Posted inଖେଳ

ପରିସ୍ଥିତିରେ ପଡ଼ି ପର୍ନଷ୍ଟାର ପାଲଟିଲେ ଏହି ଟେନିସ ଖେଳାଳି, ଅନ୍‌ଲାଇନ୍‌ରେ ବିକୁଛନ୍ତି ହଟ୍‌ ଫଟୋ

କରୋନା ମହାମାରୀ ୨୦୨୦ରେ କିିଛି ଲୋକଙ୍କୁ ପରିସ୍ଥିତର ଦାସ କରିଦେଇଛି। କିଛି ଲୋକଙ୍କ ଚାକିରି ଯାଇଛି ତ ଆଉ କାହାର ଜୀବନ ମଧ୍ୟ ଯାଇଛି। ଖେଳଜଗତରେ ମଧ୍ୟ ଏହି ମହାମାରୀ ବେଶ୍‌ ପ୍ରଭାବ ପକାଇଛି। କରୋନା ଯୋଗୁ ଦୀର୍ଘଦିନ ଧରି କୌଣସି ଖେଳର ଆୟୋଜନ କରାଗଲା ନାହିଁ। ଯେଉଁଥିପାଇଁ କିଛି ଖେଳାଳି ଘୋର ଅଭାବ ଅନଟନର ଶିକାର ହେଲେ। ଏପରି ଅସୁବିଧାର ସମ୍ମୁଖୀନ ହୋଇଥିଲେ ଅଷ୍ଟ୍ରେଲିଆର ଟେନିସ ଖେଳାଳି ଆଞ୍ଜେଲିନା ଗ୍ରେଓବେକ୍‌। ଯେତେବେଳେ କରୋନା କାରଣରୁ ଖେଳାଳିଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଗଲା ସେତେବେଳେ ଖେଳ ଛାଡ଼ି ଆଞ୍ଜେଲିନା ନିଜର ହଟ୍‌ ଫଟୋଗୁଡ଼ିକୁ ଅନ୍‌ଲାଇନ୍‌ରେ ବିକିବାକୁ ଲାଗିଲେ। ଏହି କଥା ଜଣାପଡ଼ିଲା ଯେତେବେଳେ ଆଞ୍ଜେଲିନା ନିଜେ ସୋସିଆଲ ମିଡିଆରେ ଏ ସମ୍ପର୍କରେ ଜଣାଇଥିଲେ। କରୋନା ମହାମାରୀ ମଧ୍ୟରେ ଖେଳଜଗତ ଖୁବ୍‌ ପ୍ରଭାବିତ ହୋଇଥିଲା। କରୋନା ଯୋଗୁ ଆଞ୍ଜେଲିନାଙ୍କ ଆୟ କମିଗଲା। ତେଣୁ ସେ ପର୍ନଷ୍ଟାର ହେବା ପାଇଁ ନିଷ୍ପତ୍ତି ନେଲେ। ଖାଲି ଏତିକି ନୁହେଁ ଅନ୍‌ଲାଇନ୍‌ରେ ଆଞ୍ଜେଲିନା ହଟ୍‌ହଟ୍‌ ଫଟୋ ସବୁ ବିକି ଅର୍ଥ ରୋଜଗାର କରୁଛନ୍ତି।

ସେ ଖେଳକୁ ବାଏ ବାଏ କରି ଦେଇଛନ୍ତି। only fans ନାମରେ ଏକ ଆଡଲ୍ଟ ଓ୍ବେବ୍‌ସାଇଟ୍‌ ନିଜ ନାମରେ ତିଆରି କରିଛନ୍ତି। ୧୯ ବର୍ଷୀୟ ଆଞ୍ଜେଲିନା ଏବେ ଏହି ଆକାଉଣ୍ଟରେ ନିଜର ଉତ୍ତେଜକପୂର୍ଣ୍ଣ ଫଟୋ ସବୁ ପୋଷ୍ଟ କରୁଛନ୍ତି। ଲୋକମାନେ ମଧ୍ୟ ଏହି ଫଟୋଗୁଡ଼ିକୁ ଦେଖିବାକୁ ପସନ୍ଦ କରିବା ସହ ଟଙ୍କା ଖର୍ଚ୍ଚ କରୁଛନ୍ତି।


ଆଞ୍ଜେଲିନାଙ୍କ ଖେଳ କ୍ୟାରିୟର ଯଦି କହିବା ତେବେ ସେ ୨୦୧୮ରେ ଟେନିସ ଜଗତରେ ପାଦ ଦେଇଥିଲେ। ଏହା ପରେ ଲଗାତର ଭଲ ପରଫର୍ମ କରୁଥିଲେ। ତାଙ୍କ କ୍ୟାରିୟର ଭିତରେ ସେ ୩୭ଟି ମ୍ୟାଚ୍‌ ଖେଳିଛନ୍ତି। ଯେଉଁଥିରେ ସେ ୯ଟି ମ୍ୟାଚ୍‌ ଜିତିଛନ୍ତି। ଧୀରେ ଧୀରେ ଟେନିସ ଓ୍ବାଲର୍‌ଡରେ ସେ ନାଁ କମାଇଥିଲେ। ମାତ୍ର କରୋନା ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍‌ଡାଉନ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଏହି ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌: ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ୱର,୨୪।୭(ତ୍ରିନାଥ ମହାନ୍ତି):ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ।…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି…

ଅନଶନ ଭାଙ୍ଗିବା ପରେ ଏମିତି କହିଦେଲେ ସୋନମ ଓ୍ବାଙ୍ଗଚୁକ୍‌: ମୁଁ ଖୁବ୍‌ଶୀଘ୍ର…

ନୂଆଦିଲ୍ଲୀ,୨୪।୭:ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ପାଇବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର…

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri