ଖେଳ

ଏତିକି ଟଙ୍କାରେ ବିକ୍ରି ହେଲା ବିରାଟ କୋହଲିଙ୍କ ଜର୍ସି: ଧୋନୀ-ରୋହିତଙ୍କ ବ୍ୟାଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୪।୮: ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଏବଂ ତାଙ୍କ ସ୍ତ୍ରୀ ଆଥିଆ ଶେଟ୍ଟୀ ନିକଟରେ ‘କ୍ରିକେଟ ଫର୍‌ ଚାରିଟି’ ନିଲାମର ଆୟୋଜନ କରିଥିଲେ। ଅଭାବୀ ପିଲାମାନଙ୍କୁ ଶିକ୍ଷା ଯୋଗାଇବା ପାଇଁ କାର୍ଯ୍ୟ କରୁଥିବା ଭିପ୍‌ଲା ସଂଗଠନକୁ ସାହାଯ୍ୟ କରିବା ପାଇଁ ଏହି…

ଦ୍ୱିତୀୟ ଥର ବାପା ହେବାକୁ ଯାଉଛନ୍ତି ରୋହିତ ଶର୍ମା! ପତ୍ନୀ ରିତିକାଙ୍କ ଭିଡିଓ ଦେଖି…

ନୂଆଦିଲ୍ଲୀ,୨୪।୮: ଭାରତର ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ସିଏଟ କ୍ରିକେଟ ପୁରସ୍କାରରେ ଦେଖିବାକୁ ମିଳିଥିଲା। ଏହି ସମୟରେ ତାଙ୍କ ପତ୍ନୀ ରିତିକା ସଜଦେହ ମଧ୍ୟ ତାଙ୍କ ସହ ନଜର ଆସିଥିଲେ। ବର୍ତ୍ତମାନ ଇଭେଣ୍ଟ ସହ ଜଡିତ ଏକ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଶିଖର ଧାଓ୍ବନ୍‌

ନୂଆଦିଲ୍ଲୀ,୨୪।୮: ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଘରୋଇ ତଥା ଅନ୍ତର୍ଜାତୀୟ କ୍ରିକେଟ ପାଇଁ ସେ ବିଦାୟ ନେଇଛନ୍ତି। ଏହି ୩୭ ବର୍ଷୀୟ ଖେଳାଳି ୨୦୨୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ତାଙ୍କର…

ରୋମାଞ୍ଚକର ସ୍ଥିତିରେ ଭାରତ ଏବଂ ଅଷ୍ଟ୍ରେଲିଆ ମ୍ୟାଚ୍‌, ଦ଼୍ବିତୀୟ ଦିନରେ ୧୫ ୱିକେଟ୍‌…

ନୂଆଦିଲ୍ଲୀ, ୨୩।୦୮: ଗୋଲ୍ଡକୋଷ୍ଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଭାରତୀୟ ମହିଳା ଏ ଦଳ ଏବଂ ଅଷ୍ଟ୍ରେଲିଆ ମହିଳା ଏ ଦଳ ମଧ୍ୟରେ ଚାରି ଦିନିଆ ଟେଷ୍ଟର ଦ୍ୱିତୀୟ ଦିନରେ ଖେଳ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଦ୍ୱିତୀୟ ଦିନରେ ମୋଟ ୧୫ ୱିକେଟ ପଡ଼ିଥିଲା…

ଡାଇମଣ୍ଡ ଲିଗ୍‌ ୨୦୨୪ ଫାଇନାଲ୍‌ରେ ପଛରେ ପଡ଼ିଲେ ନୀରଜ

ନୂଆଦିଲ୍ଲୀ, ୨୩।୦୮: ଭାରତ ପାଇଁ ଅଲିମ୍ପିକ୍‌ରେ ସ଼୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଆଣିଥିବା ଜଭେଲିନ୍‌ ଷ୍ଟାର ନୀରଜ ଚୋପ୍ରା ୨୨ ଅଗଷ୍ଟରୁ ଲୁସାନେ ଡାଇମଣ୍ଡ ଲିଗ୍‌ରେ ଭାଗ ନେଇଛନ୍ତି । ନୀରଜଙ୍କୁ ଏହି ଲିଗ୍‌ରେ ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି…

ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ କ୍ରିଷ୍ଟିଆନୋ ରୋନାଲଡୋ: ପ୍ରଥମ ଦିନରେ ହେଲେ ଏତିକି ସବ୍‌ସ୍ରାଇବର୍‌

ନୂଆଦିଲ୍ଲୀ,୨୩।୮:ପର୍ତ୍ତୁଗାଲର କିମ୍ବଦନ୍ତୀ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ୟୁଟ୍ୟୁବ ଜଗତରେ ପ୍ରବେଶ କରିଛନ୍ତି। ସେ ନିକଟରେ ଏକ ନୂତନ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି। ଏହାସହ ସେ ଏକ ନୂଆ ରେକର୍ଡ ମଧ୍ୟ କରିଛନ୍ତି। କ୍ରିଷ୍ଟିଆନୋ ରୋନାଲଡୋଙ୍କ ୟୁଟ୍ୟୁବ ଚ୍ୟାନେଲ ସୃଷ୍ଟି କରିବାର…

କ୍ରିକେଟରୁ ଅବସର ନେଲେ କେ.ଏଲ ରାହୁଲ! ସୋସିଆଲ ମିଡିଆରେ…

ନୂଆଦିଲ୍ଲୀ,୨୩।୮: ଆଜିକାଲି ସୋସିଆଲ ମିଡିଆରେ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର କେ.ଏଲ ରାହୁଲ ବହୁତ ଟ୍ରେଣ୍ଡ କରୁଛନ୍ତି। ନିକଟରେ ରାହୁଲ ଶ୍ରୀଲଙ୍କା ବିପକ୍ଷ ଦିନିକଆ ସିରିଜରେ ଭାଗ ନେଇଥିଲେ, କିନ୍ତୁ ସେ ଅଧିକ ଫର୍ମରେ ନ ଥିଲେ। ସମ୍ପ୍ରତି ସେ ବାଂଲାଦେଶ…

ଇଂଲଣ୍ଡ କ୍ରିକେଟ୍‌ରେ ରାଜ୍‌ କରୁଛନ୍ତି ଏହି ଭାରତୀୟ କ୍ରିକେଟର୍‌ଙ୍କ ପୁଅ

ମାଞ୍ଚେଷ୍ଟର,୨୩।୮: ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମାଞ୍ଚେଷ୍ଟରରେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୩୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଦ୍ୱିତୀୟ ଦିନର ଖେଳ ଶେଷ ହେବା ପୂର୍ବରୁ…

ଦିଲ୍ଲୀ ପୋଲିସ ବିରୋଧରେ ବଡ଼ ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୨୩।୮: ଭାରତୀୟ ରେସଲର ଭିନେଶ ଫୋଗଟ ଦିଲ୍ଲୀ ପୋଲିସ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ଭିନେଶ ଫୋଗଟ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କୋର୍ଟରେ ବ୍ରିଜଭୂଷଣଙ୍କ ବିରୋଧରେ ସାକ୍ଷ୍ୟ ଦେଉଥିବା ମହିଳା ରେସଲରଙ୍କ ସୁରକ୍ଷାକୁ ଦିଲ୍ଲୀ ପୋଲିସ ହଟାଇ ଦେଇଛି।…

ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୩।୮: ନୀରଜ ଚୋପ୍ରା ପୁଣି ଥରେ କମାଲ କରିଦେଇଛନ୍ତି। ସେ ମାତ୍ର ୧୪ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ୮୯.୪୫ମିଟର ଥ୍ରୋ କରିଥିଲେ। ବର୍ତ୍ତମାନ ଲୁସାନେ ଡାଇମଣ୍ଡ ଲିଗରେ ସେ ଜାଭେଲିନରେ ୮୯. ୪୯ ମିଟର…

ୟୁଟ୍ୟୁବ୍‌ରେ ରୋନାଲ୍ଡୋଙ୍କ ବିଶ୍ୱ ରେକର୍ଡ

ଭୁବନେଶ୍ୱର,୨୩ା୮(ଶର୍ମିଷ୍ଠା ପାଣିଗ୍ରାହୀ): ବିଶ୍ୱ ଫୁଟ୍‌ବଲ୍‌ର ଚର୍ଚ୍ଚିତ ଚେହେରା ତଥା ପର୍ତ୍ତୁଗାଲର ଷ୍ଟାର୍‌ କ୍ରିଷ୍ଟିଆନୋ ରୋନାଲ୍ଡୋ ପୁଣି ଏକ ନୂଆ ବିଶ୍ୱ ରେକର୍ଡ କରିଛନ୍ତି। ଏଥର ଖେଳରେ ନୁହେଁ, ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ। ସେ ବୁଧବାର ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଥିବା ବେଳେ…

ଲଣ୍ଡନରୁ ଭାରତ ଫେରିବେ ବିରାଟ-ଅନୁଷ୍କା, ୭ ମାସ ପରେ ଏଭଳି ହିଣ୍ଟ୍‌ ଦେଲେ ଅଭିନେତ୍ରୀ, କହିଲେ…

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ତାରକା କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଗତ ୭ ମାସ ଧରି ଲଣ୍ଡନରେ ଅଛନ୍ତି। ପୁଅ ଆକାୟଙ୍କ ଜନ୍ମ ପରେ ଅଭିନେତ୍ରୀ ଝିଅ ଭାମିକାଙ୍କ ସହ ଲଣ୍ଡନରେ ଅଛନ୍ତି। ବିରାଟ କୋହଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?