Posted inଖେଳ

ଭାରତ ବିପକ୍ଷ ଏକଦିବସୀୟ, ଟି-୨୦ ସିରିଜ୍‌ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା

ସିଡନୀ,୨୯।୧୦: ଆସନ୍ତା ଜାନୁୟାରୀରେ ଭାରତ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବ। ଏହି ଗସ୍ତରେ ଉଭୟ ଦଳ ଟି-୨୦, ଏକଦିବସୀୟ ଏବଂ ଟେଷ୍ଟ ସିରିଜ୍‌ ଖେଳାଯିବ। ଭାରତ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି। ଦଳରେ ନୂଆ ଚେହେରା ଭାବେ ୨୧ ବର୍ଷୀୟ କ୍ୟାମରନ୍‌ ଗ୍ରୀନଙ୍କୁ ନିଆଯାଇଛି। ଏହି ଗସ୍ତରେ ଭାରତକୁ ୪ଟି ଟେଷ୍ଟ, ୩ଟି ଏକଦିବସୀୟ ଏବଂ ୩ଟି ଟି-୨୦ ଖେଳିବାକୁ ପଡିବ। ସମସ୍ତ ୨ଟି ଏକଦିବସୀୟ ମ୍ୟାଚ୍‌ ୨୭, ୨୯ ଏବଂ ୨ ଡିସେମ୍ବରରେ ଖେଳାଯିବ। ଏଥି ସହିତ ୩ଟି ଟି -୨୦ ମ୍ୟାଚ ଡିସେମ୍ବର ୪, ୬ ଏବଂ ୮ ରେ ଖେଳାଯିବ। ପ୍ରଥମ ଟେଷ୍ଟ ମ୍ୟାଚ ୧୭ ଡିସେମ୍ବରରୁ ଆରମ୍ଭ ହେବ।
ଅଷ୍ଟ୍ରେଲିଆ ଦିନିକିଆ ଓ ଟି-୨୦ ଦଳ: ଆରୋନ ଫିଞ୍ଚ (ଅଧିନାୟକ), ସିନ ଆବୋଟ୍ଟ, ଆଷ୍ଟନ ଆଗର୍‌, ଆଲେକ୍ସ କ୍ୟାରୀ, ପ୍ୟାଟ କମିନ୍ସ (ଉପଅଧିନାୟକ), କାମେରନ ଗ୍ରୀନ, ଜୋଶ ହେଜଲଉଡ, ମୋଜେସ ହେନରିକ୍ସ, ମାର୍ନସ ଲାବୁଶେନ, ଗ୍ଲେନ ମ୍ୟାକ୍ସୱେଲ, ଡାନିଏଲ ସାମ୍ସ, କେନ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାଣ୍ଣର୍ର୍‌, ଆଡାମ ଜାମ୍ପା।

ଭାରତ ବନାମ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ
ପ୍ରଥମ ଏକଦିବସୀୟ – ନଭେମ୍ବର ୨୭ – ସିଡନୀ
ଦ୍ୱିତୀୟ ଏକଦିବସୀୟ – ନଭେମ୍ବର ୨୯ – ସିଡନୀ
ତୃତୀୟ ଏକଦିବସୀୟ -ଡିସେମ୍ବର ୨- କାନବେରା
ପ୍ରଥମ ଟି-୨୦ – ଡିସେମ୍ବର ୪ – କାନବେରା
ଦ୍ୱିତୀୟ ଟି-୨୦ – ଡିସେମ୍ବର ୬ – ସିଡନୀ
ତୃତୀୟ ଟି-୨୦ – ଡିସେମ୍ବର ୮ – ସିଡନୀ
ପ୍ରଥମ ଟେଷ୍ଟ ମ୍ୟାଚ – ୧୭ ଡିସେମ୍ବରରୁ ୨୧ ଡିସେମ୍ବର – ଆଡିଲେଡ
ଦ୍ୱିତୀୟ ଟେଷ୍ଟ ମ୍ୟାଚ – ୨୬ ଡିସେମ୍ବରରୁ ୩୦ ଡିସେମ୍ବର – ମେଲବୋର୍ଣ୍ଣ
ତୃତୀୟ ଟେଷ୍ଟ ମ୍ୟାଚ – ୦୭ ଜାନୁଆରୀରୁ ୧୧ ଜାନୁଆରୀ – ସିଡନୀ
ଚତୁର୍ଥ ଟେଷ୍ଟ ମ୍ୟାଚ – ୧୫ ଜାନୁଆରୀରୁ ୧୯ ଜାନୁଆରୀ – ବ୍ରିସବେନ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri