ଛାଡପତ୍ର ନେଇ ଇସାରା ଦେଲେ ଚହଲ! କହିଲେ ଏହା ସତ…

ନୂଆଦିଲ୍ଲୀ,୧୦।୧: ଟିମ ଇଣ୍ଡିଆର ଖେଳାଳି ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ଆଜିକାଲି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ସମୟ ଧରି ଏହି ଦମ୍ପତିଙ୍କ ଅଲଗା ହେବାର ଖବର ଆସୁଛି। ଦୁହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି। କେବଳ ଏତିକି ନୁହେଁ, ଚହଲ ଇନଷ୍ଟାଗ୍ରାମରୁ ଧନଶ୍ରୀଙ୍କ ସହ ଫଟୋ ମଧ୍ୟ ହଟାଇ ଦେଇଛନ୍ତି। ଛାଡପତ୍ର ଖବର ମଧ୍ୟରେ ଚହଲ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି। ସେ ଲେଖିଛନ୍ତି- ମୁଁ ଜଣେ ଖେଳାଳି ହୋଇଥିବାରୁ ଗର୍ବିତ, ମୁଁ ଜଣେ ପୁଅ, ଭାଇ ଏବଂ ବନ୍ଧୁ ମଧ୍ୟ।

ଚହଲ ତାଙ୍କ ପୋଷ୍ଟରେ ଛାଡପତ୍ର ଖବର ଉପରେ ସିଧାସଳଖ ପ୍ରତିକ୍ରିୟା ଦେଇନାହାଁନ୍ତି। କିନ୍ତୁ ସେ ଏପରି କିଛି ଲେଖିଛନ୍ତି ଯାହା ଛାଡପତ୍ରକୁ ସଙ୍କେତ ଦେଉଛି। ସେ ପୋଷ୍ଟରେ ଲେଖିଛନ୍ତି ଯେ ସୋସିଆଲ ମିଡିଆରେ କରାଯାଉଥିବା ଦାବି ସତ ହୋଇପାରେ କିମ୍ବା ନ ହୋଇପାରେ। ସେ ଆହୁରି କହିଛନ୍ତି, ‘ମୁଁ ମୋର ସମସ୍ତ ପ୍ରଶଂସକଙ୍କ ପ୍ରେମ ଏବଂ ସମର୍ଥନ ପାଇଁ କୃତଜ୍ଞ, ଯାହା ବିନା ମୁଁ ଏଠାରେ ପହଞ୍ଚିପାରି ନଥାନ୍ତି।’ କିନ୍ତୁ ଏହି ଯାତ୍ରା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ! କାରଣ ମୋ ଦେଶ, ମୋ ଦଳ ଏବଂ ମୋ ପ୍ରଶଂସକମାନଙ୍କ ପାଇଁ ଏବେ ବି ଅନେକ ଅବିଶ୍ୱସନୀୟ ଓଭର ବାକି ଅଛି ! ମୁଁ ଜଣେ ଖେଳାଳି ହେବା ପାଇଁ ଗର୍ବିତ, କିନ୍ତୁ ମୁଁ ଜଣେ ପୁଅ, ଭାଇ ଏବଂ ବନ୍ଧୁ ମଧ୍ୟ।

युजवेंद्र चहल ने खुद दे दिया धनश्री संग तलाक का सबूत! कहा- मेरे परिवार को बहुत दुख हुआ

ମୁଁ ସାମ୍ପ୍ରତିକ ଘଟଣାବଳୀ, ବିଶେଷକରି ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଲୋକଙ୍କ କୌତୂହଳକୁ ବୁଝିପାରୁଛି। ଜଣେ ପୁଅ, ଭାଇ ଏବଂ ବନ୍ଧୁ ଭାବରେ, ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି କଳ୍ପନାଜଳ୍ପନାରେ ସାମିଲ ହୁଅନ୍ତୁ ନାହିଁ କାରଣ ଏହା ମୋତେ ଏବଂ ମୋ ପରିବାରକୁ ଅତ୍ୟଧିକ କଷ୍ଟ ଦେଉଛି। ମୋର ପାରିବାରିକ ମୂଲ୍ୟବୋଧ ମୋତେ ସର୍ବଦା ସମସ୍ତଙ୍କ ମଙ୍ଗଳ କାମନା କରିବାକୁ ଏବଂ କଠିନ ପରିଶ୍ରମ ମାଧ୍ୟମରେ ସଫଳତା ପାଇଁ ପ୍ରୟାସ କରିବାକୁ ଶିଖାଇଛି, ଏବଂ ମୁଁ ଏହି ମୂଲ୍ୟବୋଧଗୁଡ଼ିକ ପ୍ରତି ପ୍ରତିବଦ୍ଧ। ଦିବ୍ୟ ଆଶୀର୍ବାଦ ସହିତ, ମୁଁ ସର୍ବଦା ଆପଣଙ୍କ ପ୍ରେମ ଏବଂ ସମର୍ଥନ ପାଇବାକୁ ଚେଷ୍ଟା କରିବି, ସହାନୁଭୂତି ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?