ରାଜ୍ୟବର୍ଦ୍ଧନ ସିଂ ରାଠୋର: ଅଲିମ୍ପିକ୍ସରେ ରୌପ୍ୟ ଜିତିବାଠାରୁ ରାଜନୀତି ମୈଦାନ
ପୂର୍ବତନ ଭାରତୀୟ ଶୁଟର୍ ରାଜ୍ୟବର୍ଦ୍ଧନ ସିଂ ରାଠୋର ବୁଧବାର ୫୦ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୪ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ରାଜ୍ୟବର୍ଦ୍ଧନ ଏବେ ରାଜନୀତିରେ ମଧ୍ୟ କରିସ୍ମା ଦେଖାଇଛନ୍ତି। ରାଜସ୍ଥାନର ଜୟପୁର ଗ୍ରାମୀଣ ଲୋକ ସଭା ଆସନରୁ…
ଆଡଭାନୀଙ୍କୁ ୧୦ମ ଜାତୀୟ ବିଲିୟାର୍ଡ୍ସ ଟାଇଟଲ
ପୁଣେ, ୨୯ା୧ (ପି.ଟି.)-ଭାରତର ଅଗ୍ରଣୀ କ୍ୟୁଇଷ୍ଟ ପଙ୍କଜ ଆଡ୍ଭାନୀ ୧୦ମ ଥର ପାଇଁ ଜାତୀୟ ସିନିୟର ବିିଲିୟାଡର୍ସ ଟାଇଟଲ ହାସଲ କରିଛନ୍ତି। ଏଠାରେ ମଙ୍ଗଳବାର ଅନୁଷ୍ଠିତ ଫାଇନାଲରେ ସେ ସୌରଭ କୋଠାରୀଙ୍କ ବିପକ୍ଷରେ ୫-୨ରେ ବିଜୟ ହାସଲ କରିଛନ୍ତି। ସିନିୟର କାଟେଗୋରିରେ…
ଫେଡରର-ଜୋକୋଭିଚ୍ ସେମିଫାଇନାଲ
ମେଲବୋର୍ନ, ୨୯ା୧ (ଏଏଫ୍ପି)-ଚଳିତ ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ଏକ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲ ମ୍ୟାଚ ଦୁଇ ଷ୍ଟାର ଖେଳାଳି ସୁଇଜରଲାଣ୍ଡର ରୋଜର ଫେଡରର ଏବଂ ସର୍ବୀୟାର ନୋଭାକ ଜୋକୋଭିଚ୍ଙ୍କ ମଧ୍ୟରେ ହେବ। ମଙ୍ଗଳବାର ଅନୁଷ୍ଠିତ ଏକ କ୍ୱାର୍ଟର ଫାଇନାଲରେ…
ରଣଜୀ ଟ୍ରଫି: ଦୃଢ଼ ସ୍ଥିତିରେ ଓଡ଼ିଶା; ଅଭିଷେକ-ଦେବବ୍ରତଙ୍କ ଶତକୀୟ ଭାଗୀଦାରି
କଟକ ଅଫିସ,୨୯ା୧- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍ର ଦ୍ୱିତୀୟ ଦିବସ ଖେଳ ଶେଷ ହୋଇଛି। ଘରୋଇ ପରିବେଶରେ ଓଡ଼ିଶାର ପ୍ରଦର୍ଶନ ଆସାମ ଉପରେ ଭାରି ରହିଛି। ଓଡ଼ିଶାର ପ୍ରଥମ ଇନିଂସରେ ୪୩୬ରନ କରିବାପରେ ଆସାମ ୩…
କଳିଙ୍ଗରେ ଓଡ଼ିଶା ଏଫ୍ସି-ଗୋଆ ମୁକାବିଲା
ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ଇଣ୍ଡିଆନ ସୁପରଲିଗ୍ (ଆଇଏସ୍ଏଲ୍) ସିଜନର ଏକ ହେଭିଓ୍ବେଟ ମୁକାବିଲାରେ ବୁଧବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଓଡ଼ିଶା ଏଫ୍ସି ଓ ଶକ୍ତିଶାଳୀ ଏଫ୍ସି ଗୋଆ। ଘରୋଇ ଗ୍ରାଉଣ୍ଡ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଏଫସି ଏପର୍ଯ୍ୟନ୍ତ ଖେଳିଥିବା ମ୍ୟାଚରେ…
ତୃତୀୟ ଟି୨୦: ନ୍ୟୁଜିଲାଣ୍ଡରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ଭାରତ
ହାମିଲଟନ, ୨୯।୧(ପି.ଟି.)- ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ପାଇଁ ଭାରତ ଟି୨୦ ସିରିଜ ଜିତିବାର ସମ୍ଭାବନା ସୃଷ୍ଟି କରିଛି। ସ୍ଥାନୀୟ ସେଡନ ପାର୍କ ଗ୍ରାଉଣ୍ଡରେ ଭାରତ ଓ ଘରୋଇ ଦଳ ମଧ୍ୟରେ ବୁଧବାର ତୃତୀୟ ଟି୨୦ ମ୍ୟାଚ୍ ଖେଳାଯିବ। ଅକ୍ଲାଣ୍ଡରେ ଖେଳାଯାଇଥିବା ପ୍ରଥମ…
୧ ରନ୍ ପାଇଁ ଦ୍ୱିଶତକରୁ ହୋଇଛନ୍ତି ବଞ୍ଚିତ ୫ କ୍ରିକେଟର
କ୍ରିକେଟରେ ଆଉଟ୍ ଏକ ଏଭଳି ଶବ୍ଦ, ଯାହା କୌଣସି ବ୍ୟାଟ୍ସମ୍ୟାନ୍ ଶୁଣିବାକୁ ଚାହିଁନଥାନ୍ତି । ଟେଷ୍ଟ ମ୍ୟାଚରେ ବ୍ୟାଟ୍ସମ୍ୟାନ୍ ୧ ରନ୍ କରି ଖାତା ଖୋଲିଲେ ଶତକ କିମ୍ବା ଦ୍ୱିଶତକ କରିବାର ଲକ୍ଷ୍ୟ ରଖିଥାନ୍ତି। କିନ୍ତୁ ଯଦି ୧୯୯ରେ ପହଞ୍ଚି ଦ୍ୱିଶତକ…
୧୯ ବର୍ଷରୁ କମ୍ ବିଶ୍ୱକପ୍: ଅଷ୍ଟ୍ରେଲିଆକୁ ହରାଇ ସେମିରେ ଭାରତ
ପୋଚେଫ୍ସଟ୍ରୁମ୍, ୨୮।୧(ପି.ଟି.)- ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ରେ ଗତଥରର ଚାମ୍ପିୟନ ଭାରତ ସେମିଫାଇନାଲରେ ପ୍ରବେଶ କରିଛି। ବିଶ୍ୱକପ୍ର ଏହି ୧୩ତମ ସଂସ୍କରଣରେ ଭାରତ ମଙ୍ଗଳବାର ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୭୪ ରନରେ ପରାସ୍ତ କରି…
ମାର୍ଚ୍ଚ ୧୪ରେ ଆଇଏସ୍ଏଲ ଫାଇନାଲ
ମୁମ୍ବାଇ, ୨୮ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୪ରେ ଖେଳାଯିବ। ଫ୍ରାଞ୍ଚାଇଜ୍ ଭିତ୍ତିକ ଇଭେଣ୍ଟର ଆୟୋଜକ ଫୁଟ୍ବଲ ସ୍ପୋଟର୍ସ ଡେଭଲପମେଣ୍ଟ ଲିମିଟେଡ୍ (ଏଫ୍ଏସ୍ଡିଏଲ୍) ପକ୍ଷରୁ ମଙ୍ଗଳବାର ଏହା ଘୋଷଣା କରାଯାଇଛି। ସେମିଫାଇନାଲର ପ୍ରଥମ ସେଟ୍…
ଡେଲ୍ ପୋଟ୍ରୋଙ୍କ ଆଣ୍ଠୁରେ ପୁଣି ଅସ୍ତ୍ରୋପଚାର
ପ୍ୟାରିସ, ୨୮ା୧ (ଏଏଫ୍ପି)- ମାୟାମିଠାରେ ପୂର୍ବତନ ୟୁଏସ୍ ଓପନ ଚାମ୍ପିୟନ ଜୁଆନ ମାର୍ଟିନ ଡେଲ୍ ପୋଟ୍ରୋଙ୍କ ଡାହାଣ ଆଣ୍ଠୁରେ ସୋମବାର ଆସ୍ତ୍ରୋପଚାର ହୋଇଛି। ଆର୍ଜେଣ୍ଟିନାର ଏହି ଖେଳାଳି ୨୦୧୯ରୁ ଖେଳରୁ ଦୂରେଇ ରହିଥିଲେ। ଡାହାଣ ଆଣ୍ଠୁରେ ଡେଲ୍ ପୋଟ୍ରୋଙ୍କର ଏହା ହେଉଛି…
ସିଟି ବଜାଇବାରେ କିଏ ଆଗରେ ଧୋନୀ ନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ
ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ ପଡିଆକୁ ଫେରିବେ ତାହା ଏବେ ପ୍ରଶ୍ନବାଚୀ ହୋଇ ରହିଛି। ଧୋନୀ କ୍ରିକେଟରୁ ଦୂରେଇ ଏବେ ନିଜ ପରିବାର…
ବ୍ରଡ ଦଣ୍ଡିତ
ଜୋହାନ୍ସବର୍ଗ,୨୮।୧: ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ଦ୍ୱିତୀୟ ଇନିଂସବେଳେ ପ୍ରତିପକ୍ଷ ଅଧିନାୟକ ଫାପ ଡୁପ୍ଲେସିଙ୍କୁ ଖରାପ ଭାଷାରେ ଗାଳି କରିଥିଲେ, ଯାହା ସିଧା ପ୍ରସାରଣ…

