ ଭାରତୀୟ ଜାତୀୟ କ୍ରିକେଟ ଦଳ ପାଇଁ ଖେଳୁଥିବା ଖେଳାଳିଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଜାତୀୟ ଦଳ ପାଇଁ…

ଭାରତ ମନା କରିବା ପରେ ଏହି ଆଫ୍ରିକୀୟ ଦେଶରେ ହୋଇପାରେ ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ,୧୭।୮: ପୁରୁଷ ଟି -୨୦ ବିଶ୍ୱକପ ଚଳିତ ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତୀୟ ଦଳ ଚାମ୍ପିୟନ ହୋଇଥିଲେ। ଏହି ବିଶ୍ୱକପ ପରେ ଆଇସିସିର ପରବର୍ତ୍ତୀ ବଡ କାର୍ଯ୍ୟକ୍ରମ ଥିଲା ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?