Posted inଖେଳ

ମନର ଯନ୍ତ୍ରଣା ପ୍ରକାଶ କଲେ ଏହି କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଫ୍ଲପ ହୋଇଥିବା ଅଷ୍ଟ୍ରେଲିଆ ଷ୍ଟିଭ ସ୍ମିଥ ଏହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏକଦିବସୀୟ ସିରିଜରେ ଭାରତ ବିପକ୍ଷରେ ଦୁଇଟି ଶତକ ମାରିଥିବା ସ୍ମିଥ ଭାରତ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚରେ ମାତ୍ର ୧୦ ରନ ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ସେ ଦୁଇଥର ଶୂନରେ ଆଉଟ୍‌ ହୋଇଛନ୍ତି। ସ୍ମିଥଙ୍କ ବିଫଳତା ପରେ ତାଙ୍କ ଜୀବନରେ ଏକ ଯନ୍ତ୍ରଣା ସାମ୍ନାକୁ ଆସିଛି। ସେ ଗତ ଚାରିମାସ ଧରି ତାଙ୍କ ସ୍ତ୍ରୀ ଡାନି ୱିଲିସଙ୍କୁ ଭେଟି ନାହାଁନ୍ତି। କ୍ରିକେଟ କାରଣରୁ ଷ୍ଟିଭ ସ୍ମିଥ ତାଙ୍କ ସ୍ତ୍ରୀଙ୍କଠାରୁ ଦୂରରେ ଅଛନ୍ତି। ଷ୍ଟିଭ ସ୍ମିଥ ବାୟୋ ବବଲ ପରିବେଶରେ ରହୁଛନ୍ତି ଏବଂ ସେ ଗତ ଚାରି ମାସ ଧରି ଏଥିରେ ଅଚନ୍ତି। ସେ ଆଇପିଏଲରେ ଦୁଇମାସ ରହିଲେ ଏବଂ ଏହା ପରେ ସେ ଭାରତ ବିପକ୍ଷରେ ଏକଦିବସୀୟ, ଟି-୨୦ ଏବଂ ଏବେ ଟେଷ୍ଟ ସିରିଜ ଖେଳୁଛନ୍ତି। ଡାନି ଏବଂ ଷ୍ଟିଭ ସ୍ମିଥ ମେଲବୋର୍ନରେ ଏକାଠି ନୂଆ ବର୍ଷ ପାଳନ କରିବାକୁ ଯାଉଛନ୍ତି। ଡାନିଙ୍କୁ ସ୍ମିଥଙ୍କ ସହିତ ଦିନେ ରହିବାକୁ ଅନୁମତି ଦିଆଯାଇଛି। ଖ୍ରୀଷ୍ଟମାସ ଅବସରରେ ଡାନି ସିଡନୀରୁ ମେଲବୋର୍ନକୁ ସ୍ମିଥଙ୍କୁ ଭେଟିବାକୁ ଆସିଥିଲେ କିନ୍ତୁ ତାଙ୍କୁ ତାଙ୍କ ତାଙ୍କୁ ଭେଟିବାକୁ ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ଟି୨୦ ଟିମ୍‌ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେୟସ୍କର ବୋଲି କହିଲେ ଇଂଲଣ୍ଡର ଏହି ପୂର୍ବ କ୍ରିକେଟର, ଜାଫର ଏଭଳି କହି…

ଅହମ୍ମଦାବାଦ,୧୩।୩: ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ୮ ଉଇକେଟରେ ଭାରତକୁ ହରାଇଛି ଇଂଲଣ୍ଡ। ଏହାକୁ ନେଇ ଇଂଲଣ୍ଡର ପୂର୍ବ ଅଧିନାୟକ ମାଇକେଲ ଭାଉଘାନ ଭାରତୀକୁ...

ଚାଲିଥିଲା ଭାରତ-ବାଂଲାଦେଶ ମ୍ୟାଚ୍‌, ଅଚାନକ ଷ୍ଟାଡିୟମରେ ଲାଗିଲା ଧୋନୀ..ଧୋନୀ ନାରା ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୪।୧୧: ମୁଶଫିକର ରହିମଙ୍କ ଲୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ଉଇକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ...

ଶତକ ଟେଷ୍ଟରେ ଦ୍ୱିଶତକ: ରୁଟ୍‌ ପ୍ରଥମ

ଚେନ୍ନାଇ,୭ା୨(ପି.ଟି.)-ନିଜ ଶହେତମ ଟେଷ୍ଟରେ ଦ୍ୱିଶତକ ହାସଲ କରିବାରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ବିଶ୍ୱର ପ୍ରଥମ କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି। ଶନିବାର ଭାରତ...

ବ୍ରାୟନ ବ୍ରଦର୍ସଙ୍କୁ ଭେଟିବେ ଶରନ-ଏର୍ଲିଚ

ଆଟଲାଣ୍ଟା,୨୬।୭- ଜୋନାଥନ ଏର୍ଲିଚଙ୍କୁ ସାଥୀ କରି ଖେଳୁଥିବା ଡିଭିଜ ଶରନ ଏଠାରେ ଚାଲିଥିବା ଏଟିପି ଆଟଲାଣ୍ଟା ଓପନର ପୁରୁଷ ଡବଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ କିମ୍ବଦନ୍ତୀ...

କିଜ୍‌ଙ୍କୁ ସିନସିନାଟି ମାଷ୍ଟର୍ସ ଟାଇଟଲ

ସିନସିନାଟି,୧୯।୮(ଏଏଫ୍‌ପି): ଏଠାରେ ଚାଲିଥିବା ଡବ୍ଲ୍ୟୁଟିଏ ସିନସିନାଟି ମାର୍ଷ୍ଟସ ଟୁର୍ନାମେଣ୍ଟରେ ମାଡିସନ କିଜ୍‌ ଟାଇଟଲ ହାସଲ କରିଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ସେ ସ୍ବେତଲାନା କୁଜନେସ୍ତୋଭାଙ୍କୁ ୭-୫,...

ଏହି ବିରଳ କ୍ଲବରେ ସାମିଲ ହେବା ଲାଗି ବିରାଟଙ୍କ ନିକଟରେ ସୁଯୋଗ

ଆବୁଧାବି, ୩।୧୦: ଚଳିତ ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ୍‌ ନୈରାଶ୍ୟଜନକ ରହିଛି। ପ୍ରଥମ ୩ଟି ମ୍ୟାଚ୍‌ରେ ସେ ଯଥାକ୍ରମେ...

ମ୍ୟାଚ ଆରମ୍ଭରୁ ବର୍ଷା

ବେଙ୍ଗାଲୁରୁ,୧୯।୬: ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ କେଶବ...

ବାୟୋ ବବଲ୍‌ ଏକ ଚ୍ୟାଲେଞ୍ଜ, କିନ୍ତୁ ଭାରତୀୟ ଖେଳାଳି ଅଧିକ ସହନଶୀଳ: ଗାଙ୍ଗୁଲି

କୋଲକାତା, ୬।୪ (ପି.ଟି.) : ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ତଥା ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାୟୋ ବବଲ୍‌ (ଖେଳାଳିଙ୍କ ପାଇଁ...

Advertisement
Archives

Model This Week