ଖେଳ

ବିସିସିଆଇ ଦେଲା ୫୧କୋଟି

ନୂଆଦିଲ୍ଲୀ, ୨୯ା୩ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶନିବାର ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧କୋଟି ଟଙ୍କା ଦାନ କରିଛି। ଏହି ମାରାତ୍ମକ ଭାଇରସ୍‌ ଯୋଗୁ ଇତିମଧ୍ୟରେ ସମଗ୍ର ବିଶ୍ୱରେ ପାଖାପାଖି ୨୮,୦୦୦ ଲୋକ…

ଧୋନୀଙ୍କୁ ନେଇ ଭୋଗ୍‌ଲେଙ୍କ ଭିନ୍ନ ମତ

ମୁମ୍ବାଇ, ୨୯।୩- ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ ନେଇ ଅନିଶ୍ଚିତତା ଧିରେ ଧିରେ ବଢ଼ିବାରେ ଲାଗିଛି। ୨୦୨୦ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ପ୍ରଭାବୀ ପ୍ରଦର୍ଶନ କରି ଅଷ୍ଟ୍ରେଲିଆରେ ହେବାକୁଥିବା ଟି୨୦ ବିଶ୍ୱକପ…

୫୨ ଲକ୍ଷ ଟଙ୍କା ଦାନ କଲେ ରାଇନା

ନୂଆଦିଲ୍ଲୀ, ୨୯।୩(ପି.ଟି.)- କରୋନା ଭାଇରସକୁ ରୋକିବା ଲାଗି ଦେଶରେ ଆରମ୍ଭ ହୋଇଥିବା ଲଢ଼େଇ ପାଇଁ ଭାରତୀୟ କ୍ରିକେଟର ସୁରେଶ ରାଇନା ୫୨ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏଭଳି ସ୍ବାସ୍ଥ୍ୟ ସଙ୍କଟ ସମୟରେ ଅନ୍ୟମାନେ ମଧ୍ୟ ସହାୟତାର ହାତ ବଢ଼ାଇବା ଉଚିତ…

ମୁମ୍ବାଇ ଗ୍ରାଉଣ୍ଡ୍ସମ୍ୟାନମାନଙ୍କୁ ୮ଲକ୍ଷ ଟଙ୍କା ଦାନ

ମୁମ୍ବାଇ, ୨୮ା୩ (ପି.ଟି.): କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ମୁମ୍ବାଇର ବିଭିନ୍ନ ଖେଳପଡ଼ିଆରେ କାର୍ଯ୍ୟରତ ଗ୍ରାଉଣ୍ଡ୍ସମ୍ୟାନମାନେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ସେମାନଙ୍କୁ ସହାୟତା ପାଇଁ ୮ଟି ମୁମ୍ବାଇ ପ୍ରିମିୟର ଲିଗ୍‌ (ଏମ୍‌ପିଏଲ୍‌) ଦଳର ମାଲିକ ପ୍ରତ୍ୟେକ ୧ଲକ୍ଷ ଟଙ୍କା ଲେଖାଏଁ…

୮ ଓ୍ବେଷ୍ଟହାମ୍‌ ଖେଳାଳିଙ୍କ ନିକଟରେ କରୋନା ଲକ୍ଷଣ

ଲଣ୍ଡନ,୨୮ା୩ (ଏଏଫ୍‌ପି): କରୋନା ଭାଇରସ୍‌ ଲକ୍ଷଣ ଦେଖାଦେବାରୁ ଓ୍ବେଷ୍ଟହାମ୍‌ର ୮ଖେଳାଳି ପୃଥକ୍‌ ବାସରେ ରହିଛନ୍ତି। ଫୁଟ୍‌ବଲ କ୍ଲବର ଭାଇସ୍‌ ଚେୟାରଓମ୍ୟାନ କାରେନ ବ୍ରାଡି ସୂଚନା ଦେଇଛନ୍ତି। ମହାମାରୀର ଶିକାର ହେବାରେ ଓ୍ବେଷ୍ଟହାମ୍‌ ହେଉଛି ସଦ୍ୟତମ ପ୍ରିମିୟର ଲିଗ୍‌ କ୍ଲବ। ଆର୍ସେନାଲ ମ୍ୟାନେଜର…

କୋଭିଡ- ୧୯: ୨୦ ଲକ୍ଷ ଟଙ୍କା ଦାନ କଲା ମୋହନ ବାଗାନ

କୋଲକାତା,୨୮।୩ (ପି.ଟି.)- କରୋନା ଭାଇରସ ମହାମାରୀ ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଇ- ଲିଗ୍‌ ଚାମ୍ପିୟନ ମୋହନ ବାଗାନ କ୍ଲବ ୨୦ ଲକ୍ଷ ଟଙ୍କା ଦାନ କରିଛି। ଏହି ଅର୍ଥ ପଶ୍ଚିମବଙ୍ଗ ଷ୍ଟେଟ୍‌ ଇମର୍ଜେନ୍ସି ରିଲିଫ୍‌ ପଣ୍ଡକୁ ଦିଆଯାଇଛି ବୋଲି ମୋହନ…

ଅଷ୍ଟ୍ରେଲୀୟ ଫୁଟବଲର କୋଭିଡ-୧୯ ଆକ୍ରାନ୍ତ

ସିଡନୀ,୨୮।୩ (ଏ.ପି.): ଅଷ୍ଟ୍ରେଲିଆର ଜଣେ ଏ-ଲିଗ୍‌ ଫୁଟବଲର କାରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମ ଅଷ୍ଟ୍ରେଲୀୟ ପେସାଦାର ଫୁଟବଲ ଭାବା ସେ ଏହି ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତେବେ ଏହି ଖେଳାଳିଙ୍କ ନାମ ଜଣାପଡିନାହିଁ। ଏହି ଫୁଟବଲର ଜଣକ ନ୍ୟୁ…

୨ ଅଲିମ୍ପିକ୍ସ ଚାମ୍ପିୟନଙ୍କ ବରୋଧରେ ଡୋପିଂ ଅଭିଯୋଗ

ପ୍ୟାରିସ୍‌,୨୮।୩(ଏଏଫ୍‌ପି): ୨ ଅଲିମ୍ପିକ୍‌ ଚାମ୍ପିୟନଙ୍କ ସମେତ ୪ଜଣ ରୁଷୀୟ ଆଥଲେଟଙ୍କ ବିରୋଧରେ ଡୋପିଂ ଅଭିଯୋଗ ଆସିଛି। ଏହି ଆଥଲେଟମାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିଛି ବୋଲି ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ ତରଫରୁ କୁହାଯାଇଛି। ୨୦୦୮ ଅଲିମ୍ପିକ୍‌ ହାଇଜମ୍ପ ଚାମ୍ପିୟନ ଆଣ୍ଡ୍ରେ ସିଲନୋଭ,…

ଡୋପ୍‌: ଶଟ୍‌ ପୁଟର ନବୀନ ଚିକାରା ୪ ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୮।୩(ପି.ଟି.): ଭାରତୀୟ ତାରକା ଶଟ୍‌ପୁଟର ନାବୀନ ଚିକାରା ୪ ବର୍ଷ ବାସନ୍ଦ ହୋଇଛନ୍ତି। ଓ୍ବଲର୍‌ଡ ଆଥଲେଟିକ୍ସର ଇଣ୍ଟିଗ୍ରେଟେଡ ୟୁନିଟ୍‌ ତାଙ୍କୁ କ୍ରୀଡ଼ାରୁ ବାସନ୍ଦ କରିଛି। ୨୦୧୮ରେ ଅନୁଷ୍ଠିତ ଆଉଟ୍‌ ଅଫ୍‌ କମ୍ପିଟିସନ ଡୋପ୍‌ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଫଳରେ…

ଟୋକିଓ ଅଲିମ୍ପିକ୍ସ: ନୂଆ ତାରିଖ ସମସ୍ତଙ୍କୁ ଖୁସି କରି ନ ପାରେ

ପ୍ୟାରିସ,୨୮।୩ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଟୋକିଓ ୨୦୨୦ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ଖୁବ୍‌ଶୀଘ୍ର ଏହି ମେଗା ଇଭେଣ୍ଟର ନୂଆ ତାରିଖ ଘୋଷଣା ହେବ ବୋଲି ଆଶା କରାଯାଉଛି। ତେବେ ଘୋଷିତ ହେବାକୁ ଥିବା ନୂଆ ତାରିଖ ସମସ୍ତଙ୍କୁ…

ସଚେତନ କରାଇଲେ ବିରାଟ

ନୂଆଦିଲ୍ଲୀ, ୨୮।୩ – କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର କରିଥିବା ଲକ୍‌ଡାଉନ ନିୟମକୁ ନେଇ ଲୋକମାନେ ଯେପରି ଆଲୋଚନା କରୁଛନ୍ତି ସେଥିରେ ସନ୍ତୁଷ୍ଟ ନୁହନ୍ତି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି। ସଂକ୍ରମଣକୁ ରୋକାବା ପାଇଁ ସରକାରଙ୍କ ନିର୍ଦ୍ଦେଶାବଳୀକୁ…

କରୋନା ଭାଇରସ୍‌ ମୋ କ୍ୟାରିୟରର ଅନ୍ତ ଘଟାଇବ ନାହିଁ: ଆଣ୍ଡରସନ

ଲଣ୍ଡନ, ୨୮ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ଅନ୍ତ ଘଟାଇବ ନାହିଁ ବୋଲି କହିଛନ୍ତି ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ। ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ମୁଁ ନିଜକୁ ଫିଟ୍‌ ରଖିବା ଲାଗି ଟିମ୍‌ମେଟ୍‌ ସହିତ ଟ୍ରେନିଂ ସେସନ ଜାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?