ଅର୍ଜୁନ ପୁରସ୍କାର ପ୍ରାପ୍ତ ଖେଳାଳିଙ୍କ କାର ଚୋରି
ନୂଆଦିଲ୍ଲୀ,୫ା୧୨(ପି.ଟି.)- ୩୦ ବର୍ଷୀୟ ଅର୍ଜୁନ ସମ୍ମାନପ୍ରାପ୍ତଙ୍କ କାର୍ ସମ୍ପର୍କୀୟଙ୍କ ଘରୁ ଚୋରି ହୋଇଯାଇଥିବା ଗୁରୁବାର ରୋହିନି ପୋଲିସ୍ କହିଛି। ୨୦୧୪ ଏସିଆନ ଗେମ୍ସର ରିକର୍ଭ ଦଳଗତ ତୀରନ୍ଦାଜ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ବିଜେତା ଅଭିଷେକ ବର୍ମା ଏବେ ମଡେଲ ଟାଉନରେ ରହୁଛନ୍ତି।…
ଫିଲ୍ଡ ଅମ୍ପାୟର ଦେବେ ନାହିଁ ନୋ ବଲ
ଦୁବାଇ,୫ା୧୨(ପି.ଟି.)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ଟି୨୦ ସିରିଜ୍ରେ ଫ୍ରଣ୍ଟ ଫୁଟ୍ ନୋ ବଲ ଫିଲ୍ଡ ଅମ୍ପାୟର ଦର୍ଶାଇବେ ନାହିଁ। ଏହି ଗୁରୁଦାୟିତ୍ୱ ତୃତୀୟ ଅମ୍ପାୟର ନିର୍ବାହ କରିବେ ବୋଲି ଗୁରୁବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)…
ଧୋନୀଙ୍କୁ ଟପି ପାରନ୍ତି ପନ୍ତ
ହାଇଦ୍ରାବାଦ,୫ା୧୨- ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ନିକଟରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଅତିକ୍ରମ କରିବାର ସୁଯୋଗ ରହିଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପନ୍ତ ଏପର୍ଯ୍ୟନ୍ତ ୭ଟି ଟି୨୦ ମ୍ୟାଚ୍ ଖେଳି ୩ ଷ୍ଟମ୍ପିଂ କରିଛନ୍ତି। ଏହି ଧାରାରେ…
ଜାତୀୟ କରାଟେ ପ୍ରତିଯୋଗିତା: ସ୍ବର୍ଣ୍ଣ, ବ୍ରୋଞ୍ଜ ପଦକ ଜିତିଲେ ଦୁଇ ଆଦିବାସୀ ଛାତ୍ରୀ
ମାଲକାନଗିରି, ୫।୧୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ବ୍ଲକ ସିନ୍ଧ୍ରିମାଳ ଗ୍ରାମ ପଞ୍ଚାୟତ ସଦର ମହକୁମା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦିବାସୀ ଛାତ୍ରୀ ଜାତୀୟ ସ୍ତରୀୟ କରାଟେ ପ୍ରତି ଯୋଗିତାରେ କୃତିତ୍ୱ ହାସଲ କରିଛନ୍ତି। ଏହି ଅବସରରେ ଗୁରୁବାର…
ଗୀତ ଗାଇଲେ ଧୋନୀ
ନୂଆଦିଲ୍ଲୀ,୫ା୧୨- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଫିଲ୍ଡଠାରୁ ଗତ ୫ ମାସ ହେଲା ଦୂରେଇ ରହିଛନ୍ତି। ହେଲେ ଭିନ୍ନ ଭିନ୍ନ କାରଣ ଯୋଗୁ ଖବରରେ ରହିଆସୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ…
୩୪ରେ ଧାଓ୍ବନ
ନୂଆଦିଲ୍ଲୀ,୫ା୧୨- ଭାରତୀୟ ଓପନର ଶିଖର ଧାଓ୍ବନ ଗୁରୁବାର ତାଙ୍କର ୩୪ତମ ଜନ୍ମଦିନ ପାଳନ କରିଛନ୍ତି। ପ୍ରଶଂସକ ଓ ସାଥି ଖେଳାଳିଙ୍କ ନିକଟରେ ଗବର ଭାବେ ପରିଚିତ ଧାଓ୍ବନ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୩୪ ଟେଷ୍ଟ, ୧୩୩ ଦିନିକିଆ ଓ ୫୮ ଟି୨୦…
ଏମିତି ଦେଖିବାକୁ ଧୋନୀଙ୍କ ଆଲିଶାନ୍ ବାଇକ୍ ଶୋ’ ରୁମ୍
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟଠାରୁ ନଜକୁ ଦୂରେଇ ରଖିଛନ୍ତି। ଏବେ ସେ ନିଜ ପରିବାର ସହ ରାଞ୍ଚିରେ ସମୟ ବିତାଉଛନ୍ତି। ସମସ୍ତେ ଜାଣିଛନ୍ତି ମାହିଙ୍କୁ ନୂଆ ନୂଆ ବାଇକ୍ କଲେକ୍ସନ କରିବା ଭାରି…
ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ
ଲଣ୍ଡନ,୫।୧୨: ଇଂଲଣ୍ଡର ପ୍ରସିଦ୍ଧ କ୍ରିକେଟର ବବ୍ ଓ୍ବିଲ୍ସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା। ସେ ଅନେକ ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ୧୯୭୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ସେ ଅନ୍ତର୍ଜାତୀୟ କ୍ରିକେଟ…
ମନୀଷ ପାଣ୍ଡେଙ୍କ ବିବାହ ଭୋଜିରେ ଧୂମ୍ ନାଚିଲେ ଯୁବରାଜ
ମୁମ୍ବାଇ,୫।୧୨: କ୍ରିକେଟର୍ ମନୀଷ ପାଣ୍ଡେ ନିଜ ପ୍ରେମିକା ତଥା ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଛନ୍ତି। ମୁମ୍ବାଇର ଏକ ଦ ଲୀଲା ରିସେପ୍ସନ୍ ପାର୍ଟି ଦେଇଛନ୍ତି। ଏହି ପାର୍ଟିରେ ଭାରତୀୟ କ୍ରିକେଟ ଦଳର ଅଧିକାଂଶ ସଦସ୍ୟ, ବଲିଉଡ୍ ଏବଂ…
ଓଡ଼ିଶା ଟେନିସ ପ୍ରିମିୟର ଲିଗ୍ ଆରମ୍ଭ
ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଟେନିସ ପ୍ରିମିୟର ଲିଗ୍(ଓଟିପିଏଲ)ର ତୃତୀୟ ସଂସ୍କରଣ ବୁଧବାର କିଟ୍ ପରିସରରେ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ଅନ୍ୟ ଅତିଥିଙ୍କ ମଧ୍ୟରେ କ୍ରୀଡ଼ା ସଚିବ ବିଶାଲ…
ରଣଜୀ ଟ୍ରଫି: ଧ୍ରୁବଙ୍କୁ ଦିଲ୍ଲୀର ନେତୃତ୍ୱ
ନୂଆଦିଲ୍ଲୀ, ୫।୧୨(ପି.ଟି.)- ୨୦୧୯-୨୦ ରଣଜୀ ଟ୍ରଫି ସେସନର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଦିଲ୍ଲୀ ଏକ ୧୫ ଜଣିଆ ଦଳ ଘୋଷଣା କରିଛି। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଧ୍ରୁବ ସୋରେଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଛି। ସେହିପରି ବାମହାତୀ ବ୍ୟାଟ୍ସମ୍ୟାନ ନୀତୀଶ ରାଣା…
ଦକ୍ଷୀଣ ଏସୀୟ କ୍ରୀଡା: ସସ୍ମିତା, ସତ୍ୟଜିତଙ୍କୁ ସ୍ବର୍ଣ୍ଣିମ ସଫଳତା
ଭୁବନେଶ୍ୱର, ୫।୧୨(କ୍ରୀଡ଼ା ପ୍ରତିନିଧି)- ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ୧୩ତମ ଦକ୍ଷୀଣ ଏସିୟ କ୍ରୀଡାର ଖୋ ଖୋ ବିଭାଗରେ ଭାରତୀୟ ମହିଳା ଓ ପୁରୁଷ ଦଳ ସ୍ବର୍ଣ୍ଣ ପଦକଲାଭ କରିଛି। ପୁରୁଷ ଦଳ ବଙ୍ଗଳାଦେଶକୁ ହରାଇ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଭାରତୀୟ…
Archives


