ଖେଳ

ପେସାଦାର ମହିଳା ଫୁଟବଲର

ମାତ୍ର ୧୦ ବର୍ଷ ବୟସରୁ ପୁଅ ପିଲାଙ୍କ ସହ ଫୁଟବଲ ଖେଳିବା ଆରମ୍ଭ କରିଥିବା ମହିଳା ଷ୍ଟ୍ରାଇକର ବାଲା ଦେବୀ ଏବେ ଇତିହାସ ସୃଷ୍ଟି କରିଛନ୍ତି। ସେ ସ୍କଟ୍‌ଲାଣ୍ଡର ଜଣାଶୁଣା ଫୁଟବଲ କ୍ଲବ ରେଞ୍ଜର୍ସ ଏଫ୍‌ସି ସହ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି।…

ଭିଜନ୍‌ ୨୦୨୪

ରାଜ୍ୟରେ କ୍ରିକେଟକୁ ଆହୁରି କ୍ରିୟାଶୀଳ କରିବାକୁ ଓସିଏ ପ୍ରୟାସ ଆରମ୍ଭ କରିଛି। ତୃଣମୂଳସ୍ତରରେ କ୍ରିକେଟର ବିକାଶ କରିବାକୁ ଓସିଏ ଭିଜନ ୨୦୨୪ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ୨୦୧୬ ମସିହାରୁ ବନ୍ଦ ରହିଥିବା ବିଭିନ୍ନ ବର୍ଗର ଟୁର୍ନାମେଣ୍ଟ ଆରମ୍ଭ କରିବା…

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌: ବାଂଲାଦେଶ ସେମିଫାଇନାଲରେ

ପୋଶ୍ଚେଫଷ୍ଟ୍ରୁମ୍‌, ୩୦ା୧ (ପି.ଟି.)-ଅଲରାଉଣ୍ଡ ପ୍ରଦର୍ଶନ ଦ୍ୱାରା ବାଂଲାଦେଶ ୧୦୪ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଚଳିତ ୧୯ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଦକ୍ଷିଣ ଆଫ୍ରିକା ଦୁର୍ବଳ ବୋଲିଂର ପୂରା…

ଫେଡରରଙ୍କୁ ହରାଇଲେ ଜୋକୋଭିଚ୍‌

ମେଲବୋର୍ନ, ୩୧ା୧ (ଏଏଫ୍‌ପି)-ରୋଜର ଫେଡରରଙ୍କୁ ସିଧାସଳଖ ସେଟ୍‌ରେ ହରାଇ ନୋଭାକ ଜୋକୋଭିଚ୍‌ ୮ମ ଥର ପାଇଁ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ଟପ୍‌ ସିଡ୍‌ ଆଶଲେ ବାର୍ଟିଙ୍କ ବିପକ୍ଷରେ ବିଜୟ ହାସଲ କରି ଆମେରିକାର ସୋଫିଆ…

କାନାଡା ମହିଳା ଫୁଟ୍‌ବଲରଙ୍କ କୀର୍ତ୍ତିମାନ

ଲସ୍‌ ଏଞ୍ଜେଲ୍ସ, ୩୧।୧ (ଏଏଫ୍‌ପି)- କାନାଡାର କ୍ରିଷ୍ଟିନେ ସିନ୍‌କ୍ଲେୟାର ଅନ୍ତର୍ଜାତୀୟ ଫୁଟ୍‌ବଲ (ଉଭୟ ମହିଳା ଓ ପୁରୁଷ)ରେ ସର୍ବାଧିକ ଗୋଲସ୍କୋର କରି ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ କାନାଡା ୧୧-୦ ଗୋଲରେ ସେଣ୍ଟ…

ଶକୁନ୍ତଳା ମିଶ୍ର ଜାତୀୟ ଦୃଷ୍ଟିହୀନ କ୍ରିକେଟ: ସେମିଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୩୧।୧(କ୍ରୀଡ଼ା ପ୍ରତିନିଧି)-ଲକ୍ଷ୍ନୌଠାରେ ଚାଲିଥିବା ୨୦ତମ ଶକୁନ୍ତଳା ମିଶ୍ର ଜାତୀୟ ଦୃଷ୍ଟିହୀନ କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପ୍ରବେଶ କରିଛି। ଗୁରୁବାର ଓଡ଼ିଶା ନିଜର ତୃତୀୟ ଲିଗ୍‌ ମ୍ୟାଚ ରେ ରାଜସ୍ଥାନକୁ ୧୯୦ ରନରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ…

ରଣଜୀ ଟ୍ରଫି: ଓଡ଼ିଶାର ଉତ୍କଣ୍ଠାପୂର୍ଣ୍ଣ ବିଜୟ

କଟକ ଅଫିସ,୩୧ା୧- ଟାଙ୍ଗୀ ସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ଚମକପ୍ରଦ ବିଜୟ ହାସଲ କରିଛି। ପେସ୍‌ ବୋଲରଙ୍କ ପ୍ରଭାବଶାଳୀ ବୋଲିଂ ସହାୟତାରେ ଓଡ଼ିଶା ଏକ ଇନିଂସ ଓ ୩ରନରେ ଆସାମକୁ ପରାସ୍ତ କରିଛି। ଅଲରାଉଣ୍ଡ…

ରାଣୀଙ୍କୁ ‘ଓ୍ବାର୍ଲ୍ଡ୍‌ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର

ନୂଆଦିଲ୍ଲୀ, ୩୧।୧ (ପି.ଟି.)- ଭାରତୀୟ ମହିଳା ହକି ଦଳ ଅଧିନାୟିକା ରାଣୀ ରାମପାଲ ଗୁରୁବାର ସମ୍ମାନଜନକ ‘ଓ୍ବାଲର୍‌ଡ ଗେମ୍ସ ଆଥଲେଟ୍‌ ଅଫ୍‌ ଦି ଇୟର’ ପୁରସ୍କାର ଜିତିଛନ୍ତି। ଏହି ପୁରସ୍କାର ହାସଲ କରିବାରେ ସେ ପ୍ରଥମ ହକି ଖେଳାଳି ସାବ୍ୟସ୍ତ ହୋଇଛନ୍ତି।…

ଏକଦିବସୀୟ କ୍ରିକେଟରେ ସର୍ବାଧିକ ‘ମ୍ୟାନ୍‌ ଅଫ୍‌ ଦ ସିରିଜ’ ପୁରସ୍କାର ଜିତିଥିବା ୧୦ ଖେଳାଳି

କ୍ରିକେଟରେ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ସବୁଠୁ ବଡ ପୁରସ୍କାର ଭାବେ ଗଣାଯାଏ। କୌଣସି ସିରିଜରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଏହି ପୁରସ୍କାର ଦିଆଯାଏ। ଏକଦିବସୀୟ କ୍ରିକେଟରେ ସର୍ବାଧିକ ‘ମ୍ୟାନ୍‌ ଅଫ୍‌ ଦ ସିରିଜ୍‌’ ପୁରସ୍କାର ଜିତିଥିବା ୧୦ ଖେଳାଳିଙ୍କୁ…

ସାଙ୍ଗାକାରାଙ୍କୁ ଏମ୍‌ସିସି ଦଳର ନେତୃତ୍ୱ

ଲଣ୍ଡନ, ୩୦।୧ (ପି.ଟି.)- କ୍ରିକେଟ୍‌ ନିୟମର ପ୍ରଣେତା ମେରିଲବୋନ କ୍ରିକେଟ୍‌ କ୍ଲବ (ଏମ୍‌ସିସି) ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ମ୍ୟାଚ୍‌ ଖେଳିବା ଲାଗି ପାକିସ୍ତାନ ଗସ୍ତରେ ଯିବ। ପାକିସ୍ତାନ ସୁପର୍‌ ଲିଗ୍‌ (ପିଏସ୍‌ଏଲ୍‌)ର ଦୁଇ ଟିମ୍‌ ଲାହୋର କ୍ୱାଲାଣ୍ଡର୍ସ ଓ ମୁଲତାନ ସୁଲତାନ…

୧୯ ବର୍ଷରୁ କମ୍‌ କ୍ରିକେଟ:ପେସ୍‌ରଙ୍କୁ କହୁଣି ମାରି ବ୍ୟାଟ୍ସମ୍ୟାନ ଦଣ୍ଡିତ

ଦୁବାଇ, ୩୦ା୧ (ପି.ଟି.)-ଭାରତୀୟ ପେସ୍‌ ବୋଲର ଆକାଶ ସିଂଙ୍କୁ ଜାଣିଶୁଣି କହୁଣୀରେ ସ୍ପର୍ଶ କରିଥିବା ଅଭିଯୋଗରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ ସାମ୍‌ ଫ୍ୟାନିଂ ଦଣ୍ଡିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ପୋଶ୍ଚେଫଷ୍ଟ୍ରୁମ୍‌ଠାରେ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ର ଏକ କ୍ୱାର୍ଟରଫାଇନାଲ ମ୍ୟାଚ…

ଇନ୍‌ଷ୍ଟାଗ୍ରାମ୍‌ରେ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଲା

ଲିସବନ୍‌,୩୦।୧: ଇନ୍‌ଷ୍ଟାଗ୍ରାମ୍‌ରେ ପର୍ତ୍ତୁଗାଲର ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୦ କୋଟି ଟପିଛି। ଏଭଳି ଉପଲବ୍ଧି ହାସଲ କରିଥିବା ସେ ପ୍ରଥମ ବ୍ୟକ୍ତି ବୋଲି କୁହାଯାଉଛି। ଖୋଦ୍‌ ଇନ୍‌ଷ୍ଟାଗ୍ରାମ୍‌ର ଫଲୋଅର୍ସ ସଂଖ୍ୟା ୩୩ କୋଟି ରହିଛି। ଇନ୍‌ଷ୍ଟାଗ୍ରାମ୍‌ ପଛକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri