ଖେଳ

‘ଭାରତରେ ହେବ ମହିଳା ହକି ଇଣ୍ଡିଆ ଲିଗ୍‌’

ଭୁବନେଶ୍ୱର, ୨୭।୮ (ତପନ ସ୍ବାଇଁ): ଭାରତରେ ହେବ ମହିଳା ହକି ଇଣ୍ଡିଆ ଲିଗ୍‌। ଏହା ଆସନ୍ତା ଡିସେମ୍ବରରେ ଆରମ୍ଭ ହୋଇ ଫେବୃୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ସର୍ବପ୍ରଥମ ମହିଳା ଲିଗ୍‌ରେ ୬ଟି ଫ୍ରାଞ୍ଚାଇଜ୍‌ ଦଳ ଭାଗନେବେ। ବିଶ୍ୱର ଶ୍ରେଷ୍ଠ ୧୬ଟି ହକି…

ଜୁନିୟର, ମହିଳା କ୍ରିକେଟରଙ୍କ ଲାଗି ବଡ଼ ଘୋଷଣା କଲେ ଜୟ ଶାହା

ନୂଆଦିଲ୍ଲୀ, ୨୬ା୮: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଘରୋଇସ୍ତରରେ ସମସ୍ତ ମହିଳା ଓ ଜୁନିୟର କ୍ରିକେଟ ପ୍ରତିଯୋଗିତାର ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟଙ୍କ ଲାଗି ପୁରସ୍କାର ବ୍ୟବସ୍ଥା ଲାଗୁ କରିଛି। ବିସିସିଆଇ…

ଆଇପିଏଲ ପୂର୍ବରୁ ବଡ଼ ଖବର: ପଞ୍ଜାବ କିଙ୍ଗ୍ସରେ ଶିଖର ଧାୱନଙ୍କ ସ୍ଥାନ ନେବେ ରୋହିତ ଶର୍ମା! ଜୋର୍‌ ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୮: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ମେଗା ନିଲାମରେ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳିପାରେ। ଯଦି ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମୁକ୍ତ କରେ ତେବେ ପଞ୍ଜାବ କିଙ୍ଗସ ତାଙ୍କୁ ଯେକୌଣସି ମୂହୁର୍ତ୍ତରେ…

ସନ୍ୟାସ ନେବା ପରେ ବଡ଼ ନିଷ୍ପତ୍ତି ନେଲେ ଶିଖର ଧାୱନ, ଏହି ଲିଗ୍‌ରେ…

ନୂଆଦିଲ୍ଲୀ,୨୬।୮: ପ୍ରାୟ ଦେଢ ଦଶନ୍ଧି ଧରି ଭାରତୀୟ କ୍ରିକେଟରେ ନିଜର ଶକ୍ତି ପ୍ରଦର୍ଶନ କରିବା ପରେ ଟିମ ଇଣ୍ଡିଆର ଗବର ତଥା ଶିଖର ଧାୱନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବତନ ଭାରତୀୟ ଓପନର୍‌ ଅବସର ନେବା ପରେ ସୋମବାର…

କୋହଲି ବଡ଼ ଭୁଲ୍‌ କରିଦେଇଛନ୍ତି, ପୂର୍ବତନ ବ୍ୟାଟିଂ କୋଚ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୬।୮: ଷ୍ଟାର କ୍ରିକେଟ୍‌ ଖେଳାଳି ବିରାଟ କୋହଲି ପରିସଂଖ୍ୟାନ ଆଧାରରେ ଭାରତୀୟ କ୍ରିକେଟ ଦଳର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ। ତାଙ୍କୁ ନେଇ ଟିମ ଇଣ୍ଡିଆର ପୂର୍ବତନ ବ୍ୟାଟିଂ କୋଚ ଥିବା ସଞ୍ଜୟ ବାଙ୍ଗର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ବିରାଟ…

ନୀରଜ ଚୋପ୍ରା ନୁହେଁ, ଏହି କ୍ରିକେଟର୍‌ଙ୍କ ସହ ସମୟ ବିତାଇବାକୁ ଚାହାନ୍ତି ମନୁ ଭାକର

ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ଭାରତ ପାଇଁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିଲେ ମନୁ ଭାକର। ସେବେଠାରୁ ସେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏକ ମିଡିଆ ସାକ୍ଷାତକାରରେ ମନୁ ସେହି କ୍ରିକେଟରଙ୍କ ନାମ ପ୍ରକାଶ କରିଛନ୍ତି ଯାହାଙ୍କ ସହ ସେ ଏକ ଘଣ୍ଟା…

ପାକିସ୍ତାନକୁ ନିଜ ମାଟିରେ ହରାଇଲା ବାଂଲାଦେଶ; ଟେଷ୍ଟ ଇତିହାସରେ ପ୍ରଥମ

ନୂଆଦିଲ୍ଲୀ,୨୫।୮: ବାଂଲାଦେଶ କ୍ରିକେଟ୍ ଟିମ୍ ପାକିସ୍ତାନକୁ ନିଜ ଘରେ ହରାଇ ବଡ ରେକର୍ଡ କରିଛି। ଟେଷ୍ଟ ଇତିହାସରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ଦଳର ଏହା ହେଉଛି ପ୍ରଥମ ବିଜୟ। ରାୱଲପିଣ୍ଡି ଟେଷ୍ଟର ପଞ୍ଚମ ଦିନରେ (୨୫ ଅଗଷ୍ଟ) ପାକିସ୍ତାନ ୩୦ ରନ୍‌ର…

ମନୁ ଭାକର ହେବେ କ୍ରିକେଟର! ସୂର୍ଯ୍ୟକୁମାରଙ୍କଠାରୁ ଶିଖୁଛନ୍ତି ଟେକନିକ

ନୂଆଦିଲ୍ଲୀ,୨୫।୮: ପ୍ୟାରିସ ଅଲିମ୍ପିକ୍ସ -୨୦୨୪ରେ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତର ଯୁବ ସୁଟର ମନୁ ଭାକର ବର୍ତ୍ତମାନ କ୍ରିକେଟର ହେବାକୁ ମନ ବଳାଇଛନ୍ତି। ମନୁ ଅନେକ ଖେଳ ଖେଳିଛନ୍ତି ଏବଂ ବର୍ତ୍ତମାନ କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତ।…

ଜେଏସ୍‌ପିକୁ ସିଏସ୍‌ଆର୍‌ ଟାଇମ୍ସ ପୁରସ୍କାର

ଭୁବନେଶ୍ୱର,୨୫।୮ (ଅଭୟ ଦାଶ): ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଜେଏସ୍‌ପିର ଉଲ୍ଲେଖନୀୟ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ପାଇଁ କମ୍ପାନୀ ୨ଟି…

ଏହି ୪ଖେଳାଳିଙ୍କ ଯୋଗୁଁ ଶିଖର ଧାୱନ ନେଲେ ସନ୍ୟାସ! ଜୋର ଧରିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: ଏକ ସମୟ ଥିଲା ଯେତେବେଳେ ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଯୋଡି ଦୁନିଆର ସର୍ବୋତ୍ତମ ଓପନିଂ ଯୋଡି ମଧ୍ୟରେ ଗଣାଯାଇଥିଲା। ଏହି ଯୋଡି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ଯୋଡିକୁ ମନେ ପକାଇ ଦେଉଥିଲା। ତେବେ ରୋହିତ-ଶିଖରଙ୍କ…

କାହିଁକି ହୋଇଥିଲା ଶିଖର ଧାୱନଙ୍କ ଛାଡପତ୍ର? ଜଣାପଡିଲା ବଡ଼ କାରଣ

ନୂଆଦିଲ୍ଲୀ,୨୪।୮: ଶିଖର ଧାୱନ ଆଜି କ୍ରିକେଟରୁ ଅବସର ନେଇଛନ୍ତି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କ୍ରିକେଟ ଜଗତକୁ ବିଦାୟ ଦେଇଛନ୍ତି । ତାଙ୍କର ଅବସର ପ୍ରଶଂସକଙ୍କୁ ତାଜୁବ କରି ଦେଇଛି। ଧାୱନ ଦୀର୍ଘ ସମୟ ଧରି ଟିମ…

କଂଗ୍ରେସରେ ସାମିଲ ହେବେ ଭିନେଶ ଫୋଗଟ! ଭୁପେନ୍ଦ୍ର ସିଂ ହୁଡା କହିଲେ…

ନୂଆଦିଲ୍ଲୀ,୨୪।୮: ଭାରତୀୟ ମହିଳା ରେସଲର ଭିନେଶ ଫୋଗଟ କ୍ରମାଗତ ଭାବରେ ଖବରରେ ଅଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ଫାଇନାଲ କୁସ୍ତି ମ୍ୟାଚ ପୂର୍ବରୁ ୧୦୦ ଗ୍ରାମ ଓଜନ ବୃଦ୍ଧି ହେତୁ ଭିନେଶଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହାପୂର୍ବରୁ ଭିନେଶ ତିନୋଟି ମ୍ୟାଚ ଜିତିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?