ପୁଣି ଜାମ୍ପାଙ୍କୁ ଉଇକେଟ ଦେଲେ କୋହଲି
ରାଜକୋଟ,୧୭।୧- ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ତଥା ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ଅଷ୍ଟ୍ରେଲିଆନ ଲେଗ୍ ସ୍ପିନର ଆଡାମ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଛନ୍ତି। ୭୬ ବଲରେ ୭୮ ରନ୍ କରି ଖେଳୁଥିବା କୋହଲି ସ୍ପିନର ଜାମ୍ପାଙ୍କ ବଲକୁ ଉଠାଇ…
ଶତକରୁ ବଞ୍ଚିତ ଧାଓ୍ବନ
ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଓପନର ଶିଖର ଧାଓ୍ବନ ଅଳ୍ପକେ ଶତକରୁ ବଞ୍ଚିତ ହୋଇଛନ୍ତି। ସେ ୯୬ ରନ୍ର ଇନିଂସ ଖେଳି ପ୍ୟାଭିଲୟନ ଫେରିଛନ୍ତି। କେନ ରିଚାର୍ଡସନଙ୍କ ବଲରେ ଧାଓ୍ବନ ଚୌକା ହାସଲ କରିବା ଲୋଭରେ ଫାଇନ…
ସାବାସ ସ୍ବସ୍ତି
ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ୨ଟି ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରି ସେ ନିଜ ପ୍ରତିଭା ଏବଂ ଦକ୍ଷତାର ପରିଚୟ ଦେଇଛନ୍ତି ଆର୍ଏସ୍ପିର ସ୍ବସ୍ତି ସିଂ। ରାଜ୍ୟରେ ଅଭ୍ୟାସ ପାଇଁ ପିଚ୍ ଟ୍ରାକ୍…
ଗର୍ଲଫ୍ରେଣ୍ଡଙ୍କ ପାଇଁ ଅଭିନେତ୍ରୀଙ୍କୁ ହ୍ବାଟସ୍ଆପ୍ରୁ ବ୍ଲକ୍ କଲେ ଋଷଭ୍ ପନ୍ତ
ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ସହ ଏକ ଡିନର୍ ଡେଟ୍ରେ ଯାଇ ଫସିଯାଇଛନ୍ତି ଉଇକେଟ୍କିପର୍ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଏଥିପାଇଁ ସୋସିଆଲ ମିଡିଆରେ ସେ ଟ୍ରୋଲ୍ ହେବାସହ ତାଙ୍କ ଗର୍ଲଫ୍ରେଣ୍ଡ୍ ଇଶା ନେଗି ମଧ୍ୟ ରାଗିଯାଇଛନ୍ତି। ବାଧ୍ୟ ହୋଇ ଉର୍ବଶୀଙ୍କୁ…
ଉଚ୍ଚାଭିଳାଷୀ ଆର୍ଯ୍ୟନ
ଆଖିରେ ଅସୁମାରି ସ୍ବପ୍ନ, ଏହାକୁ ସାକାର କରିବା ପାଇଁ ଅସୀମ ମନୋବଳ । ରାଜ୍ୟରେ ଲୋକପ୍ରିୟ ନ ଥିବା ଏକ କ୍ରୀଡ଼ାକୁ କ୍ୟାରିୟର କରି ଆଗକୁ ବଢ଼ିବାର ଦୁର୍ବାର ପ୍ରୟାସ । ଲକ୍ଷ୍ୟ ପଥରେ ଅଗ୍ରସର ହେବାବେଳେ କିଛି ପାହାଚ ଚଢ଼ିଛନ୍ତି,…
ଧାଓ୍ବନଙ୍କ କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ
ରାଜକୋଟ,୧୭।୧- ଅଷ୍ଟ୍ରେଲିଆ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଓପନର ଶିଖର ଧାଓ୍ବନ ଅର୍ଦ୍ଧଶତକ ହାସଲ କରିଛନ୍ତି। ପୂରା ଫର୍ମରେ ଥିବା ଧାଓ୍ବନଙ୍କ ଏହା କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ। ୬୩ ବଲ ଖେଳି ୭ ଚୌକା ସହାୟତାରେ ସେ ଅର୍ଦ୍ଧଶତକ ପୂରଣ…
ହରଭଜନଙ୍କୁ କ୍ୟାନ୍, କୁଡ୍ ମଧ୍ୟରେ ପାର୍ଥକ୍ୟ ଜଣା ନ ଥିଲା
ଜଣେ ଇଂଲିଶ ଭାଷାରେ ଦୁର୍ବଳ ହେବା ଆମ ଦେଶରେ କିଛି ନୂଆ ନୁହେଁ। ଅନେକ ଶିକ୍ଷାର୍ଥୀଙ୍କୁ ଇଂଲିଶ ଭାଷାର ସାଧାରଣ ଓ୍ବାର୍ଡ ଯଥା କ୍ୟାନ୍ ଓ କୁଡ୍ ମଧ୍ୟର ଫରକ ଜଣା ନ ଥାଏ। ସମାନ ସମସ୍ୟା ଥିଲା ଭେଟେରାନ ଭାରତୀୟ…
ଟସ୍ ଜିତିଲା ଅଷ୍ଟ୍ରେଲିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ
ରାଜକୋଟ,୧୭।୧: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଆରମ୍ଭ ହୋଇଛି। ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଖେଳାଯାଉଥିବା ଥିବା ଏହି ମ୍ୟାଚରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ଟିମ ଇଣ୍ଡିଆ…
ପ୍ରଥମ ଭାରତୀୟ ଭାବେ ବିରାଟ କୋହଲି କିଣିଲେ ଏହି କାର୍
ନୂଆଦିଲ୍ଲୀ,୧୭।୧: ଜର୍ମାନୀର ଲଗଜରୀ ବ୍ରାଣ୍ଡ୍ ଅଡି ନୂଆ SUV Audi Q8 ଭାରତରେ ଲଞ୍ଚ୍ ହୋଇଛି। ଏହି ଗାଡିର ମୂଲ୍ୟ ୧.୩୩ କୋଟି ଟଙ୍କା ରହିଛି। ଏହି ଦମ୍ଦାର ଗାଡିର ଲଞ୍ଚ୍ ଇଭେଣ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି…
ଦ୍ୱିତୀୟ ଦିନିକିଆ ଆଜି: ଭାରତ ପାଇଁ ବିଜୟ ଅପରିହାର୍ଯ୍ୟ; ୩ ନମ୍ବରରେ ବ୍ୟାଟିଂ କରିବେ କୋହଲି
ରାଜକୋଟ,୧୭।୧(ପି.ଟି.)- ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଶୁକ୍ରବାର ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ମୁମ୍ବାଇରେ ପ୍ରଥମ ଦିନିକିଆରେ ୧୦ ଉଇକେଟରେ ଲଜ୍ଜାଜନକ ଭାବେ ପରାସ୍ତ ହୋଇଥିବା ଭାରତ ୩ ମ୍ୟାଚ୍ ବିଶିଷ୍ଟ ଏହି…
ତୃତୀୟ ଟେଷ୍ଟ: ଇଂଲଣ୍ଡ ୨୨୪/୪
ପୋର୍ଟ ଏଲିଜାବେଥ,୧୭।୧- ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ ଆରମ୍ଭ କରି…
ଗ୍ରେଡ୍ ‘ବି’କୁ ଖସିଲେ ମିତାଲି
ନୂଆଦିଲ୍ଲୀ, ୧୭।୧(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) କେନ୍ଦ୍ରୀୟ ଚୁକ୍ତିରେ ଗ୍ରେଡ୍ ‘ଏ’ରୁ ଖସି ଗ୍ରେଡ୍ ‘ବି’ରେ ସ୍ଥାନ ପାଇଛନ୍ତି ଭେଟେରାନ ମହିଳା କ୍ରିକେଟର ମିତାଲି ରାଜ। ତେବେ ରାଧା ଯାଦବ ଓ ତାନିୟା ଭାଟିଆ ଗ୍ରେଡ୍ ‘ବି’କୁ ଉନ୍ନୀତ ହୋଇଛନ୍ତି।…

