Posted inଖେଳ

ଧୋନୀଙ୍କ ଅବସର ଘୋଷଣା ନେଇ ସାକ୍ଷୀ ଟୁଇଟ୍‌ କରିି କହିଲେ ଏପରି…

ନୂଆଦିଲ୍ଲୀ, ୧୬।୮: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ନେଇ ଘୋଷଣା କରିବା ପରେ ଏବେ ସ୍ତ୍ରୀ ସାକ୍ଷୀଙ୍କ ଦ୍ୱାରା କରାଯାଇଥିବା ଏକ ଟୁଇଟ୍‌ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସାକ୍ଷୀ ଟୁଇଟ୍‌ କରି ଧୋନୀଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ କ୍ରିକେଟରେ ତାଙ୍କର ସଫଳତାର ସ୍ମୃତିଚାରଣ କରିଛନ୍ତି। ସେ କହିଛନ୍ତି ଧୋନୀ କ୍ରିକେଟକୁ ଅତି ଭଲ ପାଆନ୍ତି। ତେଣୁ ଏହି ନିଷ୍ପତ୍ତିି ନେବା ପୂର୍ବରୁ ଧୋନୀ ନିଶ୍ଚିତ ଭାବେ ନିଜ ଲୁହକୁ ଆଖିରେ ରୋକି ନେଇଥିବେ। ଏଭଳି ନିଷ୍ପତ୍ତି ନେବା ଧୋନୀଙ୍କ ପାଇଁ କେବେ ବି ସହଜ ହୋଇ ନ ଥିବ ବୋଲି ସାକ୍ଷୀ କହିଛନ୍ତି। ସାକ୍ଷୀଙ୍କ ଏହି ଟୁଇଟ୍‌କୁ ଇତିମଧ୍ୟରେ ୭ ଲକ୍ଷ ୫୫ ହଜାରରୁ ଅଧିକ ଲାଇକ୍‌ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡୋପିଂ: କଲମ୍ବିଆ ସାଇକ୍ଲିଷ୍ଟ ୪ ବର୍ଷ ବାସନ୍ଦ

ପ୍ୟାରିସ୍‌,୨୧।୫(ଏଏଫପି): କଲମ୍ବିଆର ତାରକା ସାଇକ୍ଲିଷ୍ଟ ପାଣ୍ଟାନୋ ଡୋପିଂ କାରଣରୁ ୪ ବର୍ଷ ବାସନ୍ଦାଦେଶର ସମ୍ମୁଖୀନ ହୋଇଛନ୍ତି। ଗତ ବର୍ଷ ହୋଇଥିବା ଡୋପ୍‌ ଟେଷ୍ଟରେ ସେ ବିଫଳ...

ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚ: ଶ୍ରୀଲଙ୍କାକୁ ୮ ଉଇକେଟରେ ହରାଇଲା ଆଫଗାନିସ୍ତାନ

ଦୁବାଇ, ୨୮ା୮ (ପି.ଟି.): ଏସିଆ କପ୍‌ ଉଦ୍‌ଘାଟନୀ ମ୍ୟାଚରେ ଆଫଗାନିସ୍ତାନ ପ୍ରଭାବୀ ଅଲରାଉଣ୍ଡ ପ୍ରଦର୍ଶନ ସହ ୮ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶନିବାର ଖେଳାଯାଇଥିବା ଏହି...

ଶତକୀୟ ଓପନିଂ ଭାଗୀଦାରି

ଲଡର୍‌ସ, ୧୨।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଗୁରୁବାର ଠାରୁ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଭାରତକୁ ଭଲ ଆରମ୍ଭ ଦେଇଛନ୍ତି ଦୁଇ ଓପନର।...

ଟିମ୍‌ ଇଣ୍ଡିଆ ପାଇଁ ରେକର୍ଡ ମ୍ୟାଚ୍‌

ଅହମ୍ମଦାବାଦ୍‌,୪।୨: ଆସନ୍ତା ୬ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଓହ୍ଲାଇବା କ୍ଷଣି ଏକ ସ୍ବତନ୍ତ୍ର ରେକର୍ଡ କରିବ ଟିମ୍‌...

ଫିଫା ମହାସଚିବଙ୍କୁ ଏଆଇଏଫ୍‌ଏଫ୍‌ର ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୨।୧୦(ସ୍ପୋର୍ଟସ ବ୍ୟୁରୋ): ଓଡ଼ିଶା ସମେତ ଦେଶର ୩ଟି ଭେନ୍ୟୁରେ ଆୟୋଜିତ ହେବାକୁ ଯାଉଛି ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ୍‌। ଭୁବନେଶ୍ୱର ସ୍ଥିତ କଳିଙ୍ଗ...

ଏଥର ଏହି ବ୍ୟକ୍ତିଙ୍କ ହାତରେ ଟ୍ରଫି ଦେଲେ ରୋହିତ ଶର୍ମା

ବେଙ୍ଗାଲୁରୁ,୧୫।୩: ବେଙ୍ଗାଲୁରୁରେ ଖେଳାଯାଇଥିବା ପିଙ୍କ-ବଲ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୨୩୮ ରନରେ ପରାସ୍ତ କରି ଟେଷ୍ଟ ସିରିଜକୁ ୨-୦ରେ କବ୍ଜା କରିଛି। ତୃତୀୟ ଦିନରେ ଭାରତ...

କିଏ ଅର୍ଥଶାସ୍ତ୍ରୀ ତ ଆଉ କିଏ ଇଞ୍ଜିନିୟର, ଭାରତୀୟ ଦଳର ଉଚ୍ଚ ଶିକ୍ଷିତ କ୍ରିକେଟର୍‌

ବିଶ୍ୱାସ କରାଯାଏ ଯେ, ଖେଳାଳିମାନେ ପାଠପଢାରେ ସେତେଟା ଉତ୍ତମ ନୁହେଁ। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କୁ କେବଳ ହାଇସ୍କୁଲ ପର୍ଯ୍ୟନ୍ତ ପାଠ ପଢିଥିବାବେଳେ ବିରେନ୍ଦ୍ର ସେହ୍ବାଗ,...

ପ୍ରକୃଷ୍ଟ ସମୟ

ବିଶ୍ୱ ଫୁଟବଲର ସର୍ବୋଚ୍ଚ ପରିଚାଳନା ସଂସ୍ଥା ‘ଫିଫା’ ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌)କୁ ବାସନ୍ଦ କରିଛି। ସମ୍ପ୍ରତି ଏଆଇଏଫ୍‌ଏଫ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଅଫ୍‌...

Advertisement
Archives

Model This Week