ଖେଳ

ବିବାହ ପକ୍କା! ନୀରଜ ଚୋପ୍ରାଙ୍କୁ ଭେଟିଲେ ମନୁ ଭାକରଙ୍କ ମା’, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୨ା୮: ଶେଷ ହୋଇଛି ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସ। ଏହି ଅଲିମ୍ପିକ୍ସରେ ଭାରତ ମୋଟ୍‌ ୬ଟି ପଦକ ଜିତିଥିଲା। ଏହି ଅଲିମ୍ପିକ୍ସର ଭାରତର ପ୍ରଥମ ପଦକ ମହିଳା ଶୁଟର ମନୁ ଭାକର ଜିତିଥିଲେ। ଭାରତ ମୋଟ୍‌ ପାଞ୍ଚଟି ବ୍ରୋଞ୍ଜ ପଦକ ଜିତିଥିବା ବେଳେ…

ଭିନେଶଙ୍କୁ ଦିଆଯାଉ ଭାରତ ରନ୍ନ… ସପକ୍ଷରେ ବାହାରିଲା ଖାପ ପଞ୍ଚାୟତ

ନୂଆଦିଲ୍ଲୀ,୧୨।୮: ରବିବାର ହରିୟାଣାର ଅନେକ ଖାପ ପଞ୍ଚାୟତ ମହିଳା ରେସଲର ଭିନେଶ ଫୋଗଟଙ୍କ ସମର୍ଥନରେ ବାହାରିଥିଲେ। ସୂଚନାଯୋଗ୍ୟ,, ୧୦୦ଗ୍ରାମ ଅଧିକ ଓଜନ ହେତୁ ପ୍ୟାରିସ ଅଲିମ୍ପିକ୍ସର ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇଥିଲେ। ତେବେ ଖାପ ପଞ୍ଚାୟତ (ଜାତି ଆଧାରରେ) ହରିୟାଣାର…

କୋହଲି-ରୋହିତ ଭଳି ବଡ଼ ଖେଳାଳିଙ୍କ ରାଜ୍‌ ଖୋଲିଲେ ରାହୁଲ ଦ୍ରାବିଡ: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୧୨।୮: ୨୦୨୪ ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡ ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେଇଥିଲେ ବିଶ୍ୱକପ ଶେଷ ହେବା ସହିତ ଦ୍ରାବିଡଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା। ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ…

ପଦକ ତାଲିକାରେ ଆମେରିକା ପ୍ରଥମ

ପ୍ୟାରିସ୍‌,୧୨ା୮: ପ୍ୟାରିସ୍‌ ଅଲିମ୍ପିକ୍ସ ଶେଷ ହୋଇଥିବା ବେଳେ ଆମେରିକା ପଦକ ତାଲିକାର ପ୍ରଥମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଆରମ୍ଭରୁ ଚାଇନା ପଦକ ତାଲିକାରେ ଅଧିକ ସ୍ବର୍ଣ୍ଣ ପଦକ ସହ ପ୍ରଥମ ସ୍ଥାନରେ ରହିଥିଲା। ତେବେ ଟୁର୍ନାମେଣ୍ଟର ଅନ୍ତିମ ଇଭେଣ୍ଟରେ…

ପୁଣି ଦେଖାହେବ ଲସ୍‌ ଏଞ୍ଜେଲ୍ସରେ

ପ୍ୟାରିସ ଅଲିମ୍ପିକ୍ସ ଶେଷ ହୋଇଛି। ପୁଣି ଦେଖାହେବ ଲସ୍‌ ଏଞ୍ଜେଲ୍ସରେ। ଏହି ବାର୍ତ୍ତା ଉଦ୍‌ଯାପନୀ ସମାରୋହରେ ଉଦ୍‌ଭାଷିତ ହୋଇଛି। କାରଣ ପ୍ରତିଯୋଗିତାର ପରବର୍ତ୍ତୀ ସଂସ୍କରଣ ୨୦୨୮ରେ ଲସ୍‌ ଏଞ୍ଜେଲ୍ସରେ ଅନୁଷ୍ଠିତ ହେବ। ଏହା ଜୁଲାଇ ୧୪ରୁ ୩୦ ପର୍ଯ୍ୟନ୍ତ ଆୟୋଜନ କରାଯିବାକୁ…

ଅଲିମ୍ପିକ୍ସ ଉଦ୍‌ଯାପିତ, ଭାରତକୁ ୬ ପଦକ

ପ୍ୟାରିସ, ୧୨।୮: ପ୍ୟାରିସ୍‌ ଅଲିମ୍ପିକ୍ସ ରବିବାର ଉଦ୍‌ଯାପିତ ହୋଇଛି। ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା କ୍ରୀଡ଼ା ଜଗତର ଏହି ମହା ପ୍ରତିଯୋଗିତା ଏକାଧିକ କାରଣ ପାଇଁ ବିବାଦ ଘେରରେ ରହିଥିବାବେଳେ ସଫଳ ଆୟୋଜନର ସ୍ମରଣୀୟ ସ୍ମୃତି ଛାଡ଼ିଛି। ଅଲିମ୍ପିକ୍ସର ୩୪ତମ ସଂସ୍କରଣରେ…

ଆଇଫେଲ ଟାଓ୍ବାର ଉପରେ ଚଢିଗଲେ ଯୁବକ, ଆଉ ତା’ପରେ…

ପ୍ୟାରିସ,୧୧ା୮: ପ୍ୟାରିସ ଅଲିମ୍ପିକ୍ସ ଉଦ୍‌ଯାପନୀ ଉତ୍ସବର କିଛି ଘଣ୍ଟା ପୂର୍ବରୁ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ଫୁଙ୍ଗୁଳା ଦେହରେ ଆଇଫେଲ ଟାଓ୍ବାର ଉପରକୁ ଚଢୁଥିବା ଦେଖିବାକୁ ମିଳିଥିଲା। ଫ୍ରେଞ୍ଚ ପୋଲିସ ତୁରନ୍ତ ଆଇଫେଲ ଟାଓ୍ବାର ଅଞ୍ଚଳକୁ ଖାଲି…

୩୮ ବର୍ଷ ଭିତରେ ପ୍ରଥମଥର ଘଟିଲା ଏମିତି, ଚଳିତ ବର୍ଷ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍‌…

ନୁଆଦିଲ୍ଲୀ,୧୧।୮: ଚଳିତ ବର୍ଷ ଟିମ ଇଣ୍ଡିଆକୁ ଆଉ ଗୋଟିଏ ଦିନିକିଆ ମ୍ୟାଚ ଖେଳିବାକୁ ପଡିବ । ନିକଟରେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିଥିଲା। ଏହି ସିରିଜରେ ଟିମ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ…

କାଶୀ ବିଶ୍ୱନାଥରେ ହକି ଖେଳାଳି

ବାରାଣାସୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳ ସ୍ପେନକୁ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ବିଜୟ ପରେ ଭାରତୀୟ ଖେଳାଳି ଗୁରୁବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ହଜାର ହଜାର ଲୋକ ଉପସ୍ଥିତ ରହି ଜୋରଦାର…

କୋଚିଂ କ୍ୟାରିୟରର ସବୁଠାରୁ ଖରାପ ମୁହୂର୍ତ୍ତ ବିଷୟରେ ଖୁଲାସା କଲେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ,୧୧।୮: ଭାରତୀୟ ପୂର୍ବତନ କୋଚ ରାହୁଲ ଦ୍ରାବିଡ ତାଙ୍କ କୋଚିଂ କ୍ୟାରିୟରର ସବୁଠାରୁ ଖରାପ ମୁହୂର୍ତ୍ତକୁ ପ୍ରକାଶ କରିଛନ୍ତି। ଦ୍ରାବିଡ କହିଛନ୍ତି,ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତି ନ ଥିବାରୁ ସେ ଦୁଃଖିତ। ନଭେମ୍ବର ୨୦୨୧ରେ ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ…

ପଦକ ଜିତିବା ପରେ ଖୁସିରେ ଡେଇଁପଡିଲେ କୋଚ, ଆସିଲା ହୃଦ୍‌ଘାତ:ଆଉ ତା’ପରେ

ପ୍ୟାରିସ୍‌,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ଉଜବେକିସ୍ତାନର ବକ୍ସିଂ ଦଳ ସ୍ବର୍ଣ୍ଣ ପଦକ ଜିତିଛି। ଏହା ପରେ ଉଜବେକିସ୍ତାନ ଦଳର ମୁଖ୍ୟ କୋଚ ତୁଲକିନ କିଲିଚେଭ ଖୁସିରେ ଡେଇଁପଡିଥିଲେ। କିନ୍ତୁ ଏହି ଖୁସି ମଧ୍ୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ଏହା ପରେ ବ୍ରିଟେନର ଟ୍ରେନିଂ…

ଭିନେଶଙ୍କୁ ମିଳିବ ସ୍ବର୍ଣ୍ଣ ପଦକ, ହେବ ଭବ୍ୟ ସ୍ବାଗତ

ଚଣ୍ଡିଗଡ,୧୧।୮: ଷ୍ଟାର ରେସଲର ଭିନେଶ ଫୋଗଟଙ୍କ ପାଇଁ ହରିୟାଣାରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଭିନେଶ ପ୍ୟାରିସ୍‌ରୁ ପ୍ରତ୍ୟାବର୍ତ୍ତନ ପରେ ଏକ ବିଶାଳ ସ୍ବାଗତ ସମାରୋହ ଅନୁଷ୍ଠିତ ହେବ। ଏହା ବ୍ୟତୀତ ତାଙ୍କୁ ସ୍ବର୍ଣ୍ଣ ପଦକ ମଧ୍ୟ ପ୍ରଦାନ କରାଯିବ। ୨୦୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?