Posted inଖେଳ

ନବମ ଷ୍ଟେଜ୍‌ ଜିତିଲେ ପୋଗାକାର

ଲାରୁନ୍ସ (ଫ୍ରାନ୍ସ), ୮ା୯ (ଏପି): ରବିବାର ଏକ କ୍ଲୋଜ୍‌ ସ୍ପ୍ରିଣ୍ଟ୍‌ ଫିନିଶରେ ରଗଲିକ୍‌ ଓ ମାର୍କ ହିରସ୍କି (ଟିମ୍‌ ସନ୍‌ଓ୍ବେବ୍‌)କୁ ପଛରେ ପକାଇ ଟାଡେଜ୍‌ ପୋଗାକାର (ୟୁଏଇ ଟିମ୍‌ ଏମିରେଟ୍ସ) ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ନବମ ଷ୍ଟେଜ୍‌ ଜିତିଛନ୍ତି। ଅନ୍ୟପକ୍ଷରେ ପ୍ରିମୋଜ୍‌ ରଗଲିକ୍‌ (ଜୁମ୍ବୋ-ଭିଷ୍ଣା)ବ୍ରିଟେନର ଆଡାମ ୟେଟ୍ସ (ମିଚେଲଟନ ସ୍କଟ୍‌)ଙ୍କଠାରୁ ୟଲୋ ଜର୍ସି କବ୍‌ଜା କରି ନେଇଛନ୍ତି। ଇଗାନ ବର୍ନାଲ (ଇନିଅସ୍‌ ଗ୍ରେନାଡିଅର୍ସ) ଏବଂ ମିକେଲ ଲାଣ୍ଡା (ବାହାରିନ୍‌ ମ୍ୟାକଲରେନ) ସମାନ ସମୟରେ ରେସ୍‌ ଶେଷ କରିଥିଲେ। ରେସ୍‌ରେ ଆଡାମ ୟେଟ୍ସ ୧୫ତମ ସ୍ଥାନରେ ରହିବା ଦ୍ୱାରା ଓଭର ଅଲ୍‌ ଷ୍ଟାଣ୍ଡିଂରେ ୮ମ ସ୍ଥାନକୁ ଖସି ଆସିଛନ୍ତି। ସୋମବାର ହେଉଛି ବିଶ୍ରାମ ଦିବସ। ମଙ୍ଗଳବାର ଇଲେଡି’ ଓଲେରନ୍‌ରୁ ଇଲେ ଡି’ ରେ ପର୍ଯ୍ୟନ୍ତ ୧୬୮.୫ କିଲୋମିଟର ଦୂରତା ବିଶିଟେ ରେସ୍‌ର ୧୦ମ ଷ୍ଟେଜ୍‌ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଲିଟ୍‌ ଗ୍ରୁପ୍‌ ବି’ରେ ଓଡ଼ିଶା

  ମୁମ୍ବାଇ, ୧୮ା୧୨ (ପି.ଟି.)-ଆସନ୍ତା ଜାନୁୟାରୀ ୧୦ରୁ ୩୧ ପର୍ଯ୍ୟନ୍ତ ଜୈବ ସୁରକ୍ଷିତ ପରିବେଶରେ ସୟଦ ମୁସ୍ତାକ ଅଲି ଟି୨୦ ଚାମ୍ପିୟନଶିପ୍‌ ଖେଳାଯିବ। ଏଥିସହିତ ଭାରତୀୟ...

କରୋନା ସହାୟତା: ରିଜିଜୁ ଦେଲେ ଗୋଟିଏ ମାସର ଦରମା

ନୂଆଦିଲ୍ଲୀ,୨୮।୩(ପି.ଟି.): କୋଭିଡ-୧୯ ମୁକାବିଲା ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଶନିବାର ତାଙ୍କର ଗୋଟିଏ ମାସର ଦରାମା ଦାନ କରିଛନ୍ତି। ଦେଶର ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ...

ସର୍ବଭାରତୀୟ ଫୁଟ୍‌ବଲ: କେରଳ ଚାମ୍ପିୟନ

ନୟାଗଡ଼ ଅଫିସ,୯ା୧୨-  ୭୮୬ ୟୁଥ୍‌ କ୍ଲବ ସିଦୂରିଆ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୁଲ୍ୟରେ ସର୍ବଭାରତୀୟ ନୟାଗଡ଼ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ରବିବାର ଫାଇନାଲ୍‌...

ଛକା ମାରିବାରେ ବେନ୍‌ ଷ୍ଟୋକ୍ସଙ୍କ ରେକର୍ଡ

ମାଞ୍ଚେଷ୍ଟର, ୨୦।୭- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଅନ୍ତିମ ତଥା ୫ମ ଦିବସରେ ସୋମବାର ଇଂଲଣ୍ଡର ବେନ୍‌...

ଏକଦା ରିକ୍ସା ଚଲାଉଥିଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌; ଏବେ ଡ୍ରାଭିଡ୍‌ଙ୍କ ପରି ମିଳିଲା ବଡ଼ ଦାୟିତ୍ୱ

ଲାହୋର, ୨୦।୮: ଯୁବ କ୍ରିକେଟର୍‌ଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜଳ କରିବା ପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଏକ ବଡ଼ ପଦକ୍ଷେପ ନେଇଛି। ପୂର୍ବତନ ଅଧିନାୟକ...

୧୯ ବର୍ଷରୁ କମ୍‌ ଫୁଟ୍‌ବଲ: ଉଜ୍‌ବେକିସ୍ତାନଠାରୁ ହାରିଲା ଭାରତ

ଅଲ୍‌ ଖୋବାର (ସୌଦି ଆରବ), ୭ା୧୧ (ପି.ଟି.)- ୧୯ ବର୍ଷରୁ କମ୍‌ ଏଏଫ୍‌ସି ଚାମ୍ପିୟନଶିପ୍‌ ୨୦୨୦ ଯୋଗ୍ୟତାପର୍ଯ୍ୟାୟ ଟୁର୍ନାମେଣ୍ଟରେ ଭାରତର ଆରମ୍ଭ ନୈରାଶ୍ୟଜନକ ରହିଛି। ବୁଧବାର...

ରୋଜର୍ସ କପ୍‌: ସେମିରେ ହାରିଲେ ବୋପାନ୍ନା- ଶାପୋଭାଲୋଭ

ମଣ୍ଟ୍ରିଲ,୧୧।୮(ପି.ଟି.): ଏଠାରେ ଚାଲିଥିବା ଏଟିପି ମଣ୍ଟ୍ରିଲ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ଭାରତର ରୋହନ ବୋପାନ୍ନା ଓ ତାଙ୍କ କାନାଡା ପାର୍ଟନର ଡେନିସ ଶାପୋଭାଲୋଭ ପୁରୁଷ ଡବଲ୍ସ...

ଏହି ବ୍ୟକ୍ତିଙ୍କ ପାଇଁ ସଚିନ କ୍ରିକେଟର ଭଗବାନ ପାଲଟିଥିଲେ

ରାଜ ସିଂ ଡୁଙ୍ଗୁରପୁର,କ୍ରିକେଟରେ ଏହି ନାଁଟିକୁ ହୁଏତ ବେଶି ଲୋକ ଜାଣି ନ ଥିବେ। କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ପାଇଁ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର...

Play 250+ Trending Games
Archives

Model This Week

Why Dharitri