ଖେଳ

ଫୁଟବଲ ହଲ୍‌ ଅଫ୍‌ ଫେମ୍‌ର ବବି ମିଚେଲଙ୍କ ଦେହାନ୍ତ

ଓ୍ବାଶିଂଟନ,୭।୪(ଏପି)- ଫୁଟବଲ ହଲ୍‌ ଅଫ୍‌ ଫେମ୍‌ର ବବି ମିଚେଲ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ୧୯୮୩ରେ ସେ ପ୍ରୋ ଫୁଟବଲ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଥିଲେ। ଫୁଟବଲ ଜଣେ ମହାନ ଖେଳାଳିଙ୍କୁ ହରାଇଲା ବୋଲି ହଲ୍‌ ଅଫ୍‌ ଫେମ୍‌…

କୋଭିଡ-୧୯ ମହାମାରୀ: ବାତିଲ ହେଲା ଦିଲ୍ଲୀ ଶୁଟିଂ ବିଶ୍ୱକପ୍‌

ନୂଆଦିଲ୍ଲୀ,୭।୪(ପି.ଟି.)- କୋଭିଡ-୧୯ ଦେଶ ତଥା ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଏହାର ପ୍ରଭାବ କ୍ରୀଡ଼ାରେ ପଡିଛି। ଏହି ମହାମାରୀ କାରଣରୁ ଦିଲ୍ଲୀରେ ଆସନ୍ତା ମେ’ରେ ଆୟୋଜନ ହେବାକୁ ଥିବା ଶୁଟିଂ ବିଶ୍ୱକପ୍‌କୁ ମଧ୍ୟ ବାତିଲ କ ରାଯାଇଛି। ଏହି ଶୁଟିଂ…

୨୦୨୧ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛି: ସୁଶୀଲ କୁମାର

ନୂଆଦିଲ୍ଲୀ, ୬।୪(ପି.ଟି.): ‘ମୋ ଖେଳ ଶେଷ ହୋଇଗଲା ବୋଲି ଲୋକେ ଭାବୁଛନ୍ତି। ମୋ ସଫଳତାକୁ ଲୋକ ମଧ୍ୟ ସେତେଟା ଗୁରୁତ୍ୱ ଦେଇ ନ ଥାନ୍ତି। ତେବେ ଏହା ମୋତେ ଆଦୌ ପ୍ରଭାବିତ କରିନାହିଁ ’ ବୋଲି ଦୁଇଥର ଅଲିମ୍ପିକ୍ସ ପଦକ ହାସଲ…

କୋଭିଡ୍‌-୧୯: ଗୋପୀଚାନ୍ଦ ଦେଲେ ୨୬ ଲକ୍ଷ ଟଙ୍କା

ନୂଆଦିଲ୍ଲୀ,୬।୪: ଭାରତୀୟ ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ ଏବେ କରୋନ ଭାଇରସ ଲଢ଼େଇରେ ସାମିଲ ହୋଇଛନ୍ତି। କ୍ରୀଡ଼ାଜଗତର ସଦ୍ୟତମ ବ୍ୟକ୍ତିତ୍ୱ ଭାବେ ସେ ଏଥିରେ ସାମିଲ ହୋଇଛନ୍ତି। ପୂର୍ବତନ ଅଲ ଇଂଲଣ୍ଡ ଚାମ୍ପିୟନ ଗୋପୀଚାନ୍ଦ ୨୬ ଲକ୍ଷ ଟଙ୍କା ଦାନ…

କୋଭିଡ୍‌-୧୯: ଆଡଭାଣୀଙ୍କ ୫ ଲକ୍ଷ ଟଙ୍କା ସହାୟତା

ଓ୍ବାଶିଂଟନ, ୬।୪ (ଏପି): ଭାରତୀୟ ପେସାଦାର ବିଲିୟାଡର୍‌ସ ଖେଳାଳି ପଙ୍କଜ ଆଡଭାନୀ କୋଭିଡ୍‌-୧୯ ମୁକାବିଲା ପାଇଁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି। କରୋନ ଭାଇରସ୍‌ ମହାମାରୀର ରୂପ ନେଇ ସାରିଥିବା ବେଳେ ଭାରତ ଓ ସାରା ବିଶ୍ୱରେ ଏହାକୁ ରୋକିବା…

ଘରୁ ୩ ମାସ ବାହାରି ପାରିବେନି ଫୁଟ୍‌ବଲର

ବେଲ୍‌ଗ୍ରେଡ୍‌ (ସର୍ବିୟା), ୬ା୪ (ଏପି)- ମହାମାରୀ କରୋନା ଭାଇରସ୍‌ ବ୍ୟାପିବାକୁ ରୋକିବା ଲାଗି ଜାରି ହୋଇଥିବା କର୍ଫ୍ୟୁ ଅମାନ୍ୟ କରିବା ଅଭିଯୋଗରେ ସର୍ବୀୟ ଫୁଟ୍‌ବଲ ଖେଳାଳି ଆଲେକ୍‌ଜାଣ୍ଡର ପ୍ରିଜୋଭିଚ୍‌ ଦଣ୍ଡିତ ହୋଇଛନ୍ତି। ସେ ୩ ମାସ ପର୍ଯ୍ୟନ୍ତ ଘରୁ ବାହାରି ପାରିବେ…

ଇରାନିଆନ ଓ୍ବିଙ୍ଗରଙ୍କ ସହିତ ଇଷ୍ଟବେଙ୍ଗଲର ଚୁକ୍ତି

କୋଲକାତା, ୬ା୪ (ପି.ଟି.)- ଇଷ୍ଟ ବେଙ୍ଗଲ ଫୁଟ୍‌ବଲ ଟିମ୍‌ ରବିବାର ଭାରତୀୟ ବଂଶୋଦ୍ଭବ ଇରାନିଆନ ମିଡ୍‌ଫିଲ୍ଡର ଓମିଦ୍‌ ସିଂଙ୍କ ସହିତ ଦୁଇ ବର୍ଷିଆ ଚୁକ୍ତି କରିଛନ୍ତି। ଆସନ୍ତା ସିଜନ ଆରମ୍ଭରେ ସେ ଟିମ୍‌ ସହିତ ଯୋଗଦେବେ ବୋଲି ଇଷ୍ଟରବେଙ୍ଗଲ ଟପ୍‌ ଅଫିସିଆଲ…

ପ୍ରଥମ ଶ୍ରେଣୀ କ୍ରିକେଟରୁ ଓ’କିଫିଙ୍କ ଅବସର

ସିଡ୍‌ନୀ, ୬ା୪ (ଏପି)-ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ସ୍ପିନର ଷ୍ଟିଫେନ୍‌ ଓ’କିଫି ପ୍ରଥମ ଶ୍ରେଣୀ କ୍ରିକେଟରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ଆସନ୍ତା ଘରୋଇ ସିଜନ ପାଇଁ ନ୍ୟୁ ସାଉଥ୍‌ ଓ୍ବେଲ୍ସ ତରଫରୁ ପ୍ରକାଶିତ ଖେଳାଳି ଚୁକ୍ତି ତାଲିକାରେ ତାଙ୍କ ନାମ ବାଦ୍‌…

କୋଭିଡ୍‌-୧୯: ମୋଟ ୧ କୋଟି ଟଙ୍କା ପାଣ୍ଠି ସଂଗ୍ରହ କଲା ଆଇଓଏ

ନୂଆଦିଲ୍ଲୀ,୬।୪(ପି.ଟି.)- କୋଭିଡ୍‌-୧୯ ଲଢେଇରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ମୋଟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ବିଭିନ୍ନ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌), ରାଜ୍ୟ ଅଲିମ୍ପିକ୍‌ ଆସୋସିଏଶନ, ସ୍ବୀକୃତି ପାଇବା ପାଇଁ ଆବେଦନ କରିଥିବା କେତେକ ସଂଗଠନ…

କୋଭିଡ୍‌-୧୯: ୫୦ ଲକ୍ଷ ଟଙ୍କା ଦାନ ଦେବେ ଯୁବରାଜ

ନୂଆଦିଲ୍ଳୀ,୬।୪(ପି.ଟି.)- ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ କରୋନ ଭାଇରସ୍‌ ମୁକାବିଲା ପାଇଁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ରବିବାର ସେ ଏ ନେଇ ଘୋଷଣା କରିଛନ୍ତି। ସେ ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ଦାନ ଦେବେ ବୋଲି…

କୋଭିଡ-୧୯: ହରଭଜନ, ସ୍ତ୍ରୀ ଗୀତା ୫,୦୦୦ ପରିବାରଙ୍କୁ ଖୁଆଇବେ

ନୂଆଦିଲ୍ଳୀ, ୬।୪(ପି.ଟି.)- ଭାରତୀୟ ପୂର୍ବତନ ଅଫ୍‌- ସ୍ପିନର ହରଭଜନ ସିଂ ଓ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଗୀତା ବାସ୍ରା ତାଙ୍କ ହୋମ୍‌ ଟାଉନ୍‌ ଜଳନ୍ଧରରେ ୫,୦୦୦ ପରିବାରକୁ ଖୁଆଇବେ ବୋଲି କଥା ଦେଇଛନ୍ତି। କୋଭିଡ୍‌-୧୯ ମହାମାରୀର ରୂପ ନେଇଥିବା ବେଳେ…

ଏଏଫ୍‌ସି ଏସିଆନ କପ୍‌: ଆୟୋଜନ ପାଇଁ ବିଡ୍‌ ଦାଖଲ କଲା ଭାରତ

ନୂଆଦିଲ୍ଳୀ,୬।୪(ପି.ଟି.)- ୨୦୨୭ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ଏସିଆନ କପ୍‌ ଆୟୋଜନ କରିବାକୁ ଭାରତ ବିଡ୍‌ ଦାଖଲ କରିଛି। ଭାରତ ଆନୁଷ୍ଠାନିକ ଭାବେ ବିଡ୍‌ ଦାଖଲ କରିଛି ବୋଲି ରବିବାର ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ତରଫରୁ କୁହାଯାଇଛି। ବିଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?